ଅଭିଭାବକ ଆସିଲେନି, ପିଲାଙ୍କୁ ବର୍ଷାରେ ଛିଡା କରିଦେଲେ ସ୍କୁଲ କର୍ତ୍ତୃପକ୍ଷ
ବୌଦ୍ଧ: ଅଭିଭାବକ ସ୍କୁଲ ବୈଠକକୁ ଆସିଲେନି ତେଣୁ ସେମାନଙ୍କ ପିଲାଙ୍କୁ ଅର୍ଥାତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବର୍ଷାରେ ଛିଡା କରାଇ ଦେଇଛନ୍ତି। ଏଭଳି ଏକ ଘଟଣାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା…