Latest Odisha News

BREAKING NEWS

ଡକ୍ଟର ଶ୍ରବଣ ବିବେକ ଏମ୍‌ଙ୍କୁ ମିଳିଲା ଭିଜିଲାନ୍ସ ଏସପି ଦାୟିତ୍ୱ

ଭୁବନେଶ୍ୱର: ୨୦୧୫ ବ୍ୟାଚ୍ ଓଡିଶା-କ୍ୟାଡର ଆଇପିଏସ୍ ଅଧିକାରୀ ଡକ୍ଟର ଶ୍ରବଣ ବିବେକ ଏମ୍ ବୁଧବାର ଭିଜିଲାନ୍ସ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଏପ୍ରିଲ୍ ୨ ରେ ଇସିଆଇ ନିର୍ଦ୍ଦେଶ ପରେ ଅଣ-ନିର୍ବାଚନ ସମ୍ବନ୍ଧୀୟ ପଦବୀକୁ ସ୍ଥାନାନ୍ତରିତ ହୋଇଥିବା…

ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିଲେ ସେବାୟତ

ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିଲେ ସେବାୟତ। ଏନେଇ ମହିଳା ଶ୍ରମିକଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତେଲା ଦେଲେ ମହିଳା ଶ୍ରମିକ ପୂର୍ଣ୍ଣିମା ବେହେରା। ଦକ୍ଷିଣ ଦ୍ୱାର ଗୁମୁଟ ମରାମତି ସହ ଓ ରୋଷଶାଳାର ପାଖରେ କାର୍ଯ୍ୟ ଚାଲୁଥିବା ବେଳେ ମହିଳା ଶ୍ରମିକ ବସି…

ପବିତ୍ର ରାମନବମୀରେ ରଥକାଠ ଚିରଟର ଶୁଭ ଅନୁକୂଳ

ପୁରୀ: ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି । ଏଥିପାଇଁ ଆଜି ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ପାଞ୍ଚ ଜଣିଆ ଟିମ କଟକ ଅଭିମୁଖେ ଯାତ୍ରା କରିଛନ୍ତି। କଟକ ଖପୁରିଆସ୍ଥିତ କରତ କଳରେ ଆଜିର ପବିତ୍ର ରାମନବମୀ ତିଥିରେ ମାଳମହାପ୍ରସାଦ…

ରାଜଧାନୀର ଓଭରବ୍ରିଜ୍‌ରେ ଗୁଳିମାଡ଼, ଏଏସଆଇଙ୍କୁ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ମିତ୍‌ ନଗର ସ୍ଥିତ ଓଭରବ୍ରିଜ୍‌ରେ ଗୁଳିମାଡ଼। ଓଭରବ୍ରିଜ୍‌ରେ ଏଏସ୍‌ଆଇଙ୍କ ଉପରକୁ ହେଲା ଘନ ଘନ ଗୁଳିମାଡ। ଘଟଣାସ୍ଥଳରେ ହିଁ ଟଳି ପଡିଲେ ପୋଲିସ ଏଏସ୍‌ଆଇ। ସେହିପରି ଆଉ ଜଣେ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।…

ସମୁଦ୍ର କୂଳରୁ ଠାବ ହେଲା ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ

ପୁରୀ: ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ଆଇଁସଣିଆ ଗ୍ରାମର ରାଧୁ ସ୍ୱାଇଁ ବୋଲି ଜଣାପଡ଼ିଛି। ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ସୂଚନାନୁସାରେ ମୃତକ ମଙ୍ଗଳବାର ଅପରାହ୍ନରେ…

ଆହୁରୀ ଶକ୍ତିଶାଳୀ ହେବ ଭାରତ, ଖୁବ୍ ଶୀଘ୍ର ପରୀକ୍ଷା ହେବ ଅସ୍ତ୍ର ଏମକେ-୨ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଖୁବ୍ ଶୀଘ୍ର ଅସ୍ତ୍ର ଏମକେ-୨ (Mk-2) କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଯାଉଛି। ଏହି ଏୟାର-ଟୁ-ଏୟାର ମିସାଇଲ୍ ବେୟୋଣ୍ଡ୍ ଭିଜୁଆଲ୍ ରେଞ୍ଜ୍ ବର୍ଗରେ ଆସେ। ଏହାର ଅର୍ଥ ହେଉଛି ଯେଉଁଠାରେ ଯୁଦ୍ଧ ବିମାନ କିମ୍ବା ଆଟାକ୍ ହେଲିକପ୍ଟରର ପାଇଲଟ୍ ଦେଖିପାରେ ନାହିଁ,…

ସୁବର୍ଣ୍ଣପୁରରେ ବିଜୁ ଯୁବ ଓ ଛାତ୍ର ସମାବେଶ ଅନୁଷ୍ଠିତ, ଦଳକୁ ସୃଦୃଢ କରିବା ଲକ୍ଷ୍ୟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳ ପକ୍ଷରୁ ସୋନପୁର ନିର୍ବାଚନ ମଣ୍ଡଳୀ ତରଭା ବ୍ଲକ ର ଠକପାଲି ଓ ସୋନପୁର ବ୍ଲକ ବିଶିମୁଣ୍ଡା ଗାଁ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସାଧାରଣ ଜନତାଙ୍କୁ ନବୀନ…

ବିଜେଡିରେ ମିଶିଲେ ଅନୁଗୁଳର ବିଶିଷ୍ଟ ଶିକ୍ଷାବିତ୍ ମହେଶ ଧଳ; କହିଲେ, ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଅନୁପ୍ରାଣିତ…

ଭୁବନେଶ୍ବର: ବିଜେଡିରେ ମିଶିଲେ ଅନୁଗୁଳ ଜିଲ୍ଲାର ମହେଶ ଧଳ । ସେ କେବଳ ଜଣେ ବ୍ୟକ୍ତି ନୁହନ୍ତି, ଜଣେ ଅନୁଷ୍ଠାନ । ଆଦର୍ଶ ଗ୍ରୁପର ସେ ପ୍ରତିଷ୍ଠାତା । ଶିକ୍ଷାରେ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ମହେଶ । ଆଜି ଶଙ୍ଖ ଭବନରେ ମହେଶ ଓ ତାଙ୍କ ସହଯୋଗୀ ସୁଶାନ୍ତ ସାହୁ ବିଧିବଦ୍ଧ ଭାବେ ଦଳରେ…

କଣ୍ଟାବାଞ୍ଝିରୁ ନବୀନ କାର୍ଡ

ଭୁବନେଶ୍ବର: ପଶ୍ଚିମରେ ପୁଣି ନବୀନ କାର୍ଡ । ବିଜେପୁର ପରେ କଣ୍ଟାବାଞ୍ଝିରୁ ଲଢିବେ ନବୀନ । ପ୍ରସନ୍ନ ଅସନ୍ତୋଷ ସାଇଡ୍ ଇଫେକ୍ଟ । ସମ୍ବଲପୁର, ରେଢାଖୋଲରେ ପ୍ରାର୍ଥୀ ଅଦଳବଦଳ । କେଉଁଠି ନେତାଙ୍କ ଟିକେଟ୍ କାଟି ସ୍ତ୍ରୀଙ୍କୁ ପ୍ରାର୍ଥୀ କଲା ବିଜେଡି, ତ କେଉଁଠି ଝିଅ ହେଲେ ପ୍ରାର୍ଥୀ । କଟିଲା…

ଗ୍ରୀଷ୍ମ ମୁକାବିଲା: ଟିପିଏସ୍ଓଡିଏଲ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ୍ ଷ୍ଟେସନ ନିୟୋଜିତ

ବ୍ରହ୍ମପୁର: ଗ୍ରୀଷ୍ମ ଋତୁରେ ଉତ୍କୃଷ୍ଟ ମାନର ବିଦ୍ୟୁତ ସେବା ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ) ନୂଆ ପଦକ୍ଷେପ ନେଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ ଷ୍ଟେସନ ନିୟୋଜିତ କରାଯାଇଛି ।…