ଟି-୨୦ ବିଶ୍ୱ କପ୍ : କାନାଡାକୁ ୭ ୱିକେଟରେ ହରାଇଲା ଆମେରିକା
ନୂଆଦିଲ୍ଲୀ: ଉଦଘାଟନୀ ମ୍ୟାଚରେ ଆମେରିକାର ଐତିହାସିକ ବିଜୟୀ । କାନାଡାକୁ ୭ ୱିକେଟରେ ହରାଇଲା ଆୟୋଜକ ଆମେରିକା । ୧୯୫ ରନ୍ ର ଟାର୍ଗେଟକୁ ୧୭.୪ ଓଭରରେ ହାସଲ କଲା ଆମେରିକା ।
ଆରମ୍ଭ ହୋଇଯାଇଛି ୨୦୨୪ ପୁରୁଷ ଟି-୨୦ ବିଶ୍ୱ କପ୍ । ଉଦ୍ଘାଟନୀ ମୁକାବିଲାରେ ଆଜି ଆମେରିକା ଓ କାନାଡା…