ନିର୍ବାଚନ ସହ ଜଡ଼ିତ କୌଣସି ପ୍ରଶ୍ନର ଉତ୍ତର ଦେବ ନାହିଁ ଗୁଗୁଲର ଜେମିନି ଏଆଇ
ନୂଆଦିଲ୍ଲୀ: ଗୁଗୁଲ୍ ନିଜର ଏଆଇ ଚାଟବୋଟ୍ ଜେମିନି ଏଆଇ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଗୁଗୁଲର ଏଆଇ ଚାଟବୋଟ୍ ଜେମିନି ଚଳିତ ବର୍ଷ ହେବାକୁ ଥିବା ସାରା ବିଶ୍ୱରେ ଯେକୌଣସି ନିର୍ବାଚନ ସହ ଜଡିତ କୌଣସି ପ୍ରଶ୍ନର ଉତ୍ତର ଦେବ ନାହିଁ। ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନ ସହ ଜଡିତ ଯେକୌଣସି…