Latest Odisha News

BREAKING NEWS

ନିଜ ବିଚାର

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଶୁଆ ଆଉ ଛୁଆ ଭିତରେ ଏମିତି କେତେ ଫରକ କି? ଯେମିତି ଶୁଆ ଶାବକଟିଏ ଆଣି ଘରେ ପଞ୍ଜୁରୀ ଭିତରେ ରଖି ପୋଷା ମନେଇ ରାମ ନାମ ଘୋଷେଇଲେ, ଆହାର , ଆଦର ପାଇ ଆଉ ଘରଛାଡି ନଯାଇ ଶିଖେଇଥିବା କଥା କହେ, ଛୁଆଙ୍କୁ ପାଳିପୋଷି ବଡ଼କରି ଯାହା ବତେଇବେ.. ସେମାନେ ସେମିତି…

ନୂଆପଡ଼ାର ୩ଟି ସ୍ଥାନର ବିକାଶ ପାଇଁ ୧୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ାର ୩ଟି ସ୍ଥାନର ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ ମିଳିଲା ୧୫ କୋଟି ଟଙ୍କା। କୋମନା ବ୍ଲକ ସୁନବେଡ଼ାରେ ଥିବା ମାଆ ସୁନାଦେଈଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଅଢ଼େଇ କୋଟି, ନୂଆପଡା ବ୍ଲକ ପତୋରାର ଯୋଗେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପାଞ୍ଚ କୋଟି ଓ ବୋଡ଼େନ ବ୍ଲକ…

କବିତା : ଠିକଣା

ମାନସ ରଞ୍ଜନ ମହାପାତ୍ର ଆମେ ସବୁ ହଜିଯାଇଥିବା ଲୋକ ଠିକଣା ହଜେଇଥିବା ପଳାତକ ଆମେ ସବୁ ଆହୁଲା ହଜେଇ ନାଆ ଖୋଜୁଥିବା ନାବିକ ମିଶିଯିବା ଆଗରୁ ମହାକାଳର ସ୍ରୋତରେ ଆସ ଆମେ ଥରେ ଦେଖାହେବା ଏଇଠି ଏକାଠି ପରିଚୟକୁ ଖୋଜିବା ଅଚିହ୍ନା ଏଇ ସହରରେ । କେତେ ଶତାବ୍ଦୀ ବିତିଗଲାଣି କହିଲ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଛପନ ଭୋଗ ମଣୋହି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବିଷୟରେ ଆଲୋଚନା ଅବସରରେ ଆମେ ଜାଣିଲେ ଛପନ ଭୋଗ ସମ୍ୱନ୍ଧରେ। ବିଭିନ୍ନ ଐତିହାସିକ ଓ ଗବେଷକମାନେ ସେମାନଙ୍କ ପ୍ରବନ୍ଧ ମାଧ୍ୟମରେ ଏହି ଛପନ…

ଭାଷା ଭାଗବତ : ଗୋଷ୍ଠୀଛଡ଼ା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାହାର ସଂଗଲାଭ ପାଇଁ ମୁଁ ଯେଣୁ ଇଚ୍ଛା କରେଁନାହିଁ ନିଜ କାମରେ ରହି ଲିପ୍ତ ହୁଏଁ ମୁଁ ସର୍ବାଧିକ ତୃପ୍ତ ଏ ତୃପ୍ତି ପାଇବା ସକାଶେ ସ୍ବେଚ୍ଛାରେ ଉଠେଁ ଆଉ ବସେଁ ଗୋଷ୍ଠୀରେ ହୁଏଁନାହିଁ ଯୋଡ଼ି କେହି ବି ପାରଂତିନି ତଡ଼ି…

ଉତ୍କୃଷ୍ଟ ସେବା ପାଇଁ ‘ପୋଲିସ ପଦକ’ ପ୍ରଦାନ, ୨୮ ପୋଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କଲେ ସମ୍ମାନ

ଭୁବନେଶ୍ୱର: ୭୭ତମ ସ୍ୱାଧୀନତା ଦିବସ ଅବସରରେ ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮ ଜଣ ମନୋନୀତ ପୋଲିସ ଅଧିକାରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ସେବା ପାଇଁ 'ପୋଲିସ ପଦକ' ପ୍ରଦାନ କରିଛନ୍ତି। ଉଲ୍ଲେଖନୀୟ ସେବା ପାଇଁ ଜଣେ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ…

ପୋଖରୀ ହୁଡାରୁ ଝୁଲନ୍ତା ଅବସ୍ଥାରେ ଯୁବକର ଗଳିତ ମୃତଦେହ ଉଦ୍ଧାର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ହନୁମନ୍ତିଆ ଜଙ୍ଗଲ ନିକଟ ଦୋବଲାପାଳ ଗ୍ରାମର ଜନକନାଳିରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଖରୀ ନିକଟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ…

୧୪ ମାସ ପରେ ପଣ୍ଡା ପାର୍କ ବସ୍ତି ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ନିଳାଦ୍ରୀବିହାର ପଣ୍ଡା ପାର୍କ ନିକଟ ବସ୍ତିରେ ଘଟିଥିବା ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ କମିଶନରେଟ୍ ପୋଲିସ ଗିରଫ କରିଛି। ସେ ପାଖାପାଖି ୧୪ ମାସ ଧରି ଫେରାର ରହିବା ପରେ ପୋଲିସ କାବୁ କରିବାରେ ସଫଳ ହୋଇଛି ବୋଲି ଜୋନ୍-୬ ଏସିପି ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।…

ସଙ୍କାଟପନ୍ନ ଅବସ୍ଥାରେ ଅଛି ନାଟମଣ୍ଡପ ଓ ଜଗମୋହନ, ଆମିକସ କ୍ୟୁରିଙ୍କ ରିପୋର୍ଟ ବଢ଼ାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଏନ୍ କେ ମହାନ୍ତି, ରାଜ୍ୟର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)କୁ ଚେତାବନୀ ଦେଇଛନ୍ତି ଯେ ନାଟ ମଣ୍ଡପ ଓ ଜଗମୋହନ ସଙ୍କଟାପନ୍ନ ଅବସ୍ଥାରେ ରହିଛି ଏବଂ…

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ବୁଧବାର, ୧୬ ଅଗଷ୍ଟ, ୨୦୨୩ ଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ପୁରୀ ଓ ଭୁବନେଶ୍ୱର ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱର…