Latest Odisha News

BREAKING NEWS

ଜୀବନରେ କେମିତି ହେବେ ସଫଳ: ମାନନ୍ତୁ ଚାଣକ୍ୟଙ୍କ ଏ ସବୁ ବାଣୀ

ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଦୁନିଆର ସର୍ବଶ୍ରେଷ୍ଠ ବିଦ୍ୱାନ। ସେ କେବଳ ଜଣେ ଦକ୍ଷ ରାଜନୀତିଜ୍ଞ, କୁଟନୀତିଜ୍ଞ, ରଣନୀତିଜ୍ଞ ନ ଥିଲେ ଅର୍ଥଶାସ୍ତ୍ରରେ ତାଙ୍କର ଥିଲା ପ୍ରଗାଢ଼ ଜ୍ଞାନ। ତାଙ୍କର ପ୍ରେରଣାଦାୟୀ ବାଣୀକୁ ଆହରଣ କଲେ, ଯେ କେହି ବି ସଫଳତା ଛୁଇଁ ପାରିବ। ଚାଣକ୍ୟ କୁହନ୍ତି, ଜଣେ…

ଇଚ୍ଛାମୃତ୍ୟୁ: କନ୍ଦାଇଦେବ ଆପଣଙ୍କୁ ଏହି ଦମ୍ପତିଙ୍କ କାହାଣୀ

ନୂଆଦିଲ୍ଲୀ: ସେ ଦୁଇଜଣ ୯୩ ବର୍ଷର ଥିଲେ । ତାଙ୍କ ବିବାହକୁ ଇତି ମଧ୍ୟରେ ୭୦ ବର୍ଷ ବିତିଯାଇଥିଲା । ଯେତେବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କଲେ, ସେତେବେଳେ ବେଡ୍ ରେ ଶୋଇଥିବା ସେ ଦୁଇଜଣ ପରସ୍ପରର ହାତ ଜୋରସେ ଧରିନେଲେ । ଇଏ ହେଉଛନ୍ତି ଦୁନିଆର ପ୍ରଥମ ଦମ୍ପତି…

ଦର୍ଶକଙ୍କ ହୃଦୟ ଛୁଇଁ ପାରିଲା ନାହିଁ ’ଲାଲ ସଲାମ’; ଜାଣନ୍ତୁ କେତେ କରିଛି ରୋଜଗାର

ନୂଆଦିଲ୍ଲୀ: ଆଠ ବର୍ଷର ବିରତି ପରେ ପୁଣି ବି ଟାଉନକୁ କ୍ୟମବ୍ୟାକ୍ କରିଛନ୍ତି ଐାଶ୍ୱର୍ଯ୍ୟା ରଜନୀକାନ୍ତ। ସେ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ’ଲାଲ ସଲାମ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ରିଲିଜ ହେବାର ୮ ଦିନ ବିତି ଯାଇଥିଲେ ମଧ୍ୟ ଦର୍ଶକଙ୍କ ହୃଦୟ ଛୁଇଁ ପାରି ନାହିଁ ।…

ଏହି ସହରକୁ କୁହାଯାଏ ଭାରତର ସ୍କଟଲ୍ୟାଣ୍ଡ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

କର୍ଣ୍ଣାଟକ: ଭାରତରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ରହିଛି । ଏହି ସ୍ଥାନ ଗୁଡିକ ସେମାନଙ୍କର ସୌନ୍ଦର୍ଯ୍ୟ ପାଇଁ ବେଶ୍ ଜଣାଶୁଣା । ଏହି କାରଣରୁ ବହୁ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଭାରତ ପରିଦର୍ଶନ କରିବାକୁ ଆସନ୍ତି । ସେହିଭଳି, ଆପଣ ନିଶ୍ଚିତ ଭାବରେ ସ୍କଟଲ୍ୟାଣ୍ଡର ନାମ ଶୁଣିଥିବେ, ଯାହା ଏହାର…

ଭାଷା ଭାଗବତ : ବିକଳ୍ପ ସଂଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଦଳ ସହିତ କରି ସଂଧି ଯେ ହୁଏ ଲୋକ ପ୍ରତିନିଧି ସେ ହୁଏନାହିଁ ଗଣସ୍ବର ଚଳେ ଏପରି ଗଣତଂତ୍ର ଲୋକଂକ ପୀଡ଼ା ଆଉ ଦୁଃଖ ବୁଝିପାରେନି ଯେଉଁ ଲୋକ ହୁଏ ସେ ଖୁବ୍‌ ବଡ଼ ନେତା ସବୁଠି ପାଳେ ନିରବତା …

ଜଣେ ରୋଜଗାରିଆ ପତ୍ନୀଙ୍କ ଠାରୁ ଜଣେ ଗୃହିଣୀଙ୍କ କାମ ଅଧିକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘର ଜଣେ ମା’ ସମ୍ଭାଳନ୍ତୁ ଅବା ଜଣେ ପତ୍ନୀ, ସେମାନଙ୍କର କାମ କରିବାର ସିଫ୍ଟ ସ୍ଥିର ହୋଇନଥାଏ । ଆଜିର ଏହି ମହଙ୍ଗା ଯୁଗରେ ଲୋକମାନଙ୍କ ମଧ୍ୟରେ ଏହି ଧାରଣା ରହିଛି ଯେ ଯଦି ପତ୍ନୀ ରୋଜଗାର କରୁଥିବ ତେବେ ଭଲ ହେବ । କିଛି ଲୋକ ଜଣେ ଗୃହିଣୀଙ୍କ କାର୍ଯ୍ୟକୁ ଅବମାନନା କରି କୁହନ୍ତି…

ଏହି ୪ଟି ଟିପ୍ସ ଆପଣଙ୍କ ପିଲାଙ୍କୁ କରିବ ଅଲରାଉଣ୍ଡର୍

ନୂଆଦିଲ୍ଲୀ: ସବୁ ବାପା ଓ ମାଆଙ୍କ ଇଚ୍ଛା ଥାଏ  ତାଙ୍କ ସନ୍ତାନ  ପାଠ ପଢ଼ିବା ସହ  ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁ । ତେଣୁ ସେମାନେ  ପିଲାଙ୍କ ଉନ୍ନତି ପାଇଁ ବଭିନ୍ନ କ୍ଲାସକୁ ପଠାଇ ଥାଆନ୍ତି । ଯେପିରି ଡ୍ୟାନ୍ସ, ଗୀତ, ଚେସ୍, କରାଟେ,  ସ୍କେଟିଂ କ୍ଲାସରେ ଭର୍ତ୍ତି କରିଥାଆନ୍ତି ।…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ।: ଶ୍ରୀମନ୍ଦିର ନିର୍ମାଣ ଶୈଳୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ବିଷୟରେ ଆଲୋଚନା ପ୍ରସଙ୍ଗରେ ଜଗବନ୍ଧୁ ସିଂହଙ୍କ ରଚିତ "ପ୍ରାଚୀନ ଉତ୍କଳ "ପୁସ୍ତକକୁ ବିବେଚନା କଲେ ଜଣାଯାଏ ଭାରତୀୟ ଶିଳ୍ପର ମୂଖ୍ୟ…

ଇସ୍ରୋର ନୂତନ ମିଶନ୍: ଆଜି ଲଞ୍ଚ ହେବ “ନଟି ବୟ”

ଆନ୍ଧ୍ରପ୍ରଦେଶ: ଭାରତ ପାଇଁ ଏବେ ଖରାପ ପାଣିପାଗର ପୂର୍ବସୂଚନା ଜାଣିବା ଏବେ ଆହୁରି ସହଜ ହେବ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ତା’ର ପାଣିପାଗର ସଠିକ୍ ସୂଚନା ପ୍ରଦାନକାରୀ ସାଟେଲାଇଟ୍ INSAT-3DS ଉତକ୍ଷେପଣ କରିବାକୁ ଯାଉଛି। ଏଥିପାଇଁ ସ୍ପେସ୍ ଏଜେନ୍ସି ଏଭଳି ଏକ ରକେଟ୍…

NRIଙ୍କ ବିବାହକୁ ନେଇ ଆସିଲା ସାଂଘାତିକ ରିପୋର୍ଟ

ନୂଆଦିଲ୍ଲୀ: ଏନଆରଆଇ (NRI) କିମ୍ବା ଓସିଆଇ (ଓଭରସିଜ୍ ସିଟିଜେନ୍ସିପ୍ ଅଫ୍ ଇଣ୍ଡିଆ) ସହିତ ବିବାହ ସମ୍ବନ୍ଧରେ ବଡ ସୂଚନା ସାମ୍ନାକୁ ଆସିଛି। ଆଇନ କମିଶନ ସରକାରଙ୍କୁ ଏନଆରଆଇ କିମ୍ବା ଓସିଆଇ ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହରେ ଠକେଇ ସମ୍ପର୍କରେ ଏକ ବ୍ୟାପକ ଆଇନ ପ୍ରଣୟନ କରିବାକୁ…