କଲବଲ କରୁଛି ତାତି, ସକାଳ ସାଢେ ୮ଟା ସୁଦ୍ଧା ୩୪ ଡିଗ୍ରୀ ପାର୍
ଭୁବନେଶ୍ଵର: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ସାରା ରାଜ୍ୟରେ ପ୍ରବଳ ଖରା । ଜଳୁଛି ରାଜଧାନୀ । ଆଜି ସକାଳୁ ସକାଳୁ ବାଲେଶ୍ଵର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ସକାଳ ସାଢେ ୮ଟା ସୁଦ୍ଧା ସେଠାରେ ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ଵରରେ ସକାଳ ସାଢେ ୮ଟା…