ଟି୨୦ ବିଶ୍ୱକପ: ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତ ପଲା ଭାରୀ
ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ହାଇ ଭୋଲଟେଜ ଭାରତ-ପାକିସ୍ତନ ମୁକାବିଲା ଏଠାରେ ଖେଳାଯିବ । ନାସାଉ କାଂଉଟି ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ସମସ୍ତ ଟିକେଟ ବିକ୍ରି ହୋଇଯାଇଛି । ଅନ୍ୟ ମ୍ୟାଚରେ ଖାଲି ପଡୁଥିବା ଏହି ଷ୍ଟାଡିୟମରେ କିନ୍ତୁ ଏବେ ଦର୍ଶକ ପୂର୍ଣ୍ଣ ରହିବେ ।…