Latest Odisha News

BREAKING NEWS

ଟ୍ରାକ୍ଟର ଧକ୍କାରେ ଆମ୍ବୁଲାନ୍ସ ଚାଳକ ଓ ଜଣେ ରୋଗୀଙ୍କ ମୃତ୍ୟୁ

ଝାରସୁଗୁଡ଼ା: ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରାକ୍ଟର ଧକ୍କାରେ ଆମ୍ବୁଲାନ୍ସ ଚାଳକ ଓ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି ଲଖନପୁରରୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ବେଳେ ରାଜପଥର ସଦର ଥାନା ନିକଟରେ ଟ୍ରାକ୍ଟରଟି ଧକ୍କା ଦେଇଥିଲା।…

୫ଟି ଅଧ୍ୟକ୍ଷଙ୍କ ଘୋଷଣା: ଅଙ୍ଗନବାଡ଼ି, ଆଶା କର୍ମୀ ଓ ରୋଷେୟାଙ୍କ ଦରମା ବୃଦ୍ଧି ହେବ

ନବରଙ୍ଗପୁର: ରାଜ୍ୟ ସରକାର ଖୁବ୍ ଶୀଘ୍ର ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ଦରମା ବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ସୂଚନା ଦେଇଛନ୍ତି। ଜିଲ୍ଲାର ରାଇଘରଠାରେ ଆୟୋଜିତ ଆମ ଓଡ଼ିଶା ଆମ ନବୀନ…

ଆଇପିଏଲ ୨୦୨୪ ଭାରତରେ ହେବା ନେଇ ସୃଷ୍ଟି ହେଲା ସନ୍ଦେହ

ନୂଆଦିଲ୍ଲୀ: ଆଇପିଏଲର ୧୭ତମ ସଂସ୍କରଣ ଭାରତରେ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ଲିଗ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିଲେ ମଧ୍ୟ କାର୍ଯ୍ୟସୁଚୀର ଘୋଷଣା କରାଯାଇ ନାହିଁ । ୨୦୨୪ରେ ଭାରତରେ ଲୋକସଭା ନିର୍ବାଚନ ହେବ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି । ଆଇପିଏଲ ଓ…

ଭାରତ ବିରୋଧରେ ଚାଇନା କାର୍ଡ ଖେଳିଲେ ମାଳଦ୍ବୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟମାନଙ୍କ ପର୍ଯ୍ୟଟନ ବିରୋଧର ସମ୍ମୁଖୀନ ହେଉଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଙ୍ଗଳବାର ଚୀନ୍କୁ ନିବେଦନ କରିଛନ୍ତି ଯେ ତାଙ୍କ ଦ୍ୱୀପଦେଶକୁ ଅଧିକରୁ ଅଧିକ ପର୍ଯ୍ୟଟକ ପଠାନ୍ତୁ। ଚୀନ ଗସ୍ତରେ ଥିବା ମୁଇଜୁ ଫୁଜିଆନ୍ ମାଳଦ୍ୱୀପ ବିଜନେସ୍ ଫୋରମକୁ ସମ୍ବୋଧିତ କରି…

ଡ୍ରଗ୍ସ ମାଫିଆ ଜେଲରୁ ଖସିବା ପରେ ଏହି ଦେଶରେ ହେଲା ଏର୍ମଜେନ୍ସି ଘୋଷଣା

କ୍ୱିଟୋ: ଇକ୍ୱେଡର ସବୁଠାରୁ ମାରାତ୍ମକ ଅପରାଧୀଙ୍କ ମଧ୍ୟରୁ ଜଣେ ଜେଲରୁ ଖସିବା ପରେ ଦେଶରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦେଖି ସ୍ଥାନୀୟ ସରକାର ଏର୍ମଜେନ୍ସି ଘୋଷଣା କରିଛନ୍ତି । ଦେଶର ଅଧିକାଂଶ ଜେଲରେ ଦଙ୍ଗା ସୃଷ୍ଟି ହୋଇଛି । କେତେକ ସ୍ଥାନରେ ଜେଲରଙ୍କୁ ବନ୍ଧକ ଭାବେ…

କେପଟାଉନ ପିଚକୁ ମିଳିଲା ଅସନ୍ତୋଷଜନକ ରିପୋର୍ଟ

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳା ଯାଇଥିଲା । ଏହି ଟେଷ୍ଟ ମ୍ୟାଚ ୨ ଦିନରେ ଶେଷ ହୋଇ ଯାଇଥିଲା । ୧୦୭ ଓଭରରେ ୩୩ ୱିକେଟର ପତନ ଘଟିଥିଲା । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଏବେ ଏହି ପିଚକୁ ଅସନ୍ତୋଷଜନକ ବୋଲି ରେଟିଂ ଦେଇଛି । ମ୍ୟାଚ…

ପ୍ରବୀଣଙ୍କ ଚାଂଚଲ୍ୟକର ଖୁଲାସା, ଜଣେ ବ୍ୟକ୍ତି ମୋ କ୍ୟାରିୟର ଶେଷ କରିବାକୁ ଦେଇଥିଲେ ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ପେସ ବୋଲର ପ୍ରବୀଣ କୁମାର ମଙ୍ଗଳବାର ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଇଣ୍ଡିଆନ ପ୍ରିମିୟର ଲିଗ ଅବସରରେ ମୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳିବାକୁ ଚାହୁଁଥିଲି । ଆରସିବିର ଜନୈକ…

ସାତକୋଶିଆରେ ଚାଲିଛି କୁମ୍ଭୀର ଗଣନା, ୧୦ରୁ ହେବ ପକ୍ଷୀ ଗଣନା

ଅନୁଗୁଳର ସାତକୋଶିଆରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା । ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ କୁମ୍ଭୀର ଗଣନା କରୁଛନ୍ତି । ଏହି ଦଳରେ ୫୬ ଜଣ ବନ କର୍ମଚାରୀଙ୍କୁ ସାମିଲ କରାଯାଇଛି । ସାତକୋଶିଆ ମହାନଦୀ ଗଣ୍ଡରେ ୨୩…

ଅଯୋଧ୍ୟାରୁ ଆସିଛି ଡାକରା, ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ପୁରୀର ୬ ମଠାଧୀଶ

ପୁରୀ: ଅଯୋଧ୍ୟାରୁ ଆସିଛି ଡାକରା । ଅଯୋଧ୍ୟା ଯିବେ ପୁରୀର ୬ ମଠାଧୀଶ । ଆସନ୍ତା ଜାନୁଆରୀ ୨୨ ତାରିଖ ପୌଷ ଶୁକ୍ଳ ଦ୍ଵାଦଶୀ ତିଥିରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ମହୋତ୍ସବ ପାଇଁ ଜାନୁଆରୀ ୧୯ ତାରିଖରେ ଅଯୋଧ୍ୟା ଯାତ୍ରା କରିବେ ଏହି ମଠାଧୀଶ…