ଗିରଫ ହେଲେ ଜଳେଶ୍ୱର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁ, ୩ବର୍ଷ ହେବ ଥିଲେ ଫେରାର
କଟକ: ଗିରଫ ହେଲେ ଜଳେଶ୍ୱର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁ । ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ନରସିଂହପୁର ବଡ଼ଭୂଇଁ ସ୍ଥିତ ନିଜ ଘରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ୩ବର୍ଷ ହେବ ଫେରାର ଥିଲେ ପୋଲିସ ବାବୁ । ବ୍ରାଉନସୁଗାର ଡିଲ୍ କରୁଥିବାର ଅଡିଓ ଭାଇରାଲ…