ଶିଖରଙ୍କ ପାଇଁ ବନ୍ଦ ହୋଇଗଲା କି ଟିମ ଇଣ୍ଡିଆର ଦ୍ୱାର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଗବର ଭାବେ ପରିଚିତ ଶିଖର ଧାୱନଙ୍କୁ ଏଥର ଏସିଆ କପ ଟିମରେ ଚୟନ କରାଯାଇ ନାହିଁ । ସମୀକ୍ଷକଙ୍କ ମତରେ ଧାୱନଙ୍କ ପାଇଁ ଟିମ ଇଣ୍ଡିଆର ଦ୍ୱାର ଏକପ୍ରକାର ବନ୍ଦ ହୋଇଯାଇଛି । ନିକଟରେ ବାଂଲାଦେଶ ବିପକ୍ଷ ସିରିଜରେ ସେ ଭଲ ପ୍ରଦର୍ଶନ କରି ନ ପାରିବା ତାଙ୍କ ପାଇଁ…