ନିର୍ବାଚନ ଡ୍ୟୁଟିରେ ସିଆରଏଫ ଯବାନଙ୍କୁ ନେଇ ଯାଉଥିବା ବସ୍ ଓଲଟି ପଡ଼ିଲା
ରାୟପୁର: ଛତିଶଗଡ଼ର ବସ୍ତର ଜିଲ୍ଲାରେ ଏକ ବସ୍ ଓଲଟି ପଡ଼ିବାରୁ ୧୦ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ପୁଲିସ କହିଛି ଯେ ରବିବାର ବସଟି ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ନେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଗିଦାମ ଥାନା ଅନ୍ତର୍ଗତ…