Latest Odisha News

BREAKING NEWS

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ ଜେଲ୍

ବ୍ରହ୍ମପୁର: ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ-୩ କୋର୍ଟ । ୧୯୯୮ ମସିହାରେ ପୋଲିସ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଏହି ଦଣ୍ଡାଦେଶ…

କୁକି ସମ୍ପ୍ରଦାୟ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଣିପୁରରେ ହିଂସାକୁ ତିନିମାସ ବିତିଗଲାଣି। ରାଜ୍ୟରେ ସ୍ଥିତି ସୁଧାରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଏଥି ସହିତ ବିରୋଧୀ ଦଳମାନେ ମଧ୍ୟ ଏହି ପ୍ରସଙ୍ଗରେ ନିରନ୍ତର ସ୍ୱର ଉତ୍ତୋଳନ କରୁଛନ୍ତି। ଏହି ଭିତରେ ମଣିପୁରରେ ଜାତିଗତ ହିଂସା ସହ ଜଡିତ ମୈତେଇ…

ଫ୍ୟାମିଲି କୋର୍ଟରେ ତାରକା ଦମ୍ପତି: ବର୍ଷାଙ୍କ ଚୂଡ଼ାନ୍ତ ବୟାନ ରେକର୍ଡ

କଟକ: କଟକ ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ । ଛାଡପତ୍ର ମାମଲାରେ ଆଜି ଉଭୟ କୋର୍ଟରେ ହାଜର ହୋଇଛନ୍ତ । ଆଜି ଶେଷଥର ପାଇଁ ବର୍ଷାଙ୍କ ବୟାନ ରେକର୍ଡ କରାଯିବ । ଆବେଦନର ଶୁଣାଣିରେ ବିଳମ୍ବ ହେଉଥିବା ନେଇ ନିକଟରେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ହାଇେକାର୍ଟଙ୍କ ଦ୍ୱାରସ୍ଥ…

୫ ଲକ୍ଷ ଟଙ୍କା ନେଇ ବସରେ ଯାଉଥିଲେ ପୂର୍ବତନ ଜିଏମ; ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ୫ ଲକ୍ଷ ୫୪ ହଜାର ଟଙ୍କା ସହ ଧରାପଡ଼ିଲେ ଅବସରପ୍ରାପ୍ତ   ସରକାରୀ ଅଧିକାରୀ  । ବସରେ ଭୁବନେଶ୍ୱର ଆସୁଥିବା ବେଳେ ଚନ୍ଦ୍ରଗିରିରେ ଧରିଲା ଭିଜିଲାନ୍ସ । ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ  ? ସେ ନେଉ ଖୋଳତାଡ ଚଲାଇି ଭିଜିଲାନ୍ସ । ଆର୍‌. ଉଦୟଗିରି TDCCOL(Tribal…

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ ୧୪ ଅକ୍ଟୋବରରେ ଖେଳାଯିବ: ରିପୋର୍ଟ

ମୁମ୍ବାଇ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏଥର ୧୫ ଅକ୍ଟୋବର ବଦଳରେ ୧୪ରେ ମ୍ୟାଚ ଖେଳାଯିବ । ଭେନ୍ୟୁରେ କୌଣସି ପରିବର୍ତନ କରାଯିବ ନାହିଁ । ନବରାତ୍ରୀ ଓ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖାଯାଇ…

ରିଲିଜ ହେଲା ବାବୁସାନଙ୍କ ଆଗାମୀ ଫିଲ୍ମ ‘ମାଲ୍ୟଗିରି’ର ପ୍ରଥମ ଝଲକ

ଭୁବନେଶ୍ୱର: ଫିଲ୍ମ 'ଦମନ' ର ଦମଦାର ସଫଳତା ପରେ ପୁଣି ଆଉ ଏକ ଫିଲ୍ମରେ ଧମାକା କରିବାକୁ ଯାଉଛନ୍ତି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି। ଜୁନ ୩୦ ତାରିଖରେ ଅଭିନେତା ନିଜ ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ବଡ଼ ଉପହାର। ନିଜର ଆଗାମୀ ଫିଲ୍ମ 'ମାଲ୍ୟଗିରି'ର ପ୍ରଥମ ଝଲକ ଗତକାଲି…

କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁରେ ଚାଲିଗଲା ପ୍ରସୂତିଙ୍କ ଜୀବନ

ଭୁବନଶ୍ୱର:ରାଜଧାନୀରେ ବଢୁଛି ଡେଙ୍ଗୁର ପ୍ରକୋପ । ଇତିମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ପ୍ରସୂତିଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ…

ଷ୍ଟଂଟ ପାଇଁ ଲୋକପ୍ରିୟ ହୋଇଥିଲେ, ୬୮ ମହଲାରୁ ପଡି ଗଲା ଜୀବନ

ଭିକ୍ଟୋରିୟା: ରେମି ବ୍ଲୁୟୋସିଡିଙ୍କୁ କିଏ ବା ନ ଜାରେ । ଡେଭାର ଡେଭିଲ୍ସ ଷ୍ଟଂଟ ପାଇଁ ସେ ସାରା ବିଶ୍ୱରେ ପରିଚିତ ହୋଇ ପଡିଥିଲେ । ତେବେ ଏହି ଷ୍ଟଂଟ ଶେଷରେ ତାଙ୍କ ଜୀବନ ନେଇଛି । ୩୦ ବର୍ଷୀୟ ଏହି ଫ୍ରାନ୍ସିସ ଡେୟାରଡେଭିଲ ବ୍ୟକ୍ତି ଜଣଙ୍କ ହଂକଂର ଏକ ୬୮ ମହଲା ବିଲ୍ଡିଂରୁ ପଡି ମୃତ୍ୟୁବରଣ…

ଅଗଷ୍ଟ ୩ରେ ଲଞ୍ଚ ହେବ ‘ଏଥର’ର ନୂଆ ଇଲେକ୍ଟ୍ରିକ ସ୍କୁଟର: ଜାଣନ୍ତୁ କେତେ ଅଛି ଦାମ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ ସ୍କୁଟର ସେଗମେଣ୍ଟରେ ଯେମିତି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଓଲା ନିଜର ସବୁଠାରୁ ସୁଲଭ ମୂଲ୍ୟର ସ୍କୁଟରର ବଜାରପ୍ରବେଶ କରାଇଥିଲା । ଏବେ ଏଥର ଏନର୍ଜୀ ନିଜର ଇଲେକ୍ଟ୍ରି ସ୍କୁଟରର ବୁକିଂ ଆରମ୍ଭ କରି ଦେଇଛି । ଏହି ସ୍କୁଟର ଅଗଷ୍ଟ ୩ ତାରିଖରେ ଲଞ୍ଚ ହେବ ।…

ସମୁଦ୍ରର ରଙ୍ଗ ବଦଳି ସବୁଜ ହେଉଛି, ଚିନ୍ତାରେ ବୈଜ୍ଞାନିକ

ନୂଆଦିଲ୍ଲୀ: ପରିବେଶକୁ ଧ୍ୱଂସ କରିବାରେ ମନୁଷ୍ୟ ମୂଖ୍ୟ ଭୂମିକା ଗ୍ରହଣ କରୁଛି । ତାପମାତ୍ରା ବୃଦ୍ଧି ପାଇବାଠାରୁ ଆରମ୍ଭ କରି ଅନେକ କିଛି ବ୍ୟତୀକ୍ରମ ଦେଖିବାକୁ ମିଳୁଛି । ଏବେ ସମୁଦ୍ରର ରଙ୍ଗ ବଦଳିବା ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି । ସମୁଦ୍ର ଏବେ ଧିରେ ନୀଳରୁ ସବୁଜ ହେଉଛି । ଏହାର…