ଭାରତୀୟ କେଉଁଠାରୁ ଆସିଛନ୍ତି
ନୂଆଦିଲ୍ଲୀ: ଭାରତୀୟ କେଉଁଠାରୁ ପ୍ରକୃତରେ ଆସିଛନ୍ତି ସେ ନେଇ ଅନେକ ଥିଓରି ପ୍ରକାଶ ପାଇଛି । ପୂର୍ବରୁ ଆର୍କାଟିକ ହୋମ ଥିଓରୀରେ ଭାରତୀୟ ଉତର ଧ୍ରୁବରୁ ଆସିଥିବା କୁହାଯାଉଥିବା ବେଳେ ଅନ୍ୟ ଏକ ଗବେଷଣାରେ ୟୁରୋସିଆନରୁ ଆସିଥିବା ଅନୁମାନ କରାଯାଇଛି । ଏବେ ଆଉ ଏକ ନୂତନ ଥିଓରି ସମ୍ମୁଖକୁ ଆସିଛି…