Latest Odisha News

BREAKING NEWS

ଯେଉଁମାନେ ନିର୍ବାଚନରେ ​​ଜିତିପାରନ୍ତି ନାହିଁ ସେମାନଙ୍କୁ ରାଜ୍ୟସଭା ମାଧ୍ୟମରେ ଜିତାଇ ଦିଆଯାଉଛି: ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ସମାପ୍ତ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। ବିଜେପିର ଷ୍ଟାର ପ୍ରଚାରକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାଜସ୍ଥାନର ଜାଲୋରରେ ପହଞ୍ଚିଛନ୍ତି। ଏଠାରେ ସମ୍ବୋଧିତ କରିବା ବେଳେ…

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ପଙ୍କଜ ତ୍ରିପାଠୀଙ୍କ ଭିଣେଇ, ଭଉଣୀ ଗୁରୁତର

ମୁମ୍ବାଇ: ସଡ଼କ ଦୁର୍ଘଟଣାର ଶିକାର ହେଲେ ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭଉଣୀ-ଭିଣେଇ। ଝାଡଖଣ୍ଡର ଧାନବାଦ୍ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଭିଣେଇ ରାକେଶ ତିୱାରୀଙ୍କର ମୃତ୍ୟୁ ଘଟିଛି। ଅଭିନେତାଙ୍କ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି…

ସୁବର୍ଣ୍ଣ ସୁଯୋଗ ହାତଛଡା କଲା ଆରସିବି, ୧ ରନରେ ଜିତିଲା କେକେଆର

ଇଡେନଗାର୍ଡେନ: ଏଠାରେ ରବିବାର ଅନୁଷ୍ଠିତ ଆଇପିଏଲର ଏକ ରୋମାଂଚକ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ପରାସ୍ତ କରିଛି । ଏହି ପରାଜୟ ଯୋଗୁ ଆରସିବିର ପ୍ଲେ ଅଫ ପ୍ରବେଶ ଆଶା ପ୍ରାୟତଃ କ୍ଷୀଣ ହୋଇଛି । ପ୍ରଥମେ ବ୍ୟାଟିଂ କରି କେକେଆର ୬ ୱିକେଟ ବିନିମୟରେ…

ଓଡ଼ିଶା ପୋଲିସ ଦ୍ୱାରା ମହିଳା ମାଓବାଦୀ ଗିରଫ, ଛତିଶଗଡ଼ ପୋଲିସକୁ ହସ୍ତାନ୍ତର

ନବରଙ୍ଗପୁର: ଚଳିତ ମାସ ପ୍ରାରମ୍ଭରୁ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ଆହତ ହୋଇଥିବା ଛତିଶଗଡର ଜଣେ ମହିଳା ମାଓବାଦୀ ଗିରଫ। ଏହି ମହିଳା ନକ୍ସଲକୁ ନବରଙ୍ଗପୁରରେ ଓଡିଶା ପୋଲିସ ଗିରଫ କରିଛି। ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଧମନ୍ତରୀ ଜିଲ୍ଲା ଖଲାରି ଥାନା ଏକାୱାରି ଗାଁରୁ ଆହତ ମହିଳା…

ଅଟୋକୁ ସାମ୍ନା ପଟୁ ପିଟିଲା ଟ୍ରକ: ଘଟଣାସ୍ଥଳରେ ୩ ମୃତ, ୫ ଆହତ

ନବରଙ୍ଗପୁର: ରାଇଘର ଥାନା ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଟୋକୁ ସାମ୍ନା ପଟୁ ପିଟିଲା ଟ୍ରକ। ଘଟଣାସ୍ଥଳରେ ୩ ମୃତ ୫ ଆହତ ହୋଇଥିବା ସୂଚନା ରହିଛି। ଆଜି ଅପରାହ୍ନ ୪ଟା ସମୟରେ ଏକ ଅଟୋରେ ୧୦ ଜଣ ଯାତ୍ରୀ ଏକ ନିର୍ବୀଚନ ସଭାକୁ ଯୋଗଦେବାକୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି।…

କଂଗ୍ରେସକୁ ବଡ଼ ଝଟକା: ଦଳୀୟ ପ୍ରାର୍ଥୀଙ୍କୁ ମିଳିଲାନି ଗୋଟିଏ ବି ପ୍ରସ୍ତାବକ, ନିର୍ବାଚନ ଅଧିକାରୀ ଖାରଜ କଲେ…

ସୁରାଟ: ଗୁଜୁରାଟରେ କଂଗ୍ରେସକୁ ବଡ଼ ଝଟକା। ସୁରାଟରୁ ଦଳର ଲୋକସଭା ପ୍ରାର୍ଥୀ ନିଲେଶ କୁମ୍ଭାନୀଙ୍କ ନାମାଙ୍କନପତ୍ ଖାରଜ କରିଦିଆଯାଇଛି। କାରଣ ତାଙ୍କର ତିନିଜଣ ପ୍ରସ୍ତାବକ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ଲିଖିତ ସତ୍ୟପାଠରେ ଦାବି କରିଛନ୍ତି ଯେ ସେ ତାଙ୍କ ନାମାଙ୍କନ ପତ୍ରରେ ଦସ୍ତଖତ…

ବିଜେପି ପାଇଁ ଖୁସି ଖବର, ଏନଡିଏକୁ ସମର୍ଥନ ଘୋଷଣା କଲେ ଚିରଞ୍ଜୀବୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ବିଜେପିକୁ ବଡ ଖୁସି ଖବର । ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପାଇଁ ମେଗାଷ୍ଟାର ଚିରଞ୍ଜୀବୀ ଟିଡିପି-ଜନସେନା-ବିଜେପି ସହଯୋଗୀ ଦଳକୁ ସମର୍ଥନ କରିଛନ୍ତି । ୨୦୧୪ରେ ଆନ୍ଧ୍ରପ୍ରଦେଶ ବିଭାଜନ ପରେ କଂଗ୍ରେସର ପୂର୍ବତନ ଏମ୍‌ପି ତଥା କେନ୍ଦ୍ର ମନ୍ତ୍ରୀ…

‘ଟେକ୍ ସିଟି’କୁ ‘ଟ୍ୟାଙ୍କେର ସିଟି’ରେ ପରିଣତ କରିଛି କଂଗ୍ରେସ: ମୋଦୀ

ବେଙ୍ଗାଲୁରୁ: ଗତ କିଛି ସପ୍ତାହ ଧରି ବେଙ୍ଗାଲୁରୁରେ ଜଳ ସଙ୍କଟ ଦେଖାଦେଇଛି। ନିର୍ବାଚନ ସମୟରେ ଏହି ଜଳ ସଙ୍କଟକୁ ମୁଦ୍ଦା କରି ଶାସକ ଦଳକୁ ଟାର୍ଟେଗ କରିଛି ବଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି। କର୍ଣ୍ଣାଟକରେ ଶାସକ କଂଗ୍ରେସ ଉପରେ…

ଖରାରେ ସିଜୁଛି ସାରା ଓଡିଶା, ସାଢ଼େ ୨ଟା ସୁଦ୍ଧା ୪୩.୬ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ଵର: ଖରାରେ ସିଜୁଛି ସାରା ଓଡିଶା । ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳି । ୪୩.୬ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଓ କେନ୍ଦୁଝର ପାଲଟିଛି ସବୁଠାରୁ ଉତ୍ତପ୍ତ ସହର । ଭୁବନେଶ୍ୱରରେ ୪୧.୬, ବାଲେଶ୍ୱରରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୪୧.୮,…

‘ମୃତ୍ୟୁ’ ପରେ ମଧ୍ୟ ମଙ୍ଗଳ ଗ୍ରହରେ ନାସା ପାଇଁ ‘ଇନଜେନ୍ୟୁଟି’ ହେଲିକପ୍ଟର ହେବ ଉପଯୋଗୀ

ନୂଆଦିଲ୍ଲୀ: ଆମେରିକା ସ୍ପେସ୍ ଏଜେନ୍ସି ନାସାର ମଙ୍ଗଳ ହେଲିକପ୍ଟର 'ଇନଜେନ୍ୟୁଟି' ଆଉ କେବେ ଉଡ଼ିପାରିବ ନାହିଁ। ଚଳିତ ବର୍ଷ ଜାନୁଆରୀ ୧୮ରେ, 'ଇନଜେନ୍ୟୁଟି' ମଙ୍ଗଳ ଗ୍ରହକୁ ୭୨ତମ ଉଡ଼ାଣ ଭରିଥିଲା। ଏହା ଏକ କ୍ଷୁଦ୍ର ଭୂଲମ୍ବ ଉଡ଼ାଣ ଥିଲା । ଉଡ଼ାଣ ସମୟରେ, 'ଇନଜେନ୍ୟୁଟି' ସେଠାରେ ଉପସ୍ଥିତ…