Latest Odisha News

BREAKING NEWS

ମୋଦି ୩.୦ କ୍ୟାବିନେଟ୍‌; କେଉଁ ରାଜ୍ୟରୁ କିଏ ହୋଇଛନ୍ତି ମନ୍ତ୍ରୀ? ଜାଣନ୍ତୁ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି | ଆଉ ମାତ୍ର କେଇଟା ମୁହୂର୍ତ୍ତ | ଏହା ସହିତ ଶପଥ ନେବେ ନୂଆ କ୍ୟାବିନେଟ ମନ୍ତ୍ରୀ | ଏହା ପୂର୍ବରୁ କେନ୍ଦ୍ର କ୍ୟାବିନେଟକୁ ନେଇ ସମସ୍ତ କଳ୍ପନା ଜଳ୍ପନା ଉପରେ ପଡିଛି ପୂର୍ଣ୍ଣଛେଦ | ଆସିଯାଇଛି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ…

ରାଜଧାନୀ ରାସ୍ତାରେ ଚାଲିବ ମୋଦିଙ୍କ ପଟୁଆର, ୧୨ରେ ପୁଣି ରୋଡ଼ ଶୋ’

ଭୁବନେଶ୍ୱର : ପୁଣି ରାଜଧାନୀ ରାଜରାସ୍ତାରେ ନିଜର ପାୱାର ଶୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆସନ୍ତା ୧୨ ତାରିଖରେ ଭୁବନେଶ୍ୱରରେ ରୋଡ଼ ଶୋ କରିବେ ମୋଦି | ୧୨ ତାରିଖ ସନ୍ଧ୍ୟାରେ ଜୟଦେବ ବିହାରରୁ ଜନତା ମୈଦାନ ଯାଏଁ ହେବ ରୋଡ଼ ଶୋ | ରୋଡ଼ ଶୋ ସାରି ଓଡ଼ିଶାର ନୂଆ…

ରାଜନୀତିରୁ ଅବସର ନେଲେ ଭିକେ ପାଣ୍ଡିଆନ

ଭୁବନେଶ୍ୱର : ସକ୍ରିୟ ରାଜନୀତିରୁ ଅବସର ନେଲେ ଭିକେ ପାଣ୍ଡିଆନ । କହିଥିଲେ ବିଜେଡି ହାରିଲେ ରାଜନୀତିରୁ ସନ୍ନ୍ୟାସ ନେବି | ଆଉ ଆଜି ବାସ୍ତବତାରେ ସେଇଆ କଲେ ପାଣ୍ଡିଆନ | ଏକ ଭିଡିଓ ବାର୍ତ୍ତା ଜାରି କରି ଅବସର ନେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଖାଲି ସେତିକି ନୁହେ ରାଜନୀତି…

ମୋଦି କ୍ୟାବିନେଟର ସବୁଠୁ ସାନ ସାଂସଦ ରାମ ମୋହନ ନାୟଡୁ, ଜାଣନ୍ତୁ କିଏ……..

ନୂଆଦିଲ୍ଲୀ : ମୋଦୀ ସରକାର ୩.୦ରେ ସାମିଲ ହେବାକୁ ଯାଉଛନ୍ତି ତେଲୁଗୁ ଦେଶମ ପାର୍ଟିର ବା ଟିଡ଼ିପିରୁ ଦୁଇ ସାଂସଦ | କ୍ୟାବିନେଟ ମନ୍ତ୍ରୀ ଭାବେ ସାମିଲ ହେବେ କଂଜରାପୁ କ୍ୟାବିନେଟ ମନ୍ତ୍ରୀ ଟିଡିପିର ରାମ ମୋହନ ନାୟଡୁ ଏବଂ ଚନ୍ଦ୍ରଶେଖର ପେମ୍ମାସାନୀ | ଆଜି ମୋଦିଙ୍କ ଶପଥ ଗ୍ରହଣ ପରେ ରାଜ୍ୟ…

ହସ୍ପିଟାଲରୁ ଶିଶୁପୁତ୍ର ଚୋରି

ବାଲେଶ୍ବର: ହସ୍ପିଟାଲରୁ ଶିଶୁପୁତ୍ର ଚୋରି । ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଶିଶୁପୁତ୍ର ଚୋରି ଅଭିଯୋଗ ହୋଇଛି । ବିଭାଗରୁ ଜଣେ ମହିଳା ଚୋରି କରି ନେଇଥିବା ଅଭିଯୋଗ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, କାଲି ରାତିରେ ଜନ୍ମିତ ଶିଶୁକୁ ଶିଶୁ ଓ୍ବାଡ୍ ରେ ଟିକା ଦିଆଯିବ କହି…

୧୭ରେ ଖୋଲିବ ସ୍କୁଲ, ସପ୍ତାହେ ପୂର୍ବରୁ ପ୍ରସ୍ତୁତି

ଭୁବନେଶ୍ଵର: ସରିବାକୁ ଯାଉଛି ଗ୍ରୀଷ୍ମ ଅବକାଶ ଛୁଟି । ଆସନ୍ତା ଜୁନ୍ ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ଏ ନେଇ ସପ୍ତାହେ ପୂର୍ବରୁ ପ୍ରସ୍ତୁତି କରାଯିବ। ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ ସ୍ବଚ୍ଛତା ନେଇ ସୁନିଶ୍ଚିତ କରାଯିବ। ଏହାସହ ଦିନକ ପୂର୍ବରୁ ସମସ୍ତ ଶିକ୍ଷକ, କର୍ମଚାରୀ…

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ରେଜଲ୍ଟ  । ମୋଟ ୪୮,୨୪୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । jee.adv.ac.inରେ ରେଜଲ୍ଟ ଉପଲବ୍ଧ ହେଉଛି । ୩୬୦ରୁ ୩୫୫ନମ୍ବର ରଖି ବେଦ ଲାହୋଟି ଟପ୍ପର ହୋଇଛନ୍ତି । ସେହିପରି ଆସନ୍ତାକାଲିଠୁ ଆରମ୍ଭ ହେବ କାଉନସେଲିଂ। ଜେଇଇ ଆଡ଼ଭାନ୍ସଡ…

ନବୀନଙ୍କ ପାଣ୍ଡିଆନ୍ ପ୍ରେମ ଏବେ ବି ସରିନି:ପ୍ରଶାନ୍ତ

ଭୁବନେଶ୍ବର: ନବୀନଙ୍କ ପାଣ୍ଡିଆନ୍ ପ୍ରେମ ଏବେ ବି ସରିନି । ଏହିଭଳି କହି ପାଣ୍ଡିଆନ ଓ ନବୀନଙ୍କୁ ଟାର୍ଗେଟ କରିଛନ୍ତି  ପ୍ରଶାନ୍ତ ଜଗଦ୍ଦେବ । ୩ ଦିନିଆ ଜାମିନ ମିଳିବା ପରେ ଆଜି କଟକ ବଡ଼ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ମେଡ଼ିକାଲରୁ ଡିସଚାର୍ଜ…

ବାବର ଆଜମଙ୍କୁ ଥଟ୍ଟା କଲେ ରିଷଭ ପନ୍ତ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ଏହା ପୂର୍ବରୁ ଏକ ସାକ୍ଷାତକାରରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପରୋକ୍ଷରେ ବାବର ଆଜମଙ୍କୁ ଥଟ୍ଟା କରିଛନ୍ତି । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ…

ବଦଳିଲା ତାରିଖ, ୧୦ ରେ ନୁହେଁ ଏହି ତାରିଖରେ ଶପଥ ନେବେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବଦଳିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହର ତାରିଖ । ପୂର୍ବରୁ ଜୁନ ୧୦ ତାରିଖ ଶପଥ ଗ୍ରହଣ ପାଇଁ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ତାରିଖ ବଦଳିଛି । ଜୁନ ୧୦ ନୁହେଁ ୧୨ ଜୁନରେ ଶପଥ ନେବେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ । ତେବେ ବିଜେପି ରାଜ୍ୟ କାର୍ଯ୍ୟାଳୟ…