‘କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଅଧ୍ୟାପକଙ୍କୁ ମଧ୍ୟ ନିଶା ବିରୋଧୀ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ’
ଭୁବନେଶ୍ୱର: ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡ଼ିକ ଏବେ ନିଶାମୁକ୍ତ ହେବ। କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଅଧ୍ୟାପକଙ୍କୁ ମଧ୍ୟ ନିଶା ବିରୋଧୀ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ। ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରାଯାଇଛି ବୋଲି କମିଟି ଅଧ୍ୟକ୍ଷ…