Latest Odisha News

BREAKING NEWS

ଭୁବନେଶ୍ୱର ଲୋକସଭା: ବିଜେଡି ପାଇଁ ଅଡୁଆ କଂଗ୍ରେସର ଲୋକସଭା ପ୍ରାର୍ଥୀ?

ଭୁବନେଶ୍ୱର: କଂଗ୍ରେସ ଭୁବନେଶ୍ବର ଲୋକସଭା ଆସନ ପାଇଁ ୟାସିର ନୱାଜଙ୍କୁ ପ୍ରାର୍ଥୀ କରିବା ଏବଂ ପୁରୁଖା ରାଜନେତା ସୁରେଶ ରାଉତରାୟଙ୍କୁ ବହିଷ୍କାର କରିବା ପରେ ଭୁବନେଶ୍ୱରରେ ରାଜନୈତିକ ଚିତ୍ରକୁ ସରଗରମ କରିଛି। ୨୦୧୯ ନିର୍ବାଚନ ସମୟରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ…

ମହାପ୍ରଭୁ ଶ୍ରୀବଳଦେବ ଜୀଉଙ୍କ ଆଶୀର୍ବାଦ ପରେ ପ୍ରଚାର ଆରମ୍ଭ କରିବେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ସିଦ୍ଧାର୍ଥ…

କେନ୍ଦ୍ରାପଡା: ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ଏବେ ଚର୍ଚ୍ଚା ଜୋର ଜୋର ଧରିଛି । କେନ୍ଦ୍ରାପଡା ଲୋକସଭା ଆସନରୁ କଂଗ୍ରେସ ଏଥର ଜଣେ ଯୁବ, ସ୍ୱାଭିମାନୀ ଓ ଗରିବଙ୍କ ବନ୍ଧୁ ତଥା ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ କରିଛି ।…

କର୍ତ୍ତବ୍ୟରେ ଅବହେଳା ପାଇଁ ଅବକାରୀ ଅଧୀକ୍ଷକ ନିଲମ୍ବିତ

ଭୁବନେଶ୍ୱର: କର୍ତ୍ତବ୍ୟରେ ଅବହେଳା ପାଇଁ ଅବକାରୀ ଅଧୀକ୍ଷକ ନିଲମ୍ବିତ। ତଦନ୍ତ ପରେ ଗ୍ରହଣ କରାଯିବ ବିଭାଗୀୟ କାର୍ଯ୍ୟାନୁଷ୍ଠାନ। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କେନ୍ଦ୍ରାପଡ଼ା ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କୁ ଓଡ଼ିଶା ସିଭିଲ ସର୍ଭିସ (ବର୍ଗୀକରଣ ନିୟନ୍ତ୍ରଣ ଓ ଆପିଲ)…

ହୋମ ୱର୍କ କରିବା ପାଇଁ ଦୁବାଇରେ ଟ୍ୟୁସନ ସାରଙ୍କୁ ଛାତ୍ର ଦେଲା ୩୦୦୦ ଡଲାର

ଆବୁଧାବି: ୟୁଏଇରେ ସମ୍ଭ୍ରାନ୍ତ ଓ ଧନୀ ଲୋକଙ୍କ ସହର ପାଲିଟିଛି ଦୁବାଇ । ଏଠାରେ ଅତ୍ୟାଧୂନିକ ଜୀବନ ଶୈଳୀରେ ବଂଚିବାକୁ ସମସ୍ତେ ଚାହାନ୍ତି । ସହରରେ ଅନେକ ଧନୀ ବ୍ୟବସାୟୀ ରହିଛନ୍ତି । ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଅନେକ ଟ୍ୟୁସନ ସାର ନିୟୋଜିତ ହୋଇଥାନ୍ତି । ଜଣେ ଟ୍ୟୁସନ ସାର…

ପ୍ରଥମ ଥର ପାଇଁ ଲିପାଇନ୍ସକୁ ବ୍ରାହ୍ମୋସ କ୍ଷେପଣାସ୍ତ୍ର ବିତରଣ କଲା ଭାରତ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଫିଲିପାଇନ୍ସ ସହିତ ସ୍ୱାକ୍ଷରିତ ୩୭୫ ନିୟୁତ ଡଲାର ଚୁକ୍ତିନାମା ଅନୁଯାୟୀ ଭାରତ ଶୁକ୍ରବାର ଦିନ ବ୍ରାହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଫିଲିପାଇନ୍ସକୁ ହସ୍ତାନ୍ତର କରିଛି। ଭାରତୀୟ ବାୟୁସେନା ଏହାର ଆମେରିକୀୟ ସି -୧୭ ଗ୍ଲୋବାମାଷ୍ଟର ପରିବହନ ବିମାନକୁ…

କଳାହାଣ୍ଡି ଜିଲ୍ଲାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଗସ୍ତ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ସମୀକ୍ଷା

ଭବାନୀପାଟଣା: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଗ୍ରହଣରେ କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାର ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ କମିଟିର କାର୍ଯ୍ୟକୁ ସମୀକ୍ଷା କରାଯାଇଛି । କଳାହାଣ୍ଡି…

ଧୋନୀଙ୍କ ଶାଶୁ ଚଳାଉଛନ୍ତି ୮୦୦ କୋଟି ଟଙ୍କାର କମ୍ପାନୀ

ନୂଆଦିଲ୍ଲୀ: ରାଂଚୀ ପରି ଏକ ଛୋଟ ସହରରୁ ଆସି ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଦୁନିଆରେ ରାଜ କରିବା ପରେ ଏବେ ସାଜିଛନ୍ତି ବ୍ୟବସାୟୀ । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଭିନ୍ନ ଭିନ୍ନ ବ୍ୟବସାୟରେ ନିବେଶ କରିଛନ୍ତି । ଏହା ମଧ୍ୟରେ ଧୋନୀ ଏଂଟରଟେନମେଂଟ ଲିମିଟେଡ ଅନ୍ୟତମ ।…

ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର: ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ । ବିଜେଡି ସରକାର ବିରୋଧରେ ନିର୍ବାଚନ ଅଧିକାରୀଙ୍କ ଆଗରେ ଅଭିଯୋଗ କଲା ବିଜେପି । ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ…

ଚଳିତବର୍ଷ ଭାଙ୍ଗିଲା ଗ୍ରୀଷ୍ମ ପ୍ରବାହ ରେକର୍ଡ; ରାଜ୍ୟରେ ୪୪ ଡିଗ୍ରୀ ଡେଇଁଲା ତାପମାତ୍ରା, ୨୧ରୁ ବଦଳିବ ପାଗ

ଭୁବନେଶ୍ୱର: ସାରା ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୪ ଡିଗ୍ରୀ ଡେଇଁଲା ତାପମାତ୍ରା । ଆଜି ରାଜ୍ୟରେ ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଛି । ସେଥିମଧ୍ୟରୁ ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ…

ମହିଳା କ୍ରିକେଟର ଆଶଲେ ଗାର୍ଡେନ ବାନ୍ଧବୀ ମୋନିକାଙ୍କୁ କରିବେ ବିବାହ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଷ୍ଟାର ମହିଳା କ୍ରିକେଟର ଆଶଲେ ଗାର୍ଡେନର ତାଙ୍କ ଦୀର୍ଘ ଦିନର ବାନ୍ଧବୀ ମୋନିକାଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି । ନିକଟରେ ଗାର୍ଡେନର ତାଙ୍କ ବାନ୍ଧବୀଙ୍କୁ ମୁଦି ପକାଇ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସେ ଫଟୋ ସହ ଏହି ଖୁସି ଖବର ସୋସିଆଲ…