Latest Odisha News

BREAKING NEWS

ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ

ଭୁବନେଶ୍ଵର: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଏବଂ ଅଭିନେତା । ଓଡ଼ିଶା ଯାତ୍ରା ଜଗତର ଭୀଷ୍ମ ପିତାମହ ଭାବେ ଜଣାଶୁଣା ଡ.…

ପିଲାଙ୍କୁ ସେରେଲାକ୍ ଦେଉଥିଲେ ସାବଧାନ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ଆପଣଙ୍କ ପିଲାଙ୍କୁ ଦେଉଛନ୍ତି କି ସେରେଲାକ୍? ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ । ସର୍ଭେ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଭାରତରେ ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ୍‌ ବ୍ରାଣ୍ଡରେ ବହୁ ପରିମାଣର ଚିନି ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।…

ୟୁକ୍ରେନର ଚେର୍ନିହିଭ୍ ସହରରେ ଋଷର ମିଶାଇଲ ମାଡ଼

ନୂଆଦିଲ୍ଲୀ: ୟୁକ୍ରେନର ଚେର୍ନିହିଭ୍‌ ସହରରେ ମିଶାଇଲ ମାଡ଼ କରିଛି ଋଷ । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି।ଋଷ-ୟୁକ୍ରେନ ଯୁଦ୍ଧକୁ ଦୁଇ ବର୍ଷ ବିତି ଥିବା ବେଳେ ଥମୁନି ଆକ୍ରମଣ। ଋଷ ଥରକୁ ଥର ୟୁକ୍ରେନ ଉପରେ ଭୟଙ୍କର ହାମଲା କରୁଛି ।ଚେର୍ନିହିଭ୍‌…

ଏମ୍ସ ଭୁବନେଶ୍ୱର ସଫଳତାର ଆଉ ଏକ ପାହାଚ ଚଢ଼ିଛି

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ସଫଳତାର ଆଉ ଏକ ପାହାଚ ଚଢିଛି । ପ୍ରଥମ କରି ରାଜ୍ୟରେ ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ରାଶୟ ସ୍ପିଙ୍କ୍ଟର(ଏୟୁଏସ) ପ୍ରତିରୋପଣ କରାଯାଇଛି। ଏମ୍ସ ର ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ପ୍ରତିରୋପଣ ଓଡ଼ିଶାରେ ପ୍ରଥମ। ଏକ ସୁଦକ୍ଷ ଡାକ୍ତରୀ ଦଳ…

ଆତ୍ମ ସମର୍ପଣ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ପ୍ରତ୍ୟେକ ମନୁଷ୍ୟର ଆତ୍ମା... ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନ ହୋଇ ଭୌତିକ ଜଗତକୁ ପ୍ରବେଶ କରେ । ଆତ୍ମା ପୂର୍ବରୁ ପ୍ରତିଜ୍ଞା କରିଥାଏ ପରମାତ୍ମାଙ୍କ ସଙ୍ଗେ ମିଳିତ ହେବ ବୋଲି, କିନ୍ତୁ ସେ ଏ ମାଟିର ସ୍ପର୍ଶ ପାଇଲା ମାତ୍ରେ ସବୁ…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ , ଆସନ୍ତା ୨୨ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଆସନ୍ତା ୨୨ ଯାଏଁ ତାତିରୁ ନାହିଁ ନିସ୍ତାର । ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି  । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି  କେନ୍ଦ୍ର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ଠୁ ୨୪ଟି ଜିଲ୍ଲାକୁ…

ଭାଷା ଭାଗବତ : ପ୍ରତ୍ୟହ ନୂତନ ପ୍ରୟୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନ ହେଲେ ଅଭ୍ୟାସର ଦାସ ଘଟିବ ଭାଷାର ବିକାଶ ପ୍ରତ୍ୟହ ନୂତନ ପ୍ରୟୋଗ ଭାଷାକୁ ଯୋଗାଏ ସୁଯୋଗ ଶବ୍ଦର ଗମନାଗମନ ଭାଷାରେ ଘଟେ ପ୍ରତି କ୍ଷଣ ନୂଆ ଆସେ, ପୁରୁଣା ଯାଏ ଭାଷାରେ ସ୍ଥିରତା ନ ଥାଏ ଉଭୟ ବିଲୁପ୍ତି ଉତ୍ପତ୍ତି ଯୋଗୁଁ ହିଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନରନାରାୟଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ନାମ ଉପରେ ଆଲୋଚନା ଜାରିରଖି, ନାରାର ଦ୍ଵିତୀୟ ଅର୍ଥ ନରଗଣ ବା ମନୁଷ୍ୟ ସମ୍ବନ୍ଧୀୟ ଅର୍ଥର ବିଶ୍ଳେଷଣ କରିବା। ଆମର ମହାନ ଗ୍ରନ୍ଥ ମହାଭାରତ…

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ହେବ ନାମାଙ୍କନ

ଭୁବନେଶ୍ବର:୨୦୨୪ ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ଦେଶରେ ଅନୁଷ୍ଠିତ ହେବ। ଓଡ଼ିଶାରେ ମତଦାନ ୪ଟି ପର୍ଯ୍ୟାୟରେ ଯଥାକ୍ରମେ ଆସନ୍ତା ମେ ୧୩, ୨୦ ,୨୫ ଏବଂ ଜୁନ୍‌ ୧ ରେ କରାଯିବ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ପର୍ଯ୍ୟାୟରେ ଓଡ଼ିଶାର ୪ଟି…

୬୭ ବଲ ବାକି ଥାଇ ଗୁଜରାଟକୁ ହରାଇଲା ଦିଲ୍ଲୀ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ସମ୍ପୂର୍ଣ୍ଣ ଏକତରଫା ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ହାତରେ ୬ଟି ୱିକେଟ ଏବଂ ୬୭ ବଲ ବାକି ଥାଇ ଶୋଚନୀୟ ଭାବେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୮୯ ରନରେ ଅଲଆଉଟ ହୋଇଥିଲା । ୯୦ ରନର ବିଜୟ ଲକ୍ଷ୍ୟକୁ…