Latest Odisha News

BREAKING NEWS

ବିଦେଶରେ ଚମକିଲେ ଭାରତୀୟ ବଂଶୋଦ୍ଭବ, ଚିକାଗୋ ମାଗାଜିନର ଶେଷ୍ଠ ୫୦ଜଣଙ୍କ ତାଲିକାରେ ହେଲେ ସାମିଲ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବମାନେ ସାରା ବିଶ୍ଵରେ ନିଜକୁ ପ୍ରମାଣିତ କରୁଛନ୍ତି । ଭାରତରେ ଜନ୍ମ ହୋଇ ପୂରା ବିଶ୍ଵରେ ନିଜ ଜନ୍ମଭୂମୀର ନାମକୁ ଗୌରବାନ୍ଵିତ କରୁଛନ୍ତି । ସେହିପରି ଜଣେ ଭାରତୀୟ ବଂଶୋଦ୍ଭବ ରାଜା କୃଷ୍ଣମୂର୍ତ୍ତି ବର୍ତ୍ତମାନ ଚିକାଗୋର ଶ୍ରଷ୍ଠ ୫୦ଜଣ ବ୍ୟକ୍ତିଙ୍କ…

ଇନଷ୍ଟାଗ୍ରାମରୁ ସ୍ଵାମୀଙ୍କ ନାମ ହଟାଇଲେ ଦିବ୍ୟା ଖୋସଲା, ଟି-ସିରିଜ୍ କୁ ମଧ୍ୟ ଅନଫଲୋ କଲେ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ଦିବ୍ୟା ଖୋସଲା କୁମାର ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଫ୍ରଣ୍ଟପେଜ୍ ରେ ରହିଛନ୍ତି । ତାଙ୍କ ସ୍ୱାମୀ ଏବଂ ଟି-ସିରିଜ୍ ମାଲିକ ଭୂଷଣ କୁମାରଙ୍କ ମଧ୍ୟରେ କିଛି ଭଲ ଚାଲିନଥିବା ଖବର ରହିଛି । କୁହାଯାଉଛି ଯେ,…

ଏହି ଫୋଟକୁ ମିଳିଲା ଅଣ୍ଡର ୱାଟର ଫୋଟଗ୍ରାଫର ଅଫ ଦି ଇୟର ଆୱାର୍ଡ

ନୂଆଦିଲ୍ଲୀ: ସ୍ୱିଡେନ୍ ଫୋଟଗ୍ରାଫରଙ୍କ ଏକ ଅଣ୍ଡର ଓ୍ୱାଟର ଫୋଟ ଚଳିତ ବର୍ଷ ପାଇଁ ‘ଅଣ୍ଡର ଓ୍ୱାଟର ଫୋଟଗ୍ରାଫର ଦ ଇୟର‘ ଭାବେ ପୁରସ୍କୃତ ହୋଇଛି । ଏହି ଫୋଟଗ୍ରାଫରଙ୍କ ନାଁ ହେଉଛି ଏଲେକସ୍ ଡାନସନ୍ । ଏଲେକସ୍  ପୁରସ୍କୃତ  ହୋଇ ଖୁସି ଅନୁଭବ କରିଥିବା ନେଇ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର…

ଭାଷା ଭାଗବତ : ପାରସ୍ପରିକ ସହଯୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସଂଶୋଧକଂକୁ 'ଧନ୍ୟବାଦ' ଦେଇ ନ ହଟିଲେ ପ୍ରମାଦ ମନରେ ଜନ୍ମେ ବହୁ ଖେଦ ଭାଷାକୁ ପଡ଼ଇ ବିପଦ ଶୁଦ୍ଧତାକୁ କରିଲେ ସାଥୀ ସାର୍ଥକ କାମ କରେ ବ୍ୟକ୍ତି ଯାହା ବି ହୁଏ ତା'ର କୃତି ତା ହୁଏ ଜାତିର ସଂପତ୍ତି…

‘ଭୁଲ୍ ଭୁଲେୟାଁ-୩’: କିଆରାଙ୍କ ସ୍ଥାନରେ ଲିଡ୍ ରୋଲରେ ନଜର ଆସିବେ ତୃପ୍ତି ଡିମରି

ମୁମ୍ବାଇ: ଫିଲ୍ମ ଭୁଲ୍ ଭୁଲେୟାଁର-୨ ର ଜବରଦସ୍ତ ହିଟ୍ ପରେ ଫ୍ୟାନ୍ସ ମାନେ ପାର୍ଟ ଥ୍ରୀକୁ ଅପେକ୍ଷା କରିରହିଛନ୍ତି । ଇତି ମଧ୍ୟରେ ନିକଟରେ 'ଭୁଲ୍ ଭୁଲେୟାଁ-୩' ପାଇଁ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନଙ୍କ ନାମ ଷ୍ଟାର କାଷ୍ଟରେ ନିଶ୍ଚିତ ହୋଇସାରିଥିବେଳେ, ଏବେ ଫିମେଲ କାଷ୍ଟଙ୍କ ରୋଲ…

ଏହି ୪ଟି ସମୟରେ ପିଅନ୍ତୁ ପାଣି, ରହିବେ ଫିଟ୍

ନୂଆଦିଲ୍ଲୀ: ଅଧିକ ମାତ୍ରାରେ ପାଣି ପିଅ, ଏହି ଶବ୍ଦ ଆମେ ପିଲାଟି ଦିନରୁ ଶୁଣି ବଡ଼ ହୋଇଛେ । ଏହାର କାରଣ ହେଉଛି ପାଣି ଆମକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ। ଏହାସହ ଶରୀରକୁ ଟକ୍ସିସ୍ ମୁକ୍ତ କରି ସୁସ୍ଥ ରଖିଥାଏ। ହେଲେ ଠିକ୍ ଭାବରେ ପାଣି ନ ପିଇବା ଦ୍ୱାରା ଏବଂ ଅଧିକ ପାଣି ପିଇଲେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶିଳାଲେଖର କଥା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଶୈଳୀକୁ ବିଭିନ୍ନ ଗବେଷକ ବିଭିନ୍ନ ଭାବରେ ଉପସ୍ଥାପନା କରିଛନ୍ତି ରାମଚନ୍ଦ୍ର ମିଶ୍ରଙ୍କ "ପୁରୁଷୋତ୍ତମ କ୍ଷେତ୍ର "ପୁସ୍ତକରେ ପ୍ରଦତ୍ତ ତଥ୍ୟ…

ଆଜିଠୁ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା, ସଜେଇ ହୋଇଛି ଯୋରନ୍ଦା ମହିମାଗାଦୀ ପୀଠ

ଢେଙ୍କାନାଳ: ଆଜି ମାଘ ଶୁକ୍ଳ ଚତୁର୍ଦ୍ଦଶୀ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାଗାଦୀ ପୀଠ । ଆସନ୍ତା ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାଳିତ ହେବ ଏହି ମେଳା…

ନନ୍ଦନକାନନରୁ ବିରଳ ହଗ୍ ହରିଣକୁ ସ୍ୱାଗତ କଲା ସମ୍ବଲପୁର ପ୍ରାଣୀ ଉଦ୍ୟାନ

ସମ୍ବଲପୁର: ପ୍ରାଣୀ ଉଦ୍ୟାନରେ ପଶୁ ବିନିମୟ କାର୍ଯ୍ୟକ୍ରମରେ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ କୁଜି ହରିଣ ନାମରେ ପରିଚିତ ୮ଟି ହଗ୍ ହରିଣ ଆସିଛନ୍ତି। ଚିଡ଼ିଆଖାନା ବଦଳରେ ନନ୍ଦନକାନନକୁ ୫ଟି ସାମ୍ବର ହରିଣ (୨ଟି ପୁରୁଷ ଓ ୩ଟି ମାଈ) ପଠାଇବ। ହଗ୍ ହରିଣ ଏକ ବିରଳ ଏବଂ ବିପନ୍ନ…

ବ୍ରହ୍ମପୁରରେ ଭିନ୍ନକ୍ଷମ ସାଜି ମାଗୁଥିଲେ ଭିକ, ୪ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ନିଜକୁ ମୁକ ଓ ବଧୀର ବୋଲି ପରିଚୟ ଦେଇ ଭିକାରି ବେଶରେ ଆସି ଲୋକଙ୍କୁ ଠକିବା ଅଭିଯୋଗରେ ବ୍ରହ୍ମପୁର ଥାନା ପୁଲିସ ବୁଧବାର ଉତ୍ତରପ୍ରଦେଶର ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଅଜୟ କୁମାର, ଅନିଲ କୁମାର, ମେରୋ ଓ ଯଶୋବନ୍ତ କୁମାର ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା…