Latest Odisha News

BREAKING NEWS

କ୍ରିକେଟର ଉନ୍ମୁକ୍ତ ଚାନ୍ଦଙ୍କୁ ସହାୟ ହେଉନି ଭାଗ୍ୟ, ଦେଶ ଛାଡି ବି ହେଲାନି ଲାଭ

ହ୍ୟୁଷ୍ଟନ: ଭାରତର ପୂର୍ବତନ କ୍ରିକେଟର ଉନ୍ମୁକ୍ତ ଚାନ୍ଦଙ୍କୁ ଭାଗ୍ୟ ସହାୟ ହେଉନି । ଭାରତରେ ତାଙ୍କ କ୍ୟାରିୟର ଠିକ ବାଟରେ ନ ଯିବାରୁ ସେ ଆମେରିକା ପଳାଇ ଯାଇଥିଲେ । ସେଠାରେ ବି ତାଙ୍କୁ ବିଶେଷ କିଛି ଲାଭ ହେଉନି । ନିକଟରେ କାନାଡା ବିପକ୍ଷ ଟି୨୦ ସିରିଜ ପାଇଁ ଆମେରିକା ତାଙ୍କୁ ଚୂଡାନ୍ତ…

ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ: ବିଜେଡି

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଶଙ୍ଖଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି,…

ଘୁଲିପାଲି ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣା, ତିନି ଗୁରୁତର

ବରଗଡ଼: ଘୁଲିପାଲି ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ମାନେ ହେଲେ ବାଲେଶ୍ୱର ବାହାନଗା ବ୍ଲକ ଦୀପକ ମଲ୍ଲିକ, ଗଞ୍ଜାମ ବେଳଗୁଣ୍ଠା ବ୍ଲକର ସୁଭମ ପ୍ରଧାନ, ଆଉ ଜଣେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ମାନସ କୁମାର। ତିନିଜଣ ଯାକ…

ପ୍ରଚାର ମଇଦାନରେ କଙ୍ଗନା, କହିଲେ ଲୋକଙ୍କ ମଧ୍ୟରେ ରହି ସେମାନଙ୍କ ସେବା କରିବି

ମାଣ୍ଡି: ଦେଶରେ ଲୋକସଭା ନିର୍ବାଚନର ବିଗୁଲ ବାଜି ସାରିଛି । ବିଜେପି, କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତୀକ ଦଳ ଏବେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ । ବାଜି ହାତେଇବାକୁ ଚାଲିଛି ଜୋରଦାର ଲଢେଇ । ସେପଟେ ନେତାମାନେ ସେମାନଙ୍କର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ଦଳରୁ ଅନ୍ୟ…

ଏପ୍ରିଲ ୨ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ, ବାହାରିବ ପ୍ରଥମ ରୁ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳ

ଭୁବନେଶ୍ଵର: ଏପ୍ରିଲ ୨ରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ନୂଆା ଶିକ୍ଷାବର୍ଷ ଏପ୍ରିଲର ଆାରମ୍ଭ ହୋଇ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲିବ । ସେହିଦିନ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସମ୍ମେଟିଭ୍‌ ଆସେସମେଣ୍ଟ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଓଡ଼ିଶା ବିଦ୍ୟାଳୟ…

ଓଡ଼ିଶାରେ ବେକାରି ସଂଖ୍ୟା ଅଧିକ: ଆଇଏଲଓ ରିପୋର୍ଟ

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ୍ ଡେଭଲପମେଣ୍ଟ (ଆଇଏଚଡି) ସହଯୋଗରେ ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଏ) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ବଢିଛି ବେକାରି ସମସ୍ୟା। ଏଥିରେ ଅଧିକାଂଶ ବେକାର ଯୁବକ ଶିକ୍ଷିତ, ଯେଉଁମାନେ ଚାକିରି ପାଇବାରେ ଅସୁବିଧାର ସମ୍ମୁଖୀନ…

ମୁଖତାର ଅନସାରୀ ମୃତ୍ୟୁକୁ ନେଇ ଚୁପ୍ ରହିଲେ ସାଂସଦ ରବି କିଶାନ, ଜାଣନ୍ତୁ କ’ଣ କହିଲେ ଅଭିନେତା…

ଗୋରଖପୁର: ବିଜେପି ସାଂସଦ ରବି କିଶନଙ୍କ ବହୁ ପ୍ରତୀକ୍ଷିତ ଭୋଜପୁରୀ ଚଳଚ୍ଚିତ୍ର ‘ମହାଦେବ କା ଗୋରଖପୁର’ ଆଜି ମୁକ୍ତିଲାଭ କରିଛି । ଆମେରିକା ମରିସସ୍ ସମେତ ପାନ୍ ଇଣ୍ଡିଆର ୧୫୦ ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରକୁ ନେଇ ରବି କିଶନ…

ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଦେବେଶ; କହିଲେ,’ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ହାସଲ କରିବି’

ଭୁବନେଶ୍ବର: ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେବେଶ ଆଚାର୍ଯ୍ୟଙ୍କ ନାଁ ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି । ଏହାକୁ ମିଶାଇ କ୍ରମାଗତ ତିନି ଥର ହେବ ଦେବେଶ ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢିବେ । ଏନେଇ ବରଗଡ଼ ନିର୍ବାଚନ ମଣ୍ଡଳୀର…

ସି-ଭିଜିଲ୍ ଆପ୍‌ରେ ହେଲା ୭୯ ହଜାରରୁ ଅଧିକ ଅଭିଯୋଗ, ୯୯ ପ୍ରତିଶତ ହେଲା ସମାଧାନ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆଚରଣ ସଂହିତା ଉଲ୍ଲଂଘନକୁ ଚିହ୍ନଟ କରିବା ପାଇଁ ନିର୍ବାଚନ ଆୟୋଗ ସି-ଭିଜିଲ୍ ଆପ୍କୁ ଏକ ପ୍ରଭାବଶାଳୀ ଉପକରଣ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ ଏହି ଆପ୍ ମାଧ୍ୟମରେ ୭୯ ହଜାରରୁ ଅଧିକ ଅଭିଯୋଗ ଆସିଛି। ୯୯ ପ୍ରତିଶତରୁ ଅଧିକ…

‘ପୁଣି କ୍ଷମତାକୁ ଆସିଲେ ଯୁବକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିବ ବିଜେଡି ସରକାର’

ଭୁବନେଶ୍ବର: ଆଗକୁ ନିର୍ବାଚନ, ଏଥିପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜୁ ଜନତା ଦଳ । ଏନେଇ ଆଜି ଶଙ୍ଖ ଭବନରେ ଦଳ ପକ୍ଷରୁ ବିସ୍ତୃତ ଆଲୋଚନା ଚାଲିଛି । ଏନେଇ ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ । ଚଳିତ ନିର୍ବାଚନରେ ଯୁବ ଗୋଷ୍ଠୀର ଭୋଟ ହାତେଇବାକୁ ରଣନୀତି କଣ…