Latest Odisha News

BREAKING NEWS

ସାଂସଦଙ୍କ ଗାଡ଼ି ଉପରକୁ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅପରାଧୀମାନେ ଖୋଲାଖୋଲି ରାଜଧାନୀ ଛାତି ଉପରେ ଅପରାଧ ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହେଉଛନ୍ତି। ଆଜି ରାଜଧାନୀ ଭୁବନେଶ୍ୱରର ଏକ ବ୍ୟସ୍ତବହୁଳ ୟୁନିଟ ୪ ଅଞ୍ଚଳରେ ଘଟିଥିବା ଏକ…

ପନ୍ତ ହେବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ସଂସ୍କରଣରେ ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱ ତୁଲାଇବେ । ମଙ୍ଗଳବାର ଫ୍ରାଂଚାଇଜ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯାଇଛି । ୧୪ ମାସ କ୍ରିକେଟଠାରୁ ଦୂରେଇ ରହିବା ପରେ ପନ୍ତ ଫିଟ ହୋଇ ପଡିଆକୁ ଫେରିଛନ୍ତି । ସେ ଏବେ ଭାଇଜାଗରେ ଟିମ…

ବଦଳିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ନାମ

ବାଙ୍ଗାଲୋର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର କାଂଉଟଡାଉନ ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଫ୍ରାଂଚାଇଜର ଏହାର ନାମ ବଦଳାଇବା ପାଇଁ ନିଷ୍ପତି ନେଇଛନ୍ତି । ଆରସିବି ଏଥର ନୂଆ ନାମ ସହ ପଡିଆକୁ ଓହ୍ଲାଇବ । ଏବେ ଏହାର ନୂତନ ନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁର ରଖାଯାଇଛି । ୨୦୧୪ରେ…

ଅଶ୍ୱଥାମାଙ୍କ ଭୂମିକା କରିବେ ଶାହୀଦ କାପୁର

ମୁମ୍ବାଇ: ଲୋକପ୍ରିୟ କଳାକାର ଶାହୀଦ କାପୁର ରୋଶନ ଆଣ୍ଡ୍ର‌୍ୟୁଏଜଙ୍କ ଫିଲ୍ମ ଦେବା ପରେ ଆଉ ଏକ ପୌରାଣିକ ଫିଲ୍ମ ସାଇନ କରିଛନ୍ତି । ତେରି ବାତୋଁ ମେଁ ଐସା ଉଲଝା ଫିଲ୍ମରେ ଶାହୀଦଙ୍କ ଭୂମିକାଙ୍କୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏବେ ସେ ଅଶ୍ୱଥାମାଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ…

ପାଣ୍ଡରାରୁ ହଟିଲା ଜବରଦଖଲ, ପୋଲିସ ହାଉସିଂ କର୍ପୋରେସନ ନିର୍ମାଣ କରିବ ବିଲ୍ଡିଂ

ଭୁବନେଶ୍ୱର: ପାଣ୍ଡରା ମୌଜା ଅନ୍ତର୍ଗତ ଖାତା ନମ୍ବର-1352 ପ୍ଲଟ ନଂ-3724, 3725ରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)। ଏହି ସ୍ଥାନରେ ପୋଲିସ ହାଉସିଂ କର୍ପୋରେସନ ନିର୍ମାଣ କରିବ ବିଲ୍ଡିଂ । ବିଡିଏ ଏନଫୋର୍ସମେଣ୍ଟ ଟିମ୍ ପୂର୍ବାହ୍ଣରେ ପାଣ୍ଡରା…

ଅରୁଣାଚଳ ପ୍ରଦେଶ ମାମଲାରେ ଚୀନ ଉପରେ ବର୍ଷିଲା ଭାରତ

ନୂଆଦିଲ୍ଲୀ: ଭାରତ ସରକାର ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ବିବୃତ୍ତିକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରିବା ସହିତ ଏହାକୁ ଅବୈଧ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ଏହା ଚୀର ଦିନ ପାଇଁ ଭାରତର ଅଂଶ ହୋଇ ରହିବ।…

କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ରାଜ୍ୟ କଂଗ୍ରେସ ବିଜେଡି-ବିଜେପିର ମେଣ୍ଟ ହେଲେ ଫାଇଦା ହେବ ବୋଲି ଉତ୍ସାହିତ ରହିଥିବା ବେଳେ ଦଳର ବିଧାୟକ ଇସ୍ତଫା ଦେଇଛନ୍ତି। ଯାହା ରାଜ୍ୟ କଂଗ୍ରେସକୁ ଗୋଟିଏ ବଡ଼ ଝଟକା ଲାଗିଛି। ଖଡ଼ିଆଳ ବିଧାୟକ ରାଜ୍ୟ…

ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଯାଜପୁର: ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ଯାଜପୁର ସଦର ଥାନା ଅନ୍ତର୍ଗତ ବଡ଼ ଜଳହରା ଗାଁ ନିକଟରେ ଥିବା ପୋଖରୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଯାଜପୁର ସଦରଥାନା ଅନ୍ତର୍ଗତ ବଡ଼ ଜଳହରା ଗ୍ରାମର କାଳନ୍ଦୀ ଜେନାଙ୍କ ଝିଅ ଅନୂ ଜେନାଙ୍କର ଶବ ଭାସୁଥିବା…

ବିଜେପିରେ ଯୋଗ ଦେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘର ପୂର୍ବତନ ରାଜ୍ୟ ସଭାପତି ସୁରେଶ ହୋତା

ଭୁବନେଶ୍ୱର: ବିଜେପିରେ ଯୋଗ ଦେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘର ପୂର୍ବତନ ରାଜ୍ୟ ସଭାପତି ସୁରେଶ କୁମାର ହୋତା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବର୍ତ୍ତମାନ ଭାରତବର୍ଷ ବିଶ୍ୱର ନେତୃତ୍ୱ ନେବା ଦିଗରେ ଅଗ୍ରସର ହୋଇଛି । ମୋଦିଜୀଙ୍କ ଗତ ୧୦ ବର୍ଷ…

ଜାଣନ୍ତୁ ଦେଶରେ କେବେ ପ୍ରଥମ ଥର ପାଇଁ ହୋଇଥିଲା ମେଣ୍ଟ ସରକାର, କଣ ରହିଛି ଇତିହାସ

ନୂଆଦିଲ୍ଲୀ: ୧୯୫୧-୫୨ ମସିହାରେ ପ୍ରଥମ ସାଧାରଣ ନିର୍ବାଚନ ପରେ ଦେଶରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଥିବା ସରକାର ଗଠନ କରାଯାଇଥିଲା। ସବୁଠୁ ବଡ ଦଳ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସଫଳ ହୋଇଥିଲା। ସରକାର ଗଠନ ତଥା ପାଞ୍ଚ ବର୍ଷ ଧରି ଏହାକୁ ଚଳାଇବାରେ କୌଣସି ବଡ଼ ରାଜନୈତିକ…