Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ଫେସବୁକରୁ ଏହି ଫିଚର୍ସ ହଟାଇବାକୁ ମେଟାର ନିଷ୍ପତ୍ତି, ରାଜନୈତିକ ଦଳ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ଭାରତ, ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଶ୍ୱ ପ୍ରସିଦ୍ଧ ସୋସିଆଲ୍ ନେଟୱାର୍କିଂ ସାଇଟ୍ ମେଟା ଏକ ବଡ଼ ନିଷ୍ପତ୍ତି ନେଇଛି | ଏହି ନିଷ୍ପତି ଫଳରେ ବିଶ୍ୱର ସମସ୍ତ ରାଜନୈତିକ ଦଳ ଉପରେ ନିଶ୍ଚିତ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି | କୋଟି…

ସମ୍ବଲପୁର ମାଟିରେ ପ୍ରଣବ; କହିଲେ, ‘ବାପାଙ୍କର କର୍ମଭୁମି ଥିବାରୁ ଆଜି ମୋ ଘରେ ଠିଆ ହେବା ପରି ଲାଗୁଛି’

ସମ୍ବଲପୁର: ସମ୍ବଲପୁର ଲୋକ ସଭା ଆସନରୁ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡିରୁ ଟିକେଟ୍ ମିଳିବା ପରେ ସମ୍ବଲପୁର ଗସ୍ତ କରିଛନ୍ତି । ସମର୍ଥକ ମାନଙ୍କ ସହ ଯାଇ ମାଆ ସମଲେଇଙ୍କୁ ଦର୍ଶନ କରିବା ସହ ଆଶିର୍ବାଦ ନେଇଛନ୍ତି । ଏହି ଅବସରରେ ସମ୍ବଲପୁରବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ଭାବବିହ୍ବଳ…

ସୁରେନ୍ଦ୍ର ସିଂ ଭୋଇ ହେବେ ବିଜେଡିର ବଲାଙ୍ଗିର ସାଂସଦ ପ୍ରାର୍ଥୀ !

ଭୁବନେଶ୍ୱର: ନିର୍ବାଚନ ପାଖେଇବା ସହ ଜୋର ଧରିଛି ଦଳ ଡିଆଁ ପର୍ବ । ବିଭିନ୍ନ ଦଳର ପ୍ରତିଦିନନ ମାରାଥନ୍ ମିଶ୍ରଣ ପର୍ବ ହେଉଛ । ଆଜି ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । କଂଗ୍ରେସରୁ ଇସ୍ତଫା ଦେବାର କିଛି ଘଣ୍ଟା ଭିତରେ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ…

ମୁଖତାର ଅନସାରୀ ମୃତ୍ୟୁ ମାମଲା, ହାଇଆଲର୍ଟରେ ୟୁପି

ଲକ୍ଷ୍ନୌ: ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପ୍ରାଣ ହରାଇଛନ୍ତି ପୂର୍ବତନ ବିଧାୟକ ମୁଖତାର ଅନସାରୀ । ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଏବେ ୧୪୪ ଧାରା ଲାଗୁ କରାଯାଇଛି । ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ । ଏହା ପରେ ତାଙ୍କର ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।…

ବିହାରରେ ଛିଣ୍ଡିଲା ଆରଜେଡି ଓ କଂଗ୍ରେସ ଆସନ ଭାଗବଣ୍ଟା, ୨୬ଟି ଆସନରେ ଆରଜେଡି

ପାଟନା: ଲୋକସଭା ନିର୍ବାଚନ ପୂର୍ବରୁ ବିହାରରେ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟରେ ଆସନ ବୁଝାମଣା ହୋଇଛି। ଆଜି ଏହାର ସରକାରୀ ଭାବେ ଘୋଷଣା କରାଯାଇପାରେ। ଆଜି ଅପରାହ୍ନରେ ଆରଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ସିଟ୍ ବଣ୍ଟନ ସୂତ୍ର…

ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ୧୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ନୂଆଦିଲ୍ଲୀ: ଆୟକର ବିଭାଗ କଂଗ୍ରେସକୁ ୧୭୦୦ କୋଟି ଟଙ୍କାର ନୋଟିସ ଦାବି କରିଛି । ୨୦୧୭-୧୮ ଏବଂ ୨୦୨୦-୨୧ ବର୍ଷ ପାଇଁ ଏହି ନୋଟିସ୍ ପ୍ରଦାନ କରାଯାଇଛି। ଏଥିରେ ଜୋରିମାନା ସହ ସୁଧ ଅନ୍ତର୍ଭୁକ୍ତ । ଗୁରୁବାର ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ୪ ବର୍ଷ ପର୍ଯ୍ୟନ୍ତ ଟିକସ…

ଏଆଇ ଠୁ ନେଇ ସ୍ଵାସ୍ଥ୍ୟ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କଲେ ବିଲ୍ ଗେଟ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଆଲୋଚନା ହୋଇଛି । ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ସହ ଏଆଇ ଠୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ଜଳବାୟୁ ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,…

କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ, ବିଜେଡିରେ ମିଶିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । ଏଆଇସିସି ସଭାପତିଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ, ବଲାଙ୍ଗିର ଜିଲ୍ଲା ସଭାପକି ଓ ଏଆଇସିସି ସଦସ୍ୟ ପଦରୁ ଇସ୍ତଫା…

ଭାରସାମ୍ୟ ହରାଇ ଖାଇକୁ ଖସିଲା ଭ୍ୟାନ୍; ୧୦ ମୃତ

ଶ୍ରୀନଗର: ଅଶୁଭ ଶୁକ୍ରବାର । ଭୟଙ୍କର ସଡ଼କ ଦୁର୍ଘଟଣା । ଚାଲିଗଲା ୧୦ ଜଣଙ୍କ ଜୀବନ । ରାମବନ୍ ନିକଟ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ଟ୍ୟାକ୍ସି ଖାଇରେ ଖସିଯିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯାତ୍ରୀମାନେ ଏକ ଟ୍ୟାକ୍ସିରେ ଜାମ୍ମୁରୁ ଶ୍ରୀନଗର…

ଏପ୍ରିଲ୍ ୪ ରୁ ଜେଇଇ ମେନ୍ ପର୍ଯ୍ୟାୟ-୨ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ୨୦୨୪ ପର୍ଯ୍ୟାୟ-୨ ପରୀକ୍ଷା ଏପ୍ରିଲ ୪ ରୁ ଆରମ୍ଭ ହେବ । ଏଥିପାଇଁ ଦଶର ୩୧୯ ଟି ସହର ଏବଂ ଦେଶ ବାହାରର ୨୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଓ୍ବେବସାଇଟରେ…