Latest Odisha News

BREAKING NEWS

ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ମିଳିଲା ବିଜୟିନୀର ମା’ଙ୍କ ପରିଚୟ

ସମ୍ବଲପୁର: ମିଳିଲା ବିଜୟିନୀ ମାର ପରିଚୟ । ସମ୍ବଲପୁରର ରେଙ୍ଗାଲି ବୋର୍‌ୱେଲରୁ ଉଦ୍ଧାର ଶିଶୁକନ୍ୟାର ମାଆଙ୍କ ପରିଚୟ ମିଳିଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି । ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିବା କହିଛନ୍ତି ସମ୍ବଲପୁର…

ଦୁଇ ବରିଷ୍ଠ ଆଇଏଏସଙ୍କ ପଦୋନ୍ନତି

ଭୁବନେଶ୍ଵର; ରାଜ୍ୟ ସରକାରଙ୍କ ଦୁଇ ବରିଷ୍ଠ ଆଇଏଏସ ସ୍କେଲ୍ ୧୭କୁ ପଦୋନ୍ନତି ପଇଛନ୍ତି। ସେମାନେ ହେଉଛନ୍ତି ଓଡ଼ିଶା କ୍ୟାଡରର ଜି ମାଥିଭାଥନନ୍ ଏବଂ ସନ୍ତୋଷ ଷଢ଼ଙ୍ଗୀ। ଏହି ଦୁଇ ଆଇଏଏସ ଅଧିକାରୀ ୧୯୯୪ ବ୍ୟାଚର। ପଦୋନ୍ନତି ପରେ ଶ୍ରୀ ମିଥିଭାଥନନଙ୍କୁ ଅତିରିକ୍ତ ମୁଖ୍ୟ ସଚିବ…

କଳିଙ୍ଗନଗର ଗୁଳିକାଣ୍ଡକୁ ୧୮ ବର୍ଷ

ଯାଜପୁର; ଯାଜପୁର ଜିଲ୍ଲା କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୁରିଛି ୧୮ ବର୍ଷ। ଶହୀଦ ଆଦିବାସୀଙ୍କ ସ୍ମୃତିରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଶହୀଦ ଦିବସ ପାଳନ କରାଯାଉଛି। ଏଥିପାଇଁ ଜନମଞ୍ଚ ପକ୍ଷରୁ ସ୍ମୃତୁ ସ୍ତମ୍ଭ ନିକଟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ମୃତି ସ୍ତମ୍ଭ ନିକଟରେ…

ନିଶ୍ଚିନ୍ତୋଇଲି ସଡ଼କ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା

ଭୁବନେଶ୍ବର: ଆଜି କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ    ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ  ପରିବାର ବର୍ଗଙ୍କୁ  ଗଭୀର  ସମବେଦନା   ଜଣାଇଛନ୍ତି ।  ଏଥିସହ ମୃତକଙ୍କ …

କମିସନରେଟ୍ ପୁଲିସର ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ

ଭୁବନେଶ୍ଵର ; କମିସନରେଟ୍ ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଯାଇଛି। ସଡ଼କ ସୁରକ୍ଷା ପରିବାର ରକ୍ଷା ବିଷୟବସ୍ତୁକୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିପାଇଁ ପୁଲିସ କମିସନର…

ଦକ୍ଷିଣ କୋରିଆରେ ବିରୋଧୀ ଦଳର ନେତାଙ୍କୁ ଛୁରୀରେ ଆକ୍ରମଣ

ବୁସାନ: ଦକ୍ଷିଣ କୋରିଆରେ ବିରୋଧୀ ଦଳର ନେତା ଲି ଜେ ମ୍ୟୁଙ୍ଗଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି । ପୋର୍ଟ ସିଟି ବୁସାନ ଗସ୍ତରେ ସେ ଏକ ପ୍ରେସ ସମ୍ମିଳନୀରେ କହୁଥିବା ବେଳେ ହଠାତ ଜଣେ ଅଜ୍ଞାତ ଲୋକ ଅଟୋଗ୍ରାଫ ନେବା ବାହାନା କରି ପାଖକୁ ଆସିବା ସହ ତାଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ । ସେ…

କିଏ ଏହି ଅରୁଣ ଯୋଗୀରାଜ, ଯିଏ ତିଆରି କରିଛନ୍ତି ଅଯୋଧ୍ୟାର ରାମଲାଲାଙ୍କ ମୂର୍ତ୍ତି

ନୂଆଦିଲ୍ଲୀ: ଚଳଚଞ୍ଚଳ ହୋଇ ଉଠିଛି ପୁରା ଦେଶ । ପୁରା ପରିବେଶ ଏବେ ରାମମୟ । ଆଉ ମାତ୍ର କିଛି ଦିନର ଅପେକ୍ଷା । ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବା ପ୍ରଭୁ ରାମଙ୍କ ଦିବ୍ୟ ମନ୍ଦିର । ଭବ୍ୟ ମନ୍ଦିରରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଭଗବାନଙ୍କର ଶୀଶୁ ବେଳର ମୂର୍ତ୍ତି ମଧ୍ୟ…

ନକ୍ସଲ ଦମନ: ଓଡ଼ିଶାରୁ ୩ ହଜାର ବିଏସଏଫ ଯବାନ ଛତିଶଗଡ଼ ଯିବେ

ଭୁବନେଶ୍ୱର: ମାଓ ବିରୋଧୀ ଅଭିଯାନକୁ ଜୋରଦାର କରିବା ପାଇଁ ସୀମା ସୁରକ୍ଷା ବଳ (ବିଏସଏଫ)ର ୩ଟି ବାଟାଲିୟନ ଏବଂ ସମାନ ସଂଖ୍ୟକ ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି) ୟୁନିଟ୍ ଛତିଶଗଡ଼ରେ ମୁତୟନ ହେବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ଏହି ଅଞ୍ଚଳରୁ ବାମପନ୍ଥୀ ଉଗ୍ରବାଦ…

ଦି ବୁଲ ଫିଲ୍ମ ପାଇଁ ଲୁକ ବଦଳାଇବେ ସଲମାନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାଁ ତାଙ୍କର ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଧର୍ମା ପ୍ରଡକ୍ସନର ଦି ବୁଲ ଫିଲ୍ମରେ କରନ ଜୋହର ଓ ସଲମାନଙ୍କ କମ୍ବିନେଶନ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଏଥିପାଇଁ ସଲମାନ ତାଙ୍କ ଲୁକ ବଦଳାଇବା ପାଇଁ…

ଓଡ଼ିଶାରେ ଘନ କୁହୁଡ଼ି, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ମଙ୍ଗଳବାର ସକାଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ଯୋଗୁଁ ଜନଜୀବନ ବ୍ୟାପକ ବାଧାପ୍ରାପ୍ତ ହୋଇଛି। ସମଗ୍ର ରାଜ୍ୟରେ ଶୀତ ଲହରୀ କମିବାରେ ଲାଗିଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଛି। ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ,…