ପୁଣି ବିଜେଡି ସମର୍ଥନରେ ଅଶ୍ୱିନୀ ବୈଷ୍ଣବ ଦ୍ବିତୀୟ ଥର ପାଇଁ ଯିବେ କି ରାଜ୍ୟସଭା?
ଭୁବନେଶ୍ୱର: ପୁଣି ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯିବେ କି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ? ଓଡ଼ିଶାରୁ ଖାଲି ହେବାକୁ ଯାଉଥିବା ତିନି ରାଜ୍ୟସଭା ଆସନରୁ ବିଜେଡ଼ିର ୨ ପ୍ରାର୍ଥୀ ଆଜି ନାମାଙ୍କନ ଭରି ସାରିଛନ୍ତି । ଏହା ପରେ ତୃତୀୟ ପ୍ରାର୍ଥୀ କିଏ ହେବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି…