ନୂଆପଡ଼ାରୁ ଜବତ ହେଲା ଜୀବନ୍ତ ବଜ୍ରକାପ୍ତା, ୪ ଗିରଫ
ନୂଆପଡ଼ା: ସିନାପାଲି ବନବିଭାଗକୁ ବଡ ସଫଳତା । ସିନାପାଲି ନଙ୍ଗଲବୋଡ଼ ଠାରୁ ଏକ ଜୀବନ୍ତ ବଜ୍ରକାପ୍ତ ସହ ୨ କେଜି ୭ଶହ ଗ୍ରାମ କାତି ଜବତ କରିଛି ବନବିଭାଗ । ଏଥିସହ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକ ରଖିଛି ପୋଲିସ ।
ସୂଚନା ଅନୁସାରେ, ସିନାପାଲି ରେଞ୍ଜ ନଙ୍ଗଲବୋଡ଼ ଗ୍ରାମରେ କିଛି ଲୋକ ଏକ…