୨୦୨୬ ବିଶ୍ୱକପ ଫୁଟବଲ ଫାଇନାଲ ମ୍ୟାଚ ନ୍ୟୁଜର୍ସିରେ ହେବ
ନୂଆଦିଲ୍ଲୀ: ୨୦୨୬ ବିଶ୍ୱକପ ଫୁଟବଲର ଫାଇନାଲ ମ୍ୟାଚ ନ୍ୟୁଜର୍ସିର ମେଟଲାଇଫ ଷ୍ଟାଡିୟମରେ ଖେଳାଯିବ ବୋଲି ଫିଫା ଓ ଆୟୋଜକ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଏହି ଷ୍ଟାଡିୟମରେ ୮୨,୫୦୦ ଦର୍ଶକ ଏକତ୍ର ମ୍ୟାଚକୁ ଉପଭୋଗ କରିପାରିବେ । ଏହି ବିଶ୍ୱକପରେ ୪୮ଟି ଟିମ ଖେଳିବେ । ଆମେରିକା, କାନାଡା ଓ…