Latest Odisha News

BREAKING NEWS

ଦେହ ପାଇଁ ଏହି ଫଳ ସାଜିଥାନ୍ତି ରାମବାଣ, ଶରୀରକୁ ରଖିଥାନ୍ତି ସୁସ୍ଥ

ଭୁବନେଶ୍ଵର: ପାଣିପାଗ ପରିବର୍ତ୍ତନ ସମୟରେ ଆମେ ମାନେ ଆମର ଶରୀର ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଜରୁରୀ। ଏଥିପାଇଁ ଆମ ଖାଦ୍ୟ ଶୃଙ୍ଖଳକୁ ସଠିକ ଢଙ୍ଗରେ ପ୍ରସ୍ତୁତ କରିବାର ଆବଶ୍ୟକ ରହିଛି। ଖାଦ୍ୟ ଶୃଙ୍ଖଳରେ ଫଳକୁ ସାମିଲ କରିବାର ଆବଶ୍ୟକ ମଧ୍ୟ ବେଶ ଜରୁରୀ ହୋଇ ପଡ଼ିଛି। ଏଥିପାଇଁ ଆପଣ ନିଜ…

ଦେଶର ଭାଗ୍ୟ ବଦଳାଇବାରେ ସ୍ୱାସ୍ଥ୍ୟ କର୍ମୀଙ୍କର ରହିଛି ବଡ଼ ଭୂମିକା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଲାଲକିଲ୍ଲା ପ୍ରାଚୀରରୁ ୫୦ ଜଣ ନର୍ସ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ବିଭିନ୍ନ ବର୍ଗର ୧୮୦୦ ସ୍ୱତନ୍ତ୍ର ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ, ଶିକ୍ଷକ, କୃଷକ ଓ…

ପୁଣି ଅଶାନ୍ତ ବିଜେବି କଲେଜ: ସ୍ଵାଧୀନତା ଦିବସରେ ଗେଟ ବନ୍ଦ ଥିବାରୁ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଭୁବନେଶ୍ଵର: ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାମୁହିଁ । ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି ।…

ଗ୍ରାହକ ମାନଙ୍କ ପାଇଁ ଖୁସି ଖବର, ଆଜିଠାରୁ ଟମାଟୋ କେଜି ୫୦!

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଗ୍ରାହକ ମାନଙ୍କ ପାଇଁ ଖୁସି ଖବର । କମ ହେବାକୁ ଯାଉଛି ଟମାଟୋ ଦର । ବିଗତ କିଛି ମାସ ଧରି ଆପଣଙ୍କୁ ହେଉଥିବା ସମସ୍ୟାର ସାମାନ୍ୟ ସମାଧାନର ରାସ୍ତା ଖୋଲିଛି । ବର୍ତ୍ତମାନ ଟମାଟୋ ଦର ୧୫୦ରୁ ୨୦୦ଟଙ୍କାରୁ ସିଧା ୫୦ ଟଙ୍କା ହୋଇଛି । ସରକାରଙ୍କ ଉପଭୋକ୍ତା…

ସ୍ୱାଧୀନତା ଦିବସରେ ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା

ମୁମ୍ବାଇ:ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି ଖିଲାଡି କୁମାର ଅକ୍ଷୟ କୁମାର । ତାଙ୍କୁ ମିଳିଛି ଭାରତର ନାଗିରକତା । ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ପାସୋପୋର୍ଟ । ୭୭ ଏହା ପରେ ସେ ନିଜ ଟୁଇଟର ହାଣ୍ଡେଲରେ ଲେଖିଛନ୍ତି, ଦିଲ ଏବଂ ସିଟିଜେନସିପ ଉଭୟେ ହିନ୍ଦୁସ୍ଥାନୀ । ଏହା ପରେ…

ସ୍ୱାଧିନତା ଦିବସ ଅବସରରେ ରିଲିଜ ହେଲା ଫିଲ୍ମ ‘ଫାଇଟର’ର ଟିଜର

ମୁମ୍ବାଇ: ସ୍ୱାଧିନତା ଦିବସ ଅବସରରେ ରିଲିଜ ହେଲା ଫିଲ୍ମ ‘ଫାଇଟର’ର ଟିଜର। ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହା ସେୟାର କରିଛନ୍ତି। ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ସହ ସ୍କ୍ରିନ ସେୟାର କରିବେ ବଲିଉଡ଼ ବ୍ୟୁଟି ଦୀପିକା ପଦୁକୋନ୍। ଅପକମିଂ ବଲିଉଡ୍…

ରାଜ୍ୟ ପାଳିଛି ୭୭ତମ ସ୍ଵାଧୀନତା ଦିବସ: ତ୍ରିରଙ୍ଗାମୟ ହୋଇଉଠିଛି ପ୍ରତ୍ୟେକ ସ୍ଥାନ

ଭୁବନେଶ୍ଵର: ଆଜି ୭୭ତମ ସ୍ଵାଧୀନତା ଦିବସ । ସେଥିପାଇଁ ସଜେଇ ହୋଇଛୀ ପୁରପଲ୍ଲୀ । ଦେଶର କୋଣ ଅନୁକୋଣରେ ଉଡିଛି ଜାତିୟ ପତାକା । ତ୍ରିରଙ୍ଗାମୟ ହୋଇଉଠିଛି ପ୍ରତ୍ୟେକ ସ୍ଥାନ । ରାଜ୍ୟର ସବୁ ଗଳିକନ୍ଦିରେ ଶୁଭିଛି ଭାରତ ମାତାର ଅମୃତ ଗାନ । ଭୁବନେଶ୍ଵରର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି…

ପତାକା ଉତ୍ତୋଳନ କରି ଟଳି ପଡିଲେ ପ୍ରଧାନ ଶିକ୍ଷକ

ପୁରୀ: ସାରା ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ ଆସିଛି ଦୁଃଖଦ ଖବର । ପତାକା ଉତ୍ତୋଳନ ବେଳେ ଟଳି ପଡିଲେ ପ୍ରଧାନ ଶିକ୍ଷକ । ଚାଲିଗଲା ଜୀବନ । ଏପରି ହୃଦୟ ବିଦାରକ ଘଟଣା  ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ଵରି ପ୍ରକଳ୍ପ…

ଆଇରନ ବଟିକା ଖାଇ ୮ ଛାତ୍ରଛାତ୍ରୀ ଗୁରୁତର

ମୟୂରଭଞ୍ଜ: ବିଦ୍ୟାଳୟରେ ଦିଆଯାଇଥିଲା ଆଇରନ ବଟିକା। ଏହି ଆଇରନ ବଟିକା ଖାଇ ବିଦ୍ୟାଳୟର ୮ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସାରବସା ପ୍ରାଥମିକ ବିଦ୍ୟାଳୟରେ। ସୂଚନା ଅନୁସାରେ ବିଦ୍ୟାଳୟରେ ସୋମବାର ଦିନ ଛାତ୍ରଛାତ୍ରୀମାନଙ୍କୁ…

ସ୍ୱାଧୀନତା ଦିବସରେ ପ୍ୟାରେଡ ବେଳେ ନକଲି ଯବାନ ଅଟକ

ପୁରୀ: କଡା ସୁରକ୍ଷା ଭିତରେ ରାଜ୍ୟରେ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ ପୁରୀ ଜିଲ୍ଲାରେ ନକଲି ଯବାନ ଧରା ପଡ଼ିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଆଜି ପୁରୀରେ ପ୍ଯାରେଡ ଚାଲିଥିବା ବେଳେ ଜମେ ନକଲି ଯବାନ ଚିହ୍ନଟ ହୋଇଛନ୍ତି। ଏହାପରେ ତାଙ୍କୁ ପୋଲିସ ପ୍ରଶାସନ ନିଜ…