Latest Odisha News

BREAKING NEWS

ଶଙ୍ଖ ଛାଡ଼ିଲେ ପଦ୍ମ ଧରିଲେ ଅଭିନେତା ଅରିନ୍ଦମ

ଭୁବନେଶ୍ବର: କିଛି ସମୟ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଲେ ଏବେ ବିଜେପିରେ ମିଶିଲେ ଅରିନ୍ଦମ ରାୟ । ଭୁବନେଶ୍ୱର ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ଅରିନ୍ଦମ । ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ହୋଇଛନ୍ତି ସାମିଲ । ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ଆଜି ତାକୁ ସତ ପ୍ରମାଣିତ…

ଗ୍ରାମୀଣ ଡାକ ସେବକଙ୍କ ପାଇଁ ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକ (ଜିଡିଏସ)ଙ୍କ ସେବା ସ୍ଥିତିରେ ଉନ୍ନତି ଆଣିବା ଏବଂ ସେବାରେ ସ୍ଥାଣୁତା ଦୂର କରିବା ପାଇଁ ଏକ ଆର୍ଥିକ…

ବସ୍ତର: ଦ ନକ୍ସଲ ଷ୍ଟୋରି, କନ୍ଦେଇଦବ ଅଦା ଶର୍ମାଙ୍କ ଏହି ଫିଲ୍ମ, ପ୍ରଥମ ଦିନରେ କଲା ରେକର୍ଡ

ମୁମ୍ବାଇ: ‘ଦ କେରଳ ଷ୍ଟୋରୀ’ ପରେ, ବର୍ତ୍ତମାନ ଅଦା ଶର୍ମା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ବସ୍ତର: ଦ ନକ୍ସଲ ଷ୍ଟୋରୀ' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଅଦା ଶର୍ମାଙ୍କ କାହାଣୀ ପ୍ରଶଂସକଙ୍କ ଆଖିରେ ଲୁହ ଆଣିଦେଇଛି । ଛାତି ଥରେଇ ଦେଇଛି ଆଇପିଏସ…

‘ସିଏଏ’ ଭାରତର ଆଭ୍ୟନ୍ତରୀଣ ମାମଲା, ଆମେରିକା ଟିପ୍ପଣୀରେ ବୈଦେଶିକ ମନ୍ତ୍ରାଳୟର ଜବାବ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମକୁ ନେଇ ଆମେରିକାର ଟିପ୍ପଣୀକୁ ଭାରତର ଜବାବ । ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଲେ, ସିଏଏ ଭାରତର ଆଭ୍ୟନ୍ତରୀଣ ମାମଲା । ସିଏଏ ଲାଗୁ ହେବା ଉପରେ ଆମେରିକା ବୟାନ ଭୁଲ ଏବଂ ଅନୁଚିତ ।ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଜବାବ ଆମେରିକା ବିଦେଶ ବିଭାଗର…

୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବେଦନ ପତ୍ର ଆହ୍ୱାନ

ଭୁବନେଶ୍ୱର: ୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବେଦନ ପତ୍ର ଆହ୍ୱାନ କରାଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପାଇଁ ୨୩ ଗୋଟି ବିଭିନ୍ନ ବିଷୟରେ ୧୦୬୧ ଗୋଟି…

ମିଲେଟ୍ ଖାଦ୍ୟ ବିକ୍ରୟ ନିମନ୍ତେ ମିଲ୍କମନ୍ତ୍ର ସହ ଏସଏଚଜି ଗ୍ରୁପର ରାଜିନାମା ସ୍ୱାକ୍ଷରିତ

ଭୁବନେଶ୍ଵର: ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥର ବିକ୍ରିବଟା ନିମନ୍ତେ ମିଲ୍କମନ୍ତ୍ର ଡାଏରୀ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ଭୁବନେଶ୍ୱରର ରାଧାରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ରାଉରକେଲାର ଦିବ୍ୟଜ୍ୟୋତି ମହିଳା…

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କବିତାଙ୍କ ବାସଭବନରେ ଇଡି ରେଡ୍

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆକ୍ସନମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କ ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରେ ଇଡି ଚଢାଉ କରିଛି । ଏହି ଚଢାଉରେ ଇଡିର ୧୦ ଜଣ…

ସୁନ୍ଦରଗଡ ସମରସଜ୍ଜା : ପୁଣି ମଇଦାନକୁ ଓହ୍ଲାଇବେ କି ଜୁଏଲ୍!

ଭୁବନେଶ୍ଵର: ଚବିଶ ସମର ପାଇଁ ସୁନ୍ଦରଗଡ ପ୍ରସ୍ତୁତ । ଗତ ୫ବର୍ଷ ଧରି ଗ୍ରାଉଣ୍ଡରେ ହୋମୱାର୍କ କରିଛନ୍ତି ତିନି ଦଳ । ବିଜୟ ରେକର୍ଡ ଦେଖିଲେ, ଆଦିବାସୀ ବହୁଳ ସୁନ୍ଦରଗଡ ଲୋକସଭା ଆସନରେ ଆଜି ଯାଏଁ ଜିତିନାହିଁ ବିଜେଡି । ୭ଥର ବାଜି ମାରିଛି କଂଗ୍ରେସ ତ ୫ଥର ବିଜେପିରୁ ଜିତିଛନ୍ତି ଜୁଏଲ ଓରାମ ।…

ପଦ୍ମ ଧରିଲେ ପୂର୍ବତନ ଗୁଣୁପୁର ବିଧାୟକ ତ୍ରୀନାଥ ଗମାଙ୍ଗୋ

ଭୁବନେଶ୍ବର: ପଦ୍ମ ଧରିଲେ ତ୍ରୀନାଥ ଗମାଙ୍ଗୋ । ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଲେ ପୂର୍ବତନ ଗୁଣୁପୁରୁ ବିଧାୟକ ତ୍ରୀନାଥ ଗମାଙ୍ଗୋ । ସେ ଆଜି ଦଳୀୟ ପାର୍ଟି ଅଫିସରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତା ପ୍ରଦୀପ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି…

ଇଡି ପକ୍ଷରୁ ୮ଥର ସମନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡିର ଅଭିଯୋଗ ପରେ ରାଉଜ ଏଭିନ୍ୟୁ କୋର୍ଟ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ସମନକୁ ସେଶନ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ମାମଲରେ ଆଜି ଶୁଣାଣି ହୋଇଥିଲା ।ଶୁଣାଣି ସମୟରେ ଅରବିନ୍ଦ…