Latest Odisha News

BREAKING NEWS

ଦଳ ବହିଷ୍କାର କଲେ ବି ମଲା ଯାଏ କଂଗ୍ରେସରେ ରହିଛି, ରହିବି: ସୁର ରାଉତରାୟ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭାର ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରି ଦଳୀୟ ଅନୁଶାସନକୁ ଭଙ୍ଗ କରିଥିବା ଅଭିଯୋଗରେ କଂଗ୍ରେସର ଶୀର୍ଷ ନେତୃତ୍ବ ଜଟଣୀ ବିଧାୟକ ତଥା ବିଜେଡି ପ୍ରାର୍ଥୀଙ୍କ ବାପା ସୁରେଶ ଚନ୍ଦ୍ର ରାଉତରାୟଙ୍କୁ ଛଅ ବର୍ଷ ପାଇଁ ବହିଷ୍କାର କରିଛନ୍ତି।…

ଯାଜପୁର ବାରବାଟୀ ଛକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀ କଲେ ଦୁଃଖ ପ୍ରକାଶ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳରେ ଏକ ଯାତ୍ରୀ ବାହୀ ବସ ଓଭର ବ୍ରିଜରୁ ତଳକୁ ଖସିବା ଘଟଣାରେ ୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ…

ଅବକାରୀ ଦୁର୍ନୀତି ମାମଲା: ଗୋଆ ନିର୍ବାଚନରେ ଆପର ପାଣ୍ଠି ପରିଚାଳନା କରୁଥିବା ଚନପ୍ରୀତ ଗିରଫ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ଆପର ପ୍ରଚାର ପାଇଁ ନଗଦ ପାଣ୍ଠି ପରିଚାଳନା କରିଥିବା ଅଭିଯୋଗରେ ଚନପ୍ରୀତ ସିଂହଙ୍କୁ ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ଏପ୍ରିଲ ୧୨ ତାରିଖରେ ଚନପ୍ରୀତ ସିଂହଙ୍କୁ…

ପୋଲିସ ହେପାଜତରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର

ବ୍ରିସବେନ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଭାଷ୍ୟକାର ମାଇକେଲ ସ୍ଲେଟରଙ୍କୁ ପୋଲିସ ଅଟକ ରଖିଛି । ବିଭିନ୍ନ ଅପରାଧୀକ ମାମଲା ନେଇ ପୋଲିସ ତାଙ୍କୁ ପଚରା ଉଚରା କରୁଛି । ରାତିରେ ଅନ୍ୟକୁ ଭୟଭୀତ କରିବା, ଝଗଡା କରିବା, ମାରପିଟ କରିବା ଓ ଘରୋଇ ହିଂସାରେ ତାଙ୍କ ନାମରେ…

ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୪୦ ଆହତ

ଯାଜପୁର: ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍। ଏନ୍‌ଏଚ୍‌-୧୬ର ବାରବାଟୀ ଛକ ପାଖରେ ଖସିଲା ବସ୍। ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ବସରେ ୫୦ରୁ ୬୦ ଯାତ୍ରୀ ରହିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଓ ୪…

ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ଏକ ସଫଳତାର କାହାଣୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ଏକ ସଫଳତାର କାହାଣୀ। ଦୁଇ ମାସ ତଳେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ଇଲେକ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ ଏବଂ ସ୍ପଷ୍ଟ ଭାବରେ ମନମୁଖୀ ବୋଲି ଦର୍ଶାଇ ଏହାକୁ ରଦ୍ଦ କରିଥିଲେ। ଏଏନଆଇକୁ…

ବାଙ୍କୀରେ ବୋମା ବିସ୍ଫୋରଣ, ୧୫ରୁ ଅଧିକ ଆହତ

କଟକ: ବାଙ୍କୀ ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ବୋମା ବିସ୍ଫୋରଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଛି। ଏହି ଘଟଣାରେ ୧୫ରୁ ଅଧିକ ଆହତ ବେଳେ, ୨ଜଣ ଗୁରୁତର ଅଛନ୍ତି। ଦୁଇ ସାହି ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ କରାଯାଇଥିବା ସୂଚନା ରହିଛି । ଆହତ ୧୫ ଜଣଙ୍କୁ ବାଙ୍କୀ…

କାହାକୁ ଭୟଭୀତ ହେବାର ଆବଶ୍ୟକତା ନାହିଁ, ଯାହା କରୁଛି ବିକଶିତ ଭାରତ ପାଇଁ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିର୍ବାଚନୀ ଭାଷଣରେ ଦେଶ ପାଇଁ ବଡ଼ ଯୋଜନା ରହିଛି ବୋଲି କହିବା ପରେ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ନିଜ ମନ୍ତବ୍ୟ କୁ ସ୍ପଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ କାହାକୁ ଭୟଭୀତ…

ମେ’ ୧୫ରୁ ଝାରସୁଗୁଡ଼ା-ନୂଆଦିଲ୍ଲୀ ଦୈନିକ ବିମାନ ସେବା ଯୋଗାଇବ ଇଣ୍ଡିଗୋ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ଝାରସୁଗୁଡ଼ାରୁ ନୂଆଦିଲ୍ଲୀକୁ ଦୈନିକ ସିଧାସଳଖ ବିମାନ ଚଳାଚଳ ସେବା ଯୋଗାଇବ ଇଣ୍ଡିଗୋ।ସୋମବାର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଇଣ୍ଡିଗୋ କହିଛି ଯେ ଓଡ଼ିଶାର ଶିଳ୍ପ କେନ୍ଦ୍ର ଝାରସୁଗୁଡ଼ାରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ନିୟମିତ ଯାତ୍ରୀଙ୍କ ସୁବିଧା ପାଇଁ…

ଆଇପିଏଲ: ସର୍ବାଧିକ ଦଳଗତ ସ୍କୋରରେ ନିଜ ରେକର୍ଡ ଭାଙ୍ଗିଲା ହାଇଦ୍ରାବାଦ

ବେଙ୍ଗାଲୁର: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲେୁର ବିପକ୍ଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରେକର୍ଡ ସ୍କୋର କରିଛି । ବେଙ୍ଗାଲୁର ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୩ ୱିକେଟ ବିନିମୟରେ ୨୮୭ ରନ ସଂଗ୍ରହ କରିଛି । ଏଥିସହ ହାଇଦ୍ରାବାଦ ନିଜ…