Latest Odisha News

BREAKING NEWS

ବିଶ୍ୱସ୍ତତାର ପ୍ରମାଣ ଦେଲା କୁକୁର: ମାଲିକ ପାଇଁ ଜୀବନ ଦେଲା ପୋଷା କୁକୁର ‘ବ୍ଲାକି’

ସମ୍ବଲପୁର: କୁହନ୍ତି କୁକୁର ଏକ ବିଶ୍ଵସ୍ତ ପ୍ରାଣୀ । ଆଉ ଆଜି ସେଇ ବିଶ୍ୱସ୍ତତାର ପ୍ରମାଣ ଦେଇଛି ଏକ ପୋଷା କୁକୁର । ମାଲିକକୁ ବଞ୍ଚାଇବାକୁ ଯାଇ ନାଗ ସାପର ଚୋଟ ଖାଇଛି କୁକୁର । ଏଭଳି ହୃଦୟସ୍ପର୍ଶୀ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଗୋଲକୁଣ୍ଡା ଗାଁରେ । ସୂଚନା…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ରୋଗୀ

ନୁଆପଡା: ପୁଣି ସାମ୍ନାକୁ ଆସିଲା ବିକାଶର ନଗ୍ନ ଚିତ୍ର । ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୁଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଘରଧରା ଗ୍ରାମର ଢବାପଡ଼ାରେ । ଖବର ଅନୁସାରେ, ଗତକାଲି ରାତିରେ ପଡ଼ାର ୮୫ ବର୍ଷ ବୟସ୍କା…

ଆସନ୍ତା ୨ ଦିନ ଯାଏ ପ୍ରବଳ ବର୍ଷା, ବଜ୍ରପାତ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଦେଖା ଯାଇଛି। ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବଦ୍ରପାତ ହେବା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।…

ପ୍ରକଳ୍ପ କାମ ଚାଲୁଥିବାବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ଯାଜପୁର: ପ୍ରକଳ୍ପ କାମ କରୁଥିବାବେଳେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । କାମ କରୁଥିବାବେଳେ ବିଦ୍ୟୁତ ଆଘାତ ଯୋଗୁ ଉଭଙ୍କର ମୃତ୍ୟୁ ଘଟିଛି ।  ମୃତ ଦୁଇ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଥାନା ଅଞ୍ଚଳରେ । ପଶ୍ଚିମବଙ୍ଗ ରାଜ୍ୟ ମାଲଦାରୁ କିଛି ଶ୍ରମିକ ଆସି ଏଠାରେ ରହି  ପ୍ରକଳ୍ପ…

ଚନ୍ଦ୍ରପୃଷ୍ଠରେ କେମିତି ଚାଲିଲା ରୋଭର ପ୍ରଜ୍ଞାନ, ଇସ୍ରୋ ଜାରି କଲା ନୁଆ ଭିଡିଓ

ବେଙ୍ଗାଲୁରୁ: ଗୁରୁବାର ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂ କରିଥିବା ବେଳର ଭିଡିଓ ସାମ୍ନାକୁ ଆସିଥିବା ବେଳେ ଆଜି ଆଉ ଏକ ଭିଡିଓ ଜାରି କରିଛି ଇସ୍ରୋ । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଭିଡିଓ ଜାରି କରିଛି ଇସ୍ରୋ । ବିକ୍ରମ ଲ୍ୟାଣ୍ଡରରୁ ଅଲଗା ହୋଇ ରୋଭର ଆଗକୁ ବଢୁଥିବା…

ଦିନିକିଆ ଗ୍ରୀସ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ବିଭିନ୍ନ ଦିଗକୁ ନେଇ ହେବ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରୀସ୍ ଗସ୍ତରେ ଯାଇଛନ୍ତି। ଗ୍ରୀସର ରାଜଧାନୀ ଏଥନସରେ ମୋଦୀ ଦିନିକିଆ ଗସ୍ତରେ ପହଞ୍ଚିଛନ୍ତି। ଗ୍ରୀସର ବୈଦେଶିକ ମନ୍ତ୍ରୀ ଜର୍ଜ ଗେରାପୋତ୍ରୋଟିସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଥନସ ବିମାନବନ୍ଦରରେ ଭବ୍ୟ…

ଭିଜିଲାନ୍ସ ଜାଲରେ ବଲାଙ୍ଗିର ବିଇଓ ଅଫିସ ଆକାଉଣ୍ଟାଣ୍ଟ, ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ । ପେନସନ ପାଇଁ ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ଆଜି ଲାଞ୍ଚ ନେବା ସମୟରେ ଧରାପଡିଛନ୍ତି । ଜଣେ…

୯ ବର୍ଷ ପରେ ଆରମ୍ଭ ହେବ ରହସ୍ୟମୟ ‘ଛୋଟ ଅମରନାଥ ଯାତ୍ରା’ !

ନୂଆଦିଲ୍ଲୀ:  ଛୋଟ ଅମରନାଥ ଯାତ୍ରା ୨୦୨୩   ।  କାଶ୍ମୀର ବାନ୍ଦୀପୋରା ଜିଲ୍ଲାରେ ପ୍ରାୟ ୯ ବର୍ଷର ବ୍ୟବଧାନ ପରେ ଆରମ୍ଭ ହେବ  ଛୋଟ ଅମରନାଥ ଯାତ୍ରା  । ସେଥିପାଇଁ ଚାଲିଛି ଆୟୋଜନ। ଛୋଟ ଅମରନାଥ ଯାତ୍ରା ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।   ଗୁମ୍ଫା ଭିତରେ ରହିଥିବା…

ଅଧିକ ରୁଟି ଖାଉଥିବା ବ୍ୟକ୍ତି ସତର୍କ ହୋଇଯାନ୍ତୁ: ହୋଇପାରେ ଏମିତି ଅସୁବିଧା !

ଭୁବନେଶ୍ୱର: କ’ଣ ଆପଣ ମଧ୍ୟ ଅଧିକ ରୁଟି ଖାଉଛନ୍ତି କି ? ସାବଧାନ ହୋଇଯାନ୍ତୁ, ଅଧିକ ରୁଟି ଖାଉଥିବା କାରଣରୁ ଆପଣଙ୍କର କ୍ଷତି ହୋଇପାରେ । ଯଦି ଆପଣ ରୁଟିକୁ ଅଧିକ ଖାଆନ୍ତି, ତେବେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଆମେ ବଜାରକୁ ଯାଇ ଅନେକ କିଛି ଖାଇଥାଉ, କିନ୍ତୁ…

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା !

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି। ନିର୍ବାଚନ ଜିତିବା ଲକ୍ଷରେ ସମସ୍ତ ଦଳର ନେତା। ରାଜ୍ୟରେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ପରିପେକ୍ଷୀରେ ଅକ୍ଟୋବରର ଶେଷ ସପ୍ତାହରେ ରାହୁଲ ଗାନ୍ଧୀ…