ସାବାଡ ହେବେ ରୋଡ ରୋମିଓ, ଏଣିକି ମହିଳାଙ୍କୁ ସୁରକ୍ଷା ଦେବ ‘ଏଚଇଆର’
ଭୁବନେଶ୍ଵର: ମହିଳାଙ୍କୁ କମେଣ୍ଟ ମାରିବା ଏବେ ପଡିବ ମହଙ୍ଗା । ସାବାଡ ହେବେ ରୋଡ ରୋମିଓ । କାରଣ ଏଣିକି ମହିଳାଙ୍କୁ ସୁରକ୍ଷା ଦେବ ‘ହାଇ ଏଫିସିଏନସି ରେସପନ୍ସ’ ବା ‘ଏଚଇଆର’ । ଭୁବନେଶ୍ୱରରେ ରୋଡ୍ ରୋମିଓଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗଠନ ହୋଇଛି ୧୪ ଜଣିଆ ସ୍ପେଶାଲ…