Latest Odisha News

BREAKING NEWS

ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର, ୭୦ ହଜାର ଛୁଇଁଲା

ଭୁବନେଶ୍ଵର: ସୁନା ପିନ୍ଧିବାକୁ କାହାକୁ ବା ଭଲ ନ ଲାଗେ । ଖାସ କରି ମହିଳାଙ୍କ କ୍ଷେତ୍ରରେ । ସୁନା ଯେତେ ମହଙ୍ଗା ହେଲେ ମଧ୍ୟ ଲୋକମାନେ କିଣି ଥାଆନ୍ତି । ବିବାହ ଋତୁ ଆସିଲେ ସାଧାରଣତଃ ବଢିଯାଏ ସୁନା ଦର । ଯାହା ଯୋଗୁଁ ଚିନ୍ତିତ ହୋଇଯାନ୍ତି ଗ୍ରାହକ । ସୁନା ଦର ବୃଦ୍ଧିର କାରଣ ହେଉଛି…

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ୍ଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏୟାର ଇଣ୍ଡିଆ ବିମାନ ଲିଜ୍ ସହ ଜଡିତ ୮୪୦ କୋଟି ଟଙ୍କା ଠକେଇ ଅଭିଯୋଗରେ ହୋଇଥିବା ମାମଲା ବନ୍ଦ କରିଛି ସିବିଆଇ। ଅଧିକାରୀମାନେ ଗୁରୁବାର କହିଛନ୍ତି ଯେ 'କୌଣସି ଭୁଲ କରିବାର…

ଆପଣଙ୍କ ପାଖକୁ ଆସୁଛି କି ଦୂରସଞ୍ଚାର ବିଭାଗର ନାଁରେ ଧମକପୂର୍ଣ୍ଣ କଲ, ଜାଣନ୍ତୁ ସରକାରଙ୍କ ମାର୍ଗଦର୍ଶିକା

ନୂଆଦିଲ୍ଲୀ: ଦେଶରେ ନାଗରିକମାନଙ୍କୁ ଏପରି କେତେକ କଲ୍ ଆସୁଛି ଯେଉଁଥିରେ ଦୂରସଞ୍ଚାର ବିଭାଗ ନାମରେ କଲ୍ କରୁଥିବା ବ୍ୟକ୍ତିମାନେ ସେମାନଙ୍କର ସମସ୍ତ ମୋବାଇଲ୍ ନମ୍ବର ବନ୍ଦ ହୋଇଯିବ ବୋଲି ଧମକ ଦେଉଛନ୍ତି କିମ୍ବା କିଛି ବେଆଇନ କାର୍ଯ୍ୟରେ ସେମାନଙ୍କ ମୋବାଇଲ୍ ନମ୍ବରର ଅପବ୍ୟବହାର କରାଯାଉଛି…

ମୁଖତାର ଅନସାରୀ ମୃତ୍ୟୁ ଘଟଣା: ‘ମୁଁ ଆଜି ନ୍ୟାୟ ପାଇଲି’ କହିଲେ ପୂର୍ବତନ ବିଧାୟକ କୃଷ୍ଣାନନ୍ଦଙ୍କ…

ଲକ୍ଷ୍ନୌ: ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ପୋଲିସ ସମଗ୍ର ରାଜ୍ୟରେ ନିଷେଧାଦେଶ ଜାରି କରିଛି। ବୃନ୍ଦା, ମଉ, ଗାଜିପୁର ଏବଂ ବାରାଣାସୀ ଭଳି ଜିଲ୍ଲାରେ ପୋଲିସ ଟିମ୍ ପାଟ୍ରୋଲିଂ କରୁଛନ୍ତି। ଅନସାରୀଙ୍କ ମୃତ୍ୟୁ ପରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରତିକ୍ରିୟା ମିଳୁଛି l…

ବିଜେପି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା

ବାଲେଶ୍ଵର: ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୁକାନ୍ତ ୨୦୧୯ରେ ବିଜେଡି ଛାଡ଼ି ବିଜେପିକୁ ଆସି ନିର୍ବାଚନ ଜିତିଥିଲେ । ତେବେ ସେ…

ପୁରୀରେ ଅସମ୍ଭାଳ ଭିଡ଼; ପଶ୍ଚିମଦ୍ୱାରରେ ଲମ୍ବା ଲାଇନ୍, ତାତିରେ କଲବଲ ଭକ୍ତ

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ପଟେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରଚଣ୍ଡ ଖରା ତାତିରେ ଲମ୍ବା ଲାଇନରେ ଠିଆ ହୋଇ ହନ୍ତସନ୍ତ ହେଉଛନ୍ତି ଭକ୍ତ । ଆଜି ପ୍ରଚଣ୍ଡ ତାତି ଯୋଗୁଁ ବଡ଼ଦାଣ୍ଡରେ ଚାଲି ଚାଲି ଯିବା ଶ୍ରଦ୍ଧାଳୁଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ଯେଉଁଥିପାଇଁ…

ଏତିକି ବେଳୁ ଜଳିଲାଣି ପୁରା ଓଡିଶା, ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ମୁହାଁ

ଭୁବନେଶ୍ଵର: ଏବେଠୁ ଜଳିଲାଣି ପୁରା ଓଡିଶା । ଆଗକୁ କେତେ? ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରର ପାରଦ ୩୬ ଡିଗ୍ରୀ ଟପିଛି । ଯାହା ସ୍ବାଭାବିକରୁ ଅଧିକ । ତେଣୁ ରାଜ୍ୟରେ ଏବେଠାରୁ ଯେଉଁଭଳି ଗ୍ରୀଷ୍ମ ଅନୁଭୂତ ହେଲାଣି ହୁଏତ ଏହା ପୂର୍ବବର୍ଷ ଗୁଡିକର ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି ।…

ଭୋଟରଙ୍କୁ ପ୍ରଭାବିତ କରିବାକୁ ହୀନ ଉଦ୍ୟମ, କୋଟିଆରେ ଡ଼ିଜିଟାଲ ମିଟର ଲଗାଇଲା ଆନ୍ଧ୍ର

କୋରାପୁଟ: ନିର୍ବାଚନ ପୂର୍ବରୁ ଆନ୍ଧ୍ରର ଆଉ ଏକ ଚାଲ୍ ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶ କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆର ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି । ଆଗକୁ ଭୋଟ୍ ଥିବାରୁ ଆନ୍ଧ୍ର ପକ୍ଷରୁ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ କୋଟିଆ…

କେଜ୍ରିୱାଲଙ୍କ ପାଇଁ କେଜ୍ରିୱାଲ କୋ ଆଶୀର୍ବାଦ ଅଭିଯାନ ଆରମ୍ଭ କଲେ ସୁନୀତା

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ର ଅରବିନ୍ଦ କେଜ୍ରିୱାଲ ଏବେ ଇଡି ହେପାଜତରେ ଅଛନ୍ତି। ଏପ୍ରିଲ ୨ ପର୍ଯ୍ୟନ୍ତ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି । ଏହାରି ଭିତରେ ସିଏମ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ପୁଣି ଥରେ ଜନତାଙ୍କୁ…

ନିର୍ବାଚନ ପୂର୍ବରୁ ଫେସବୁକରୁ ଏହି ଫିଚର୍ସ ହଟାଇବାକୁ ମେଟାର ନିଷ୍ପତ୍ତି, ରାଜନୈତିକ ଦଳ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ଭାରତ, ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଶ୍ୱ ପ୍ରସିଦ୍ଧ ସୋସିଆଲ୍ ନେଟୱାର୍କିଂ ସାଇଟ୍ ମେଟା ଏକ ବଡ଼ ନିଷ୍ପତ୍ତି ନେଇଛି | ଏହି ନିଷ୍ପତି ଫଳରେ ବିଶ୍ୱର ସମସ୍ତ ରାଜନୈତିକ ଦଳ ଉପରେ ନିଶ୍ଚିତ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି | କୋଟି…