Latest Odisha News

BREAKING NEWS

ବୋଲେରୋକୁ ଧକ୍କା ଦେଲା ଟ୍ରେନ, ୩୦ ମିଟର ଘୋଷାଡି ନେଲା

ପାରାଦୀପ:ପାରଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରେନ ଧକ୍କା ଦେଲା ବୋଲେରୋକୁ । ପ୍ରାୟ ୩୦ମିଟର ଘୋଷାଡ଼ି ହୋଇଗଲା ବୋଲେରୋ । ଆଜି ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଥିବା ଏମସିଏଚପି କ୍ୟାଣ୍ଟିନ ପାଖରେ ଏହି ଦୁର୍ଘଟଣା ଘଟିଛି । ମାଲବାହୀ ଟ୍ରେନଟି ନିଜ…

ମା’-ବାପାଙ୍କ କଥା ନ ବୁଝିଲେ ସନ୍ତାନଙ୍କୁ ମିଳିବନି ସମ୍ପତ୍ତି ଭାଗ: ନୂଆ ନିୟମ ଆଣିଲେ ଏଇ ସରକାର

ଲକ୍ଷ୍ନୌ: ବାର୍ଦ୍ଧକ୍ୟରେ ସନ୍ତାନମାନେ ପିତାମାତାଙ୍କୁ ଖୁବ ଅବହେଳା କରୁଛନ୍ତି । ବୁଢା ବାପା-ମା’ଙ୍କ ଶେଷ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡୁଛି । ପିଲାମାନେ ନିଜ ସଂସାରରେ ବୁଡି ରହି ବୁଢା ବାବା-ମା’ଙ୍କ ପ୍ରତି ନିଷ୍ଠୁର ହୋଇ ପଡୁଛନ୍ତି, ସେମାନଙ୍କ ପ୍ରତି ଅବହେଳା କରୁଛନ୍ତି । ଏ ସମସ୍ୟା…

ଆଇଜ୍ବାଲ ଚିଡ଼ିଆଖାନାରୁ ନନ୍ଦନକାନନ ଆସିବେ ନୂଆ ଅତିଥି

ବାରଙ୍ଗ: ନନ୍ଦନକାନନରୁ ଆସିଲା ଆଉ ଏକ ଖୁସି ଖବର । ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ହୁଲକ୍ ଗିବନ୍ ଓ ପିଗ ଟେଲ ମକ୍କା ସହ ହିମାଳୟାନ ବିୟର ନନ୍ଦନକାନନ ଆସିବା ନେଇ ସୂଚନା ମିଳିଛି । ଏଥିପାଇଁ ମିଜୋରାମ ଅଭିମୁଖେ ବାହାରିଛନ୍ତି ୬ ଜଣିଆ ଟିମ୍ । ସୂଚନା ଅନୁଯାୟୀ, ଭୁବନେଶ୍ବର…

ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇ ଚନ୍ଦ୍ରଯାନ-୩ ରାକ୍ଷୀ ପ୍ରସ୍ତୁତ କଲେ ଜୟପୁରର ହସ୍ତଶିଳ୍ପୀ

ଜୟପୁର: ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା  ।  ଭାଈ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ  । ଏଥିପାଇଁ ସହରର ବିଭିନ୍ନ ରାକ୍ଷୀ ମାର୍କେଟରେ ଲୋକଙ୍କର ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି । ବଜାରରେ ବିଭିନ୍ନ ରକମର ରାକ୍ଷୀ ଉପଲବ୍ଧ ଥିବାବେଳେ ଚଳିତବର୍ଷ ପ୍ରସ୍ତୁତ ହୋଇଛି ଚନ୍ଦ୍ରାୟନ-୩…

ରୋଜଗାର ମେଳା: ୫୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୋଟିଏ ଦିନରେ ରୋଜଗାର ମେଳା କାର୍ଯ୍ୟକ୍ରମରେ ୫୧ ହଜାର ୧୦୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବିଭିନ୍ନ ସ୍ଥାନରେ ନୂତନ କରି…

କବି ଜୟନ୍ତଙ୍କ ଶେଷଇଚ୍ଛା.. ମୋର ସବୁ ଲେଖା ପୋତିଦେବ.. ମୃତ୍ୟ ପରେ ଯଥା ଶୀଘ୍ର ଶେଷକୃତ୍ୟ ସମ୍ପନ୍ନ କରିବ

କଟକ: ନୀରବି ଯାଇଛି ଚନ୍ଦ୍ରଭାଗା  । ସବୁଦିନ ପାଇଁ ଚନ୍ଦ୍ରଭାଗାର ମୋହ ଛାଡି ଖାନନଗରକୁ ଆପଣେଇ ନେଇଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି ଡକ୍ଟର ଜୟନ୍ତ ମହାପାତ୍ର । ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗତ କବିଙ୍କର କଟକରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ…

ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ ଠିକାଦାର,ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ଵର: ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ଦୀପକ କୁମାର ଅଗ୍ରୱାଲଙ୍କୁ ଗିରଫ କରାଯାଇଛି। ଦୁଇ ଠିକାଦାରଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତିର ଛାତ୍ରଙ୍କ…

ରାଜବାଟୀରେ ଇଏ କି ନ୍ୟାୟ ? ସାଇକେଲରେ ବାନ୍ଧି ପିଟିଲେ , ବୁଲାଇଲେ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅଭାବନୀୟ ଘଟଣା ଘଟିଛି  । ରାଜବାଟୀକୁ ଚୋରୀ କରିବାକୁ ଆସି ଧରାପଡିଛି ଚୋର  । ଆଉ ଚୋରକୁ କାବୁ କରିବା ପରେ ତାକୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଛି । ସୁରକ୍ଷାକର୍ମୀଙ୍କ ନିର୍ଯ୍ୟାତନା ସବୁ ସୀମା ପାର୍ କରିଛି  । ରାଜବାଟୀର ସୁରକ୍ଷାକର୍ମୀ…

ବନ୍ଦ କୋଠରୀରୁ ମିଳିଲା ଗୋଟିଏ ପରିବାର ୪ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ମହୀଶୂର: ମହୀଶୂରରେ ସନ୍ଦେହଜକ ଅବସ୍ଥାରେ ଘର ଭିତରୁ ଗୋଟିଏ ପରିବାର ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାଟି ଜଣାପଡିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗତକାଲି ଅପରାହ୍ନରେ ପରିବାରର ଚାରିଜଣ ସଦସ୍ୟଙ୍କ ମୃତଦେହ ସମ୍ପୃକ୍ତ ଭଡା ଘର ଭିତରେ ସନ୍ଦେହଜନକ ଅବସ୍ଥାରେ ଠାବ…

ଭୁବନେଶ୍ୱର ଷ୍ଟେସନକୁ ଆସନ୍ତାକାଲି ଯାଏ ଆସିବନି ଟ୍ରେନ: ୧୧ ଯୋଡା ଟ୍ରେନର ଷ୍ଟେସନରେ ପରିବର୍ତ୍ତନ

ଭୁବନେଶ୍ୱର- ମଂଚେଶ୍ୱର ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ କାମ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଟ୍ରାକ ବିଛାକାମ ଶେଷ ହୋଇଥିବାବେଳେ ସିଗନାଲ ସିଷ୍ଟକୁ ପୁନଃ ବ୍ୟବସ୍ଥିତ କରାଯାଉଛି । ଫଳରେ ଗତକାଲି ଭୁବନେଶ୍ୱର ଷ୍ଟେସନରେ ୪ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ ଚଳାଚଳ ପ୍ରଭାବିତ…