ଚଳନ୍ତା ବସରେ ଲାଗିଲା ନିଆଁ : ୨୦ ଜୀବନ୍ତ ଦଗ୍ଧ, ୭ ଯାତ୍ରୀ ଗୁରୁତର
ଇସଲାମାବାଦ: ଚାହୁଁ ଚାହୁଁ ଜଳିଗଲା ବସ୍ । ପାକିସ୍ଥାନ ପଞ୍ଜାବ ପ୍ରାନ୍ତରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପ୍ରାନ୍ତର ପିଣ୍ଡି ଭଟ୍ଟିୟା ସହରରେ ଏକ ଚଳନ୍ତା ବସ୍ରେ ନିଆଁ ଲାଗିଯାଇଛି । ଫଳରେ ୨୦ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି । ବସ୍ରେ…