Latest Odisha News

BREAKING NEWS

କେପଟାଉନ ପିଚକୁ ମିଳିଲା ଅସନ୍ତୋଷଜନକ ରିପୋର୍ଟ

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳା ଯାଇଥିଲା । ଏହି ଟେଷ୍ଟ ମ୍ୟାଚ ୨ ଦିନରେ ଶେଷ ହୋଇ ଯାଇଥିଲା । ୧୦୭ ଓଭରରେ ୩୩ ୱିକେଟର ପତନ ଘଟିଥିଲା । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଏବେ ଏହି ପିଚକୁ ଅସନ୍ତୋଷଜନକ ବୋଲି ରେଟିଂ ଦେଇଛି । ମ୍ୟାଚ…

ପ୍ରବୀଣଙ୍କ ଚାଂଚଲ୍ୟକର ଖୁଲାସା, ଜଣେ ବ୍ୟକ୍ତି ମୋ କ୍ୟାରିୟର ଶେଷ କରିବାକୁ ଦେଇଥିଲେ ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ପେସ ବୋଲର ପ୍ରବୀଣ କୁମାର ମଙ୍ଗଳବାର ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଇଣ୍ଡିଆନ ପ୍ରିମିୟର ଲିଗ ଅବସରରେ ମୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳିବାକୁ ଚାହୁଁଥିଲି । ଆରସିବିର ଜନୈକ…

ସାତକୋଶିଆରେ ଚାଲିଛି କୁମ୍ଭୀର ଗଣନା, ୧୦ରୁ ହେବ ପକ୍ଷୀ ଗଣନା

ଅନୁଗୁଳର ସାତକୋଶିଆରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା । ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ କୁମ୍ଭୀର ଗଣନା କରୁଛନ୍ତି । ଏହି ଦଳରେ ୫୬ ଜଣ ବନ କର୍ମଚାରୀଙ୍କୁ ସାମିଲ କରାଯାଇଛି । ସାତକୋଶିଆ ମହାନଦୀ ଗଣ୍ଡରେ ୨୩…

ଅଯୋଧ୍ୟାରୁ ଆସିଛି ଡାକରା, ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ପୁରୀର ୬ ମଠାଧୀଶ

ପୁରୀ: ଅଯୋଧ୍ୟାରୁ ଆସିଛି ଡାକରା । ଅଯୋଧ୍ୟା ଯିବେ ପୁରୀର ୬ ମଠାଧୀଶ । ଆସନ୍ତା ଜାନୁଆରୀ ୨୨ ତାରିଖ ପୌଷ ଶୁକ୍ଳ ଦ୍ଵାଦଶୀ ତିଥିରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ମହୋତ୍ସବ ପାଇଁ ଜାନୁଆରୀ ୧୯ ତାରିଖରେ ଅଯୋଧ୍ୟା ଯାତ୍ରା କରିବେ ଏହି ମଠାଧୀଶ…

ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା, ଫେବୃଆରୀରେ ନିର୍ବନ୍ଧ

ମୁମ୍ବାଇ: ସାଉଥ ଫିଲ୍ମରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଦକ୍ଷତା ଦେଖାଇ ସାରିଥିବା ରଶ୍ମିକା ମନ୍ଦାନା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏବା ଚର୍ଚ୍ଚାକୁ ଆସିଛନ୍ତି। ରଶ୍ମିକା ମନ୍ଦାନାଙ୍କ ନାମ ଦୀର୍ଘ ଦିନ ଧରି ସାଉଥ ଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ସହ ଜଡିତ ଥିଲା। ଉଭୟଙ୍କୁ ଅନେକ ଥର ଏକାଠି…

ଠାକୁରଙ୍କୁ ବି ଛାଡିଲେନି; ସୁବର୍ଣ୍ଣମେରୁ ମନ୍ଦିର ରେ ପଶି ଦାନ ବାକ୍ସ ଚୋରୀ କଲେ ଦୁର୍ବୁତ୍ତ

ସୁବର୍ଣ୍ଣପୁର: ଠାକୁରଙ୍କୁ ବି ଛାଡୁନାହାନ୍ତି ଚୋର । ସୁବର୍ଣ୍ଣପୁର ସହରର ଇଷ୍ଟଦେବ ସୁବର୍ଣ୍ଣମେରୁ ମନ୍ଦିର ରେ ହୋଇଛି ଚୋରି । ଗତକାଲି ରାତିରେ ସହରର ସୁବର୍ଣ୍ଣମେରୁ ମନ୍ଦିରରୁ କେହି ଦୁର୍ବୁତ୍ତ ହୁଣ୍ଡିକୁ ଚୋରି କରି ନେଇଥିବା ଜଣାପଡିଛି । ଚୋର ମାନେ ମନ୍ଦିର ରୁ ହୁଣ୍ଡିକୁ ବୋହି ନେଇ ଏକ…

ଜିଲ୍ଲା ଓ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ସାଉଁଟିଲେ ଅଧ୍ୟାପିକା ଡ. ଗାର୍ଗୀ ମହାନ୍ତି

ବାରିପଦା: ଆନ୍ତର୍ଜାତିକ ମିଲେଟ୍‌ ବର୍ଷରେ ମିଲେଟ୍‌ ଗବେଷଣାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ଏକ ବଡ଼ ଧରଣର ସଫଳତା ମିଳିଛି । ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ଗାର୍ଗୀ ମହାନ୍ତି ଓ ତାଙ୍କର ଚାରିଜଣ ଗବେଷକ ଛାତ୍ରଛାତ୍ରୀମାନଙ୍କ ଗବେଷଣା…

ଗୋଟିଏ ବୋତଲ ପାଣି ହିଁ ନେଇପାରେ ଜୀବନ, ଆସିଲା ଚାଞ୍ଚଲ୍ୟ କରିବା ଭଳି ରିପୋର୍ଟ

ନୂଆଦିଲ୍ଲୀ: କୌଣସି ବାହାର ସ୍ଥାନକୁ ଆପଣ ଯାଇଛନ୍ତି। ଆଉ ପ୍ରବଳ ଶୋଷ ମେଣ୍ଟାଇବାକୁ ଆପଣଙ୍କ ନିକଟରେ କୌଣସି ସାଧନ ନାହିଁ। ଏପରି ସ୍ଥଳେ ଆପଣ ନିଶ୍ଚିତ ଦୋକାନରୁ ୧୦ ରୁ ୨୦ ଟଙ୍କା ଦେଇ ଗୋଟିଏ ବୋତଲ ପିଇବା ପାଣି କିଣି ଶୋଷ ମେଣ୍ଟାଇ ଥାଆନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି…

ଚାଞ୍ଚଲ୍ୟ: ମା’ ସାଜିଲା ରାକ୍ଷସୀ, ୪ବର୍ଷର ପୁଅକୁ ମାରି ବ୍ୟାଗରେ ନେଇ ହେଇଯାଉଥିଲା ଫେରାର

ଗୋଆ: ଉତ୍ତର ଗୋଆର କଲଙ୍ଗୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମାଆ ନିଜ ପୁଅକୁ ହତ୍ୟା କରି ଲଗେଜ୍‌‌ ବ୍ୟାଗରେ ଭର୍ତ୍ତି କରି ଗୋଆରୁ କର୍ଣ୍ଣାଟକ ଆସିବା ଘଟଣା ହଇଚଇ ସୃଷ୍ଟି କରିଛି। ବେଙ୍ଗାଲୁରୁର ଏକ AI କମ୍ପାନୀର CEO ସୂଚନା ସେଠଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଚକିତ…