Latest Odisha News

BREAKING NEWS

ବିରୋଧୀ ମେଣ୍ଟ ପ୍ରଥମେ ‘ଇଣ୍ଡିଆ’ ନେଲେ, ଏବେ ନେବେ ଜାତୀୟ ପତାକା ରଙ୍ଗ!

ଭୁବନେଶ୍ୱର: ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଧରି ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ଉପରେ ସମସ୍ତଙ୍କର ନଜର ରହିଛି। ଏହି ବୈଠକରେ ମେଣ୍ଟର ପ୍ରମୁଖ ନିଷ୍ପତ୍ତି ସବୁ ନିଆଯିବ। ସେ ଭିତରେ ମେଣ୍ଟର ଲୋଗୋକୁ ନେଇ ଆଲୋଚନା ଜୋର ଧରିଛି।…

ବାହୁବଳୀ ନବଜାତ ଶିଶୁ: ହାତରେ ଟେକିଲା ଟ୍ରେ, ଭିଡ଼ିଓ ଭାଇରାଲ

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ବାହୁବଳୀ’ ଆପଣ ନିଶ୍ଚିୟ ଦେଖିଥିବେ । ଏହି ଫିଲ୍ମ ରିଲିଜ ହେବା ଦିନଠାରୁ ଯେକୌଣସି ବ୍ୟକ୍ତି କିଛି ଅବିଶ୍ୱସନୀୟ ଶକ୍ତି ପ୍ରଦର୍ଶନ କଲେ ସେମାନଙ୍କୁ ‘ବାହୁବଳୀ’ ସହିତ ତୁଳନା କରାଯାଉଛି । ଶକ୍ତିଶାଳୀ ଲୋକମାନେ ବାହୁବଳୀ ଭଳି କାର୍ଯ୍ୟ କରିବା…

ରେଳ ଧାରଣା ପାର ହେଉଥିଲା ଟ୍ରାକ୍ଟର, ପିଟି ଦେଲା ଟ୍ରେନ୍

ଯାଜପୁର:ଦାନଗଦୀ ବ୍ଲକ ଗୋଡିଗୋଠ ଡଙ୍କାଗାଡିଆ ନିକଟରେ ଅଭାବନୀୟ ଘଟଣା, ଫାଟକ ବିହୀନ ରେଳଧାରଣା ରାସ୍ତା ପାର ହେଉଥିବାବେଳେ ଟ୍ରାକ୍ଟର କୁ ଧକ୍କାଦେଲା ଟ୍ରେନ୍, ଟ୍ରାକ୍ଟର ଡ୍ରାଇଭର ସାମାନ୍ୟ ଆହତ। ସୂଚନା ମୁତାବକ ଆଜି ସକାଳ ସମୟରେ ଡ୍ରାଇଭର ଜଣକ ଅସାବଧାନତା ବଶତଃ ଟ୍ରାକ୍ଟର ନେଇ…

ନିଷ୍ଠୁର ଶିକ୍ଷକ: କୋଚିଂ ସେଣ୍ଟରରେ ଛାତ୍ରଙ୍କୁ ମାରିଲେ ନିସ୍ତୁକ ମାଡ, ଭିଡ଼ିଓ ହେଲା ଭାଇରାଲ

ଅନୁଗୁଳ: ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ଥିବା ଏକ କୋଚିଂ ସେଣ୍ଟରରେ ଘଟିଥିବା ବେଳେ ସାର୍‌ଙ୍କ ଉଗ୍ର ରୂପର ଏପରି ଭିଡିଓ ଏବେ ଭାଇରାଲ ହେଉଛି।…

ଜି-୨୦ ସଂସ୍କୃତି ମନ୍ତ୍ରୀ ମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବାରଣାସୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ଜି - ୨୦ ସଂସ୍କୃତି ମନ୍ତ୍ରୀ ବୈଠକକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।  ପ୍ରଥମେ କାଶୀ ନାମରେ ପରିଚିତ ବାରାଣସୀ ଠାରେ ପ୍ରଧାନମନ୍ତ୍ରୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।…

ଜି-୨୦ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା: ନିୟୋଜିତ ରହିବେ ୧୦୦୦ ସ୍ପେଶାଲ୍ କମାଣ୍ଡୋ ଓ ୩୦୦ ବୁଲେଟ୍…

ନୁଆଦିଲ୍ଳୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।  ସିଆରପିଏଫର ୫୦ ସ୍ପେଶାଲ୍ ଟିମ୍  ସ୍କାନରରେ ରହିବ ଦିଲ୍ଲୀ ।ଏହି ଟିମରେ ପାଖାପାଖି ୧୦୦୦ ଅଭିଜ୍ଞ ସୈନ୍ୟଙ୍କୁ ସାମିଲ କରାଯାଇଛି । ଏହି ୧୦୦୦ ଯବାନ ପୂର୍ବରୁ ଭିଆଇପିଙ୍କ ସୁରକ୍ଷା କାମରେ…

ରେକର୍ଡ ଭାଙ୍ଗିବ ଶାହରୁଖଙ୍କ ‘ଜୱାନ’, ଦୁନିଆର ସବୁଠୁ ବଡ ଥିଏଟରରେ ହେବ ରିଲିଜ୍

ମୁମ୍ବାଇ: ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ 'ଜୱାନ' ବକ୍ସ ଅଫିସରେ ଧମାଲ ମଚାଇବାକୁ ଯାଉଛି । 'ଜୱାନ'କୁ ନେଇ ଲୋକଙ୍କ ମଧ୍ୟରେ ଏପରି ଏକ କ୍ରେଜ୍‌ ତିଆରି ହୋଇଯାଇଛି ଯେ ଫିଲ୍ମକୁ ଅପେକ୍ଷା କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ବିଦେଶରେ ମଧ୍ୟ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି ।…

ମସ୍କୋ ଅନ୍ତର୍ଜାତୀୟ ପରିବହନ ସମ୍ମିଳନୀରେ CRUT ପରିଚାଳନା ନିର୍ଦ୍ଦେଶକ: ‘ମୋ ବସ୍’ର ସଫଳତା ସମ୍ପର୍କରେ…

ଭୁବନେଶ୍ୱର:ମସ୍କୋ ଅନ୍ତର୍ଜାତୀୟ ପରିବହନ ସମ୍ମିଳନୀରେ CRUT ପରିଚାଳନା ନିର୍ଦ୍ଦେଶକ ଆଇପିଏସ୍ ଅରୁଣ ବୋଥ୍ରା ।  ସମ୍ମିଳନୀରେ  'ମୋ ବସ୍'ର ସଫଳତା ସମ୍ପର୍କରେ କହିଲେ । ବୋଥ୍ରା କହିଲେ,  ଗ୍ରାହକ କୈନ୍ଦ୍ରିକ ଆଭିମୁଖ୍ୟ ମାଧ୍ଯମରେ ସମସ୍ତଙ୍କ ପାଇଁ ନିରନ୍ତର ଓ ସୁବିଧାଜନକ ବସ୍ ସେବା ଯୋଗାଇ…