Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନାରାୟଣଂ ନମସ୍କୃତ୍ୟଂ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀଜଗନ୍ନାଥଙ୍କୁ ଆରାଧନା କରିଲେ ନାରାୟଣଂ ନମସ୍କୃତ୍ୟଂ, କାରଣ ଶ୍ରୀଜଗନ୍ନାଥ ପୌଷମାସରେ ନାରାୟଣ ନାମ ଧାରଣ କରନ୍ତି। ଏହି ବିଶେଷ ନାମର ମାହାତ୍ମ୍ୟ ବା ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରି ମହର୍ଷି…

ଆଜି ପବିତ୍ର ଶ୍ରୀରାମ ନବମୀ, ରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ରାମ ନବମୀ । ଚୈତ୍ର ମାସ ନବମୀ ଆଜିର ଦିନରେ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ସେଥିପାଇଁ ଆଜିର ଦିନକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ । ସମଗ୍ର ଦେଶ ଧୁମ୍ ଧାମରେ ପାଳିବ । ଆଜି ଦିନରେ ରାମ ନବମୀ ବ୍ରତ କରୁଥିବା ବ୍ୟକ୍ତିଙ୍କୁ ଭଗବାନ…

ଗୋଇଠି ଫାଟିବା ସମସ୍ୟାରୁ କିଭଳି ପାଇବେ ଆରାମ

ଭୁବନେଶ୍ବର: ଥଣ୍ଡା ପାଗରେ ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କ ପାଖରେ ଦେଖାଯାଏ । କିନ୍ତୁ ପ୍ରବଳ ଖରା ଯୋଗୁ ମଧ୍ୟ କିଛି ଲୋକଙ୍କ ଗୋଇଠି ଫାଟିଥାଏ । ଏହି ସବୁ ସମସ୍ୟାରୁ  ମୁକ୍ତି ପାଇବା ପାଇଁ ଆମେ  ଆପଣଙ୍କୁ କିଛି ଘରୋଇ ଉପଚାର କହିବୁ। ଖରା ଦିନେ ଗୋଇଠି ଫାଟୁଥିଲେ ଆପଣ ଗୋଇଠିରେ ଆଲୋଭେରା…

ଭୁଲ ଭୁଲୈୟା ୩ରେ ମାଧୂରୀ, ବିଦ୍ୟାଙ୍କ ଡ୍ୟାନ୍ସ ତଡକା

ମୁମ୍ବାଇ: କାର୍ତିକ ଆର୍ଯ୍ୟନ ଅଭିନୀତ ଭୁଲ ଭୁଲୈୟା ୩ରେ ଦର୍ଶକ ଦେଖିବାକୁ ପାଇବେ ମାଧୁରୀ ଦୀକ୍ଷିତ ଓ ବିଦ୍ୟା ବାଲାନଙ୍କ ଡ୍ୟାନ୍ସ ତଡକା । ଅକ୍ଷୟ କୁମାର ଅଭିନୀତ ଭୁଲ ଭୁଲୈୟା ଓ କାର୍ତିକଙ୍କ ଭୁଲ ଭୁଲୈୟା ୨ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏବେ ଏହାର ତୃତୀୟ ପାର୍ଟ ଦର୍ଶକଙ୍କୁ…

ଆଇପିଏଲ କ୍ୟାରିୟରରେ ପ୍ରଥମ ଶତକ ମାରିଲେ ସୁନୀଲ ନାରିନ

କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଲରାଉଣ୍ଡର ସୁନୀଲ ନାରିନ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରିଛନ୍ତି । ଏହା ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ । ଓପନିଂ ବ୍ୟାଟିଂ କରିବାକୁ ଆସି ସେ ମାତ୍ର ୪୯ ବଲରେ ତାଙ୍କ ଶତକ ପୂରଣ କରିଥିଲେ ।…

ଏହି ଗ୍ରାମରେ ପ୍ରତ୍ୟେକ ବ୍ୟକ୍ତିଙ୍କ ନାମରେ ରାମ ରହିଥାନ୍ତି

ବାଙ୍କୁଡା: ରାମ ନବମୀ ପାଇଁ ସାରା ଭାରତରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବା ପରେ ଲୋକଙ୍କ ଶ୍ରୀରାମଙ୍କ ପ୍ରତି ଆସ୍ଥା ଆହୁରି ବୃଦ୍ଧି ପାଇଛି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପଶ୍ଚିମବଙ୍ଗର ବାଙ୍କୁଡାରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ…

ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ସଂପୂର୍ଣ୍ଣ ନଷ୍ଟ କରିଛନ୍ତି ରାଜ୍ୟ ସରକାର: ସଜ୍ଜନ ଶର୍ମା

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଶାସନରେ ଓଡିଶାର ସ୍ୱାସ୍ଥ୍ୟ ସେବାକୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଦାୟୀତ୍ୱରେ ଥିବା ମନ୍ତ୍ରୀ ନବ ଦାସ, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାର…

ଟି୨୦ ବିଶ୍ୱକପ ଟିମରେ ସ୍ଥାନ ପାଇବେ କି ଦୀନେଶ

ମୁମ୍ବାଇ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ନିରାଶ କରୁଥିଲେ ମଧ୍ୟ ଦୀନେଶ କାର୍ତିକ ପ୍ରଶଂସକଙ୍କ ବିଶ୍ୱାସ ଭାଙ୍ଗି ନାହାନ୍ତି । ରିୟଲ ଥାଲା ଡିକେ ଜବରଦସ୍ତ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କ ବିଶ୍ୱାସ ଜିଣି ପାରିଛନ୍ତି । କିଛି ଦିନ ତଳେ ମୁମ୍ବାଇ ବିପକ୍ଷ ମ୍ୟାଚରେ…

ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଆଖୁ ଖାଇବାକୁ ଯାଇ ବିଲରେ ଦିଆ ଯାଇଥିବା ବିଦ୍ୟୁତ ତାରବାଡରେ ଲାଗି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବନ୍ତଳା ବନାଞ୍ଚଳ ବନ୍ଦାଣପଶି ଗାଁରେ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଗାଁରେ ଥିବା…

ଅବକାରୀ ବିଭାଗକୁ ବଡ଼ ସଫଳତା: ୪ ଲକ୍ଷ ଟଙ୍କାର ନକଲି ମଦ ଓ ମଦ ପ୍ୟାକିଂ ସାମଗ୍ରୀ ଜବତ

ରାଉରକେଲା: ସାଧାରଣ ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ମଦ ବିରୋଧରେ ଚାଲିଛି ସ୍ପେସିଆଲ ଡ୍ରାଇଭ। ତେବେ ନିର୍ବାଚନ ପୂର୍ବରୁ ରାଉରକେଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଓଡ଼ିଶାରେ ତିଆରି ହେଉଥିବା ନକଲି ମଦକୁ ରାସ୍ତା ପାର୍ଶ୍ୱ ଢ଼ାବା ଓ ହୋଟେଲ୍‌କୁ…