ସିଏଏକୁ ନେଇ ମିଥ୍ୟା ରାଜନୀତି ବନ୍ଦ କର: ରବି ଶଙ୍କର ପ୍ରସାଦ
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କ୍ରମାଗତ ଭାବରେ ବୟାନ ଦେଉଥିବା ବିରୋଧୀ ଦଳର ନେତାମାନଙ୍କୁ ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ ତାଗିଦ କରିଛନ୍ତି । ସେ କହିଛନ୍ତି,‘‘ ସିଏଏକୁ ନେଇ ବିରୋଧୀ ଦଳମାନେ କ୍ରମାଗତ ଦ୍ୱନ୍ଦ୍ୱ ବଢ଼ାଉଛନ୍ତି । ସେମାନେ ମିଥ୍ୟା…