Latest Odisha News

BREAKING NEWS

ବହୁଚର୍ଚ୍ଚିତ କନ୍ଧମାଳ ନନ୍‌ ଗଣଦୁଷ୍କର୍ମ ମାମଲା, ହେଲାନି ସାକ୍ଷ୍ୟ ଗ୍ରହଣ

କନ୍ଧମାଳ: ବହୁଚର୍ଚ୍ଚିତ କନ୍ଧମାଳ ନନ୍‌ ଗଣଦୁଷ୍କର୍ମ ମାମଲାରେ ଆଜି କଟକ ଜିଲ୍ଲା ଦୌରା ଜଜ କୋର୍ଟରେ ହାଜର ହେଲେ ନନ୍। କୋର୍ଟରେ ହେଲାନି ସାକ୍ଷ୍ୟ ଗ୍ରହଣ। ନନ୍‌ଙ୍କ ପକ୍ଷରୁ ସରକାରଙ୍କ ତରଫରୁ କୌଣସି ଓକିଲ ନିଯୁକ୍ତ ହୋଇନଥିବାରୁ ଏହି ମାମଲାଟି ପରିଚାଳନା ହୋଇପାରିଲା ନାହିଁ। ପୂର୍ବରୁ…

ଅଲ ହିଲାଲ କ୍ଲବ ସହିତ ଚୁକ୍ତିବଦ୍ଧ ହେଲେ ନେମାର

ନୂଆଦିଲ୍ଲୀ: ବ୍ରାଜିଲର ଲୋକପ୍ରିୟ ଫୁଟବଲ ଖେଳାଳି ଜୁନିୟର ନେମାର ସାଉଦି ଆରବର ଅଲ ହିଲାଲ କ୍ଲବ ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଏଥିସହ ସେ ପିଏସଜି କ୍ଲବ ଛାଡିଛନ୍ତି । ଅଲ ହିଲାଲ ଟ୍ରାନ୍ସଫର ଫି ବାବଦକୁ ପିଏସଜିକୁ ୯୦ ମିଲିୟନ ୟୁରୋ ଦେଇଥିବା ଖବର ପ୍ରକାଶ ପାଇଛି । ବର୍ଷକୁ ୧୦୦ ମିଲିୟନ ୟୁରୋ…

ଅଜିତ-ଶରଦ ଗୁପ୍ତ ବୈଠକ; କଂଗ୍ରେସ, ଶିବସେନାର ବଢିଲା ଚିନ୍ତା

ମୁମ୍ବାଇ:ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସାକ୍ଷାତ ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହେଇଛି । ଏହି ସାକ୍ଷାତ ପରେ ଅନେକ କଳ୍ପନା ଜଳ୍ପନା କରାଯାଉଛି । କୁହାଯାଉଛି, ଶରଦ ପାୱାରଙ୍କୁ ମନାଇବା ପାଇଁ ବିଜେପି ଅଜିତ ପାୱାରଙ୍କ ସହାରା ନେଇଛି । ଅଜିତଙ୍କ ମାଧ୍ୟମରେ ଏକ…

ହଜାର କୋଟି କ୍ରିପ୍ଟୋ ସ୍କାମ ଘଟଣା; ଆଉ ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି ଟଙ୍କା ଠକେଇ ଘଟଣା। ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW)। ଭୁବନେଶ୍ୱରରୁ ଅଭିଯୁକ୍ତ ରତ୍ନାକର ପଲାଇକୁ ଗିରଫ ହୋଇଥିବା ସୂଚନା ମିଳିଛି। ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡିଶା…

ସ୍ୱଳ୍ପ ଗଳ୍ପ : ଫଲନ୍ ଆଷ୍ଟ୍ରୋନଟ୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୯ "ଫଲନ୍ ଆଷ୍ଟ୍ରୋନଟ୍" ର ଗୋଟିଏ ଶୁଦ୍ଧ ଓଡିଆ ଭାଷାନ୍ତର ଟିକିଏ ଜଗି ରଖି ମୂଳଶବ୍ଦକୁ ସେମିତି ଅସମ୍ମାନ ନ କରି ଭାଷାର ସଂଭ୍ରମତା ରକ୍ଷାକରି ସାହିତ୍ୟ ସାହିତ୍ୟ ଲାଗିବା ଭଳି, ଏହିପରି କରାଯାଇପାରେ, ଅର୍ଥାତ୍, "ଅବନତ ନଭଚାରୀ"…

ଅଦ୍ଭୁତ ରହସ୍ୟମୟ ମନ୍ଦିର, ଦ୍ୱାର ଖୋଲିଲେ ଘଟିଥାଏ କୌଣସି ବଡ଼ ବିପର୍ଯ୍ୟୟ

ତିରୁଅନନ୍ତପୁରମ: ଭାରତ ବର୍ଷରେ ଏପରି ଅନେକ ମନ୍ଦିର ଅଛି ଯାହା ଆଶ୍ଚର୍ଯ୍ୟଜନକ ଶକ୍ତି ସହିତ ଜଡ଼ିତ ରହିଛି। ଅନ୍ୟପକ୍ଷରେ କେତେକ ମନ୍ଦିର ଏତେ ରହସ୍ୟମୟ ଯେ ବିଜ୍ଞାନ ମଧ୍ୟ ତାହାର ସମାଧାନ କରିବାରେ ସକ୍ଷମ ହୋଇ ନାହିଁ। କେରଳର ପ୍ରସିଦ୍ଧ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ଦେଶର ସବୁଠାରୁ ଧନୀ…

ଜହ୍ନମାମୁଁର ଏହି ସମ୍ପତି ଉପରେ ରହିଛି ନଜର

ମସ୍କୋ: ପୃଥିବୀର ଉପଗ୍ରହ ଚନ୍ଦ୍ରକୁ ଯିବା ପାଇଁ ବିଶ୍ୱର ବିଭିନ୍ନ ଦେଶମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି । ତେବେ ଏହାର ପ୍ରକୃତ କାରଣ କଣ ? ଜହ୍ନମାମୁଁ ନିକଟରେ ରହିଛି ଏକ ଅମୂଲ୍ୟ ସମ୍ପଦ । ବିଜ୍ଞାନ ଆଳରେ ପରୋକ୍ଷରେ ସମସ୍ତଙ୍କ ନଜର ଏହା ଉପରେ ରହିଛି । ଏବେ…

ଆକ୍ସନ ମୋଡରେ ବିଏମସି : ଆରମ୍ଭ ହେଲା ଡେଙ୍ଗୁ ଡ୍ରାଇଭ୍, ଆଦାୟ ହେବ ଫାଇନ

ଭୁବନେଶ୍ବର: ଡେଙ୍ଗୁ ରୋକିବାକୁ ଆକ୍ସନ ମୋଡରେ ବିଏମସି । ବିଭିନ୍ନ ସ୍ଥାନରେ ଡେଙ୍ଗୁ ଦମନ ପାଇଁ ଅଭିଯାନ ଆରମ୍ଭ ହୋଇଛି  । ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ବିଏମସିର ଡେଙ୍ଗୁ ଅଡିଟ୍ ଡ୍ରାଇଭ୍  । ମଶା ଅନୁକୁଳ ପରିବେଶ ସୃଷ୍ଟି କରିଥିଲେ ଫାଇନ ଆଦାୟ କରିବ ବିଏମସି । ଘରକୁ…

ସୁପ୍ରିମକୋର୍ଟ ଜାରି କଲେ ହ୍ୟାଣ୍ଡବୁକ୍ : ଯୁକ୍ତି ଶୁଣାଣି କିମ୍ବା ରାୟ ଘୋଷଣାରେ ମହିଳାଙ୍କ ପ୍ରତି ‘ଷ୍ଟେରିଓଟାଇପ’…

ନୂଆଦିଲ୍ଲୀ: ମହିଳାମାନଙ୍କ ସମ୍ମାନର ସୁରକ୍ଷାକୁ ଦୃଷ୍ଟିରେ ରଖି  ସୁପ୍ରିମ କୋର୍ଟ ଏକ ବଡ ପଦକ୍ଷେପ ନେଇଛନ୍ତି । ମହିଳା ସମ୍ପର୍କିତ ଆଇନଗତ ଫାଇଲପତ୍ରରେ, ବିଚାରବେଳେ ହେଉଥିବା ଯୁକ୍ତିରେ  ତଥା କୋର୍ଟ ରାୟରେ ‘ଷ୍ଟେରିଓଟାଇପ’ ଶବ୍ଦର ବ୍ୟବହାର କରାଯାଇ ପାରିବ ନାହିଁ । ସୁଜେଆଇ ଡିୱାଇ…

ଫେମିନା କଭର୍ ପେଜ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ପତ୍ରିକା ଫେମିନା କଭର ପେଜ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେମିନା ମାଗାଜିନ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ୱତନ୍ତ୍ର ଷ୍ଟୋରୀ କରିଛି। ଟାଇମ୍ସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ବିନୀତ ଜୈନା ରାଷ୍ଟ୍ରପତିଙ୍କୁ ଭେଟି ଏହାର ପ୍ରଥମ କପି ପ୍ରଦାନ…