ସେନାର ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କଲେ କିମ ଜୋଙ୍ଗ
ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ-ଉନ ସେନାର ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କରିଛନ୍ତି। ଶତ୍ରୁମାନଙ୍କ ସହ ମୁକାବିଲା କରିବାକୁ ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଯୁଦ୍ଧର ପ୍ରତ୍ୟେକ ସମ୍ଭାବ୍ୟ ପରିସ୍ଥିତିରେ ସେନାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। କେବଳ ଏତିକି…