ଶବାନା ଆଜମୀଙ୍କ ନାଁରେ ଅନ୍ଲାଇନ୍ ଠକେଇ: ଥାନାରେ ମାମଲା ରୁଜୁ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶବାନା ଆଜମୀଙ୍କ ଅଭିନିତ ଫିଲ୍ମ ରକି ଔର ରାନୀ କୀ ପ୍ରେମ କାହାଣୀ ନିକଟରେ ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଥିବା ବେଳେ ତାଙ୍କ ନାଁ ନେଇ ଅନ୍ଲାଇନ୍ ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଶବାନା ଥାନାରେ ଅଭିଯୋଗ କରିବା ପରେ…