ଗେଲଙ୍କ ରେକର୍ଡ ଭାଙ୍ଗିଲେ ୱାର୍ଣ୍ଣର
ମେଲବୋର୍ଣ୍ଣ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ଏକ ରେକର୍ଡ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ଚଳିତ ଟି୨୦ ବିଶ୍ୱକପରେ ଭାଙ୍ଗି ଦେଇଛନ୍ତି । ଓମାନ ବିପକ୍ଷ ମ୍ୟାଚରେ ସେ ୫୧ ବଲରେ ୫୬ ରନ ସଂଗ୍ରହ କରିଥିଲେ । ୱାର୍ଣ୍ଣରଙ୍କ ଏହା ଟି୨୦ରେ ୧୧୧ତମ ଅର୍ଦ୍ଧଶତକ । ଏହା…