ଅଭିମନ୍ୟୁ ଗର୍ଭରେ ରହି ଶୁଣିବା କଥା ମିଛ ନୁହେଁ, ବୈଜ୍ଞାନିକମାନେ ଏବେ ଲଗାଇଛନ୍ତି ମୋହର
ମହାଭାରତର ଅଭିମନ୍ୟୁଙ୍କ କାହାଣୀ କିଏ ବା ନ ଜାଣିଛି । ଅର୍ଜୁନଙ୍କ ପୁତ୍ର ଗର୍ଭରେ ଥିବା ବେଳେ ଚକ୍ରବ୍ୟୁହ କିପରି ଭଙ୍ଗାଯିବ ତାହା ଶୁଣି ନେଇଥିଲା । ତେବେ କଥା ଅଧାରୁ ରହିଯିବାରୁ ସେ ଏଥିରୁ କିପରି ବାହାରି ତାହା ଶୁଣିପାରି ନ ଥିଲା । ଯାହାକି ଅଭିମନ୍ୟୁର ମୃତ୍ୟୁର କାରଣ ସାଜିଥିଲା । ଆଜି…