Latest Odisha News

BREAKING NEWS

ରଣଜୀ ଟ୍ରଫି: ରାଜେଶଙ୍କ ଘାତକ ବୋଲିଂ, ହିମାଚଳ ପ୍ରଦେଶକୁ ୨୩୮ ରନରେ ହରାଇଲା ଓଡିଶା

କଟକ: ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡିର ଏକ ମ୍ୟାଚରେ ରାଜେଶ ମହାନ୍ତିଙ୍କ ଚମତ୍କାର ବୋଲିଂ ବଳରେ ଓଡିଶା ୨୩୮ ରନରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଛି । ପୂର୍ବରୁ ଓଡିଶା ପ୍ରଥମ ଇନିଂସରେ ୧୩୮ ରନର ଜବାବରେ ହିମାଚଳ ପ୍ରଦେଶ ୧୭୬ ରନ ସଂଗ୍ରହ କରିଥିଲା । ପ୍ରଥମ…

ଜ୍ଞାନବ୍ୟାପି ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ, ସିଲ ଅଞ୍ଚଳରେ ଏଏସଆଇ ସର୍ଭେ ଦାବି 

ନୂଆଦିଲ୍ଲୀ: ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ। ସର୍ବୋଚ୍ଚ ନ୍ୟାୟାଳୟରେ କରାଯାଇଛି ଆବେଦନ। ଲୋକକଥା ଅନୁସାରେ ପୂର୍ବରୁ ସିଲ୍ କରାଯାଇଥିବା ଅଞ୍ଚଳରେ ଶିବଲିଙ୍ଗ ଥିବା ଦାବି କରାଯାଉଥିଲା। ଯାହାର ସର୍ଭେ ପାଇଁ ଏଏସଆଇ ବା ପ୍ରତ୍ନତାତ୍ତ୍ୱିକ ବିଭାଗର…

ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନର ଦ୍ୱନ୍ଦ୍ୱ ଦୂର କଲେ ପ୍ରଧାନମନ୍ତ୍ରୀ; କହିଲେ ଲକ୍ଷ୍ୟ ରଖ,…

ନୂଆଦିଲ୍ଲୀ: ପରୀକ୍ଷା ସମୟ ଆସିଲେ ପିଲାମାନଙ୍କ ଉପରେ ଭଲ ଫଳ ପାଇଁ ଏକ ପ୍ରକାରର ଚାପ ପଡ଼ିଥାଏ। ଯାହାକୁ ଦୂର କରିବା ତଥା ମାନସିକ ଚାପକୁ କମ୍ କରିବା ଉଦ୍ଦେଶ୍ୟରେ ପ୍ରଧାମନ୍ତ୍ରୀଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯେଉଁଠି ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ଏବଂ…

ଛତିଶଗଡ: ବିଧାନସଭା ଫର୍ମୁଲା ଲୋକସଭାରେ ଆପଣାଇବ ବିଜେପି 

ରାୟପୁର: ଲୋକସଭା ନିର୍ବାଚନ ଦିନ ଯେତେ ପାଖେଇ ଆସୁଛି ସମସ୍ତ ରାଜନୈତିକ ଦଳ ଗୁଡିକ ମଧ୍ୟ୍ୟ ତାଙ୍କର ନିର୍ବାଚନ ବୈତରଣୀ ପାର୍ କିପରି କରିବେ ସେ ନେଇ କଷୁଛନ୍ତି ଅଙ୍କ। ଛତିଶଗଡରେ ଲୋକସଭା ନିର୍ବାଚନ ପାଇଁ ବିଧାନସଭା ନିର୍ବାଚନ ରଣନୀତି ଆପଣାଇବ ଭାରତୀୟ ଜନତା ପାର୍ଟି। ଲୋକସଭା ନିର୍ବାଚନ ପାଇଁ…

ପୁଣି ସିମି ଉପରେ ଲଗିଲା ପ୍ରତିବନ୍ଧକ, ଆଉ ୫ ବର୍ଷ ପାଇଁ ବ୍ୟାନ୍

ନୂଆଦିଲ୍ଲୀ: ଆଉ ୫ବର୍ଷ ପାଇଁ ବେଆଇନ ଘୋଷଣା ହେଲା ଷ୍ଟୁଡେଣ୍ଟସ୍ ଇସ୍ଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ ବା ସିମି। କେନ୍ଦ୍ର ସରକାର ଏହା ଉପରେ କଟକଣା ଲଗାଇଛନ୍ତି। ୟୁଏପିଏ ଆଇନ୧୯୬୭ର ଧାରା ୩(୧) ଅନୁଯାୟୀ ଏହି କଟକଣା ଲଗାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ,…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା: ଜାଡେଜା, ରାହୁଲ ଓହରିଲେ

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ପୂର୍ବରୁ ଭାରତୀୟ ଟିମକୁ ଶକ୍ତ ଧକ୍କା ଲାଗିଛି । ଆଘାତ ସମସ୍ୟା ଯୋଗୁ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି । ଫେବୃୟାରୀ ୨ରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଏହି ୨ଜଣଙ୍କ ବଦଳରେ ବିସିସିଆଇ ୩ଟି ଜଣ…

ଦିଲ୍ଲୀ ଦରବାରରେ ଚମକିଲା ଓଡ଼ିଶା: ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରଥମ ପୁରସ୍କାର

ଭୁବନେଶ୍ୱର: ପ୍ରଥମ ସ୍ଥାନ ହାସଲ କଲା ଓଡ଼ିଶା ପ୍ରଜ୍ଞାପନ ମେଢ । ଗଣତନ୍ତ୍ର ଦିବସରେ ପରେଡରେ ଚଳିତ ଥର ସ୍ଥାନ ପାଇଥିବା ଓଡ଼ିଶାର ପ୍ରଜ୍ଞାପନ ପ୍ରଥମ ସ୍ଥାନ ହାସଲ କରିଛି । ନାରୀ ସଶକ୍ତିକରଣ ଉପରେ ଅଧାରିତ ଓଡ଼ିଶାର ପ୍ରଜ୍ଞାପନ ମେଢ ବିଚାରକ ମଣ୍ଡଳି ଦ୍ବାରା ଶ୍ରେଷ୍ଠ ବିବେଚନା କରାଯାଇଛି ।…

କାର-ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ଶିଶୁଙ୍କ ସମେତ ୫ମୃତ

ହାଇଦ୍ରାବାଦ: ତେଲେଙ୍ଗାନା ନାଲଗୋଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାର-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଛନ୍ତି। ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଗୁଣୁପୁରରେ ନୂତନ ଏବଂ ପ୍ରଥମ ମହିଳା ଉପଜିଲ୍ଲାପାଳ ଭାବେ ଯୋଗଦେଲେ କିରଣଦୀପ କୌର ସୌହର୍ତେ

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡରେ ନୂତନ ଏବଂ ପ୍ରଥମ ମହିଳା ଉପଜିଲ୍ଲାପାଳଙ୍କ ଯୋଗଦାନ । ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଶାସନିକ ସେବାର ମହିଳା ଉପଜିଲ୍ଲାପାଳ ଭାବେ କିରଣଦୀପ କୌର ସୌହର୍ତେ ଆଜି କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ବିଦାୟୀ ଉପଜିଲ୍ଲାପାଳ ଲଳିତ କହଁର ଙ୍କୁ ରାଜ୍ୟ…

କାର୍ଯ୍ୟରେ ଅନୁପସ୍ଥିତି ଅଭିଯୋଗ, ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ତାଲା ପକାଇଲା ଶ୍ରମିକ ସଂଘ

ନବରଙ୍ଗପୁର: ନବରଙ୍ଗପୂର ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ତାଲା । ଶ୍ରମ ଅଧିକାରୀଙ୍କ ଦୀର୍ଘଦିନ ଧରି ଅନୁପସ୍ଥିତି ଥିବାକୁ ବିରୋଧ କରି ତାଲା ପକାଇଛନ୍ତି ନବରଙ୍ଗପୂର ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଘ । ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ କୁମାର ବେହେରା ଗୋଟିଏ ମାମଲାରେ…