ଦେଓଧର ଟ୍ରଫି: ଶୁଭ୍ରାଂଶୁଙ୍କ ଆକର୍ଷଣୀୟ ବ୍ୟାଟିଂ ସତ୍ୱେ ହାରିଲା ପୂର୍ବାଂଚଳ
ପୁଡୁଚେରୀ: ଚଳିତ ଦେଓଧର ଟ୍ରଫି କ୍ରିକେଟରେ ଓଡିଶା ରଣଜୀ ଟିମ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଚମତ୍କାର ବ୍ୟାଟିଂ ସତ୍ୱେ ପୂର୍ବାଂଚଳ ୫ ୱିକେଟରେ ଦକ୍ଷିଣାଂଚଳ ନିକଟରୁ ପରାଜିତ ହୋଇଛି । ଶୁଭ୍ରାଂଶୁ ୪୪ ରନ କରି ଆଉଟ ହୋଇଥିଲେ । ସେ ଦ୍ୱିତୀୟ ୱିକେଟରେ ବିରାଟ ସିଂଙ୍କ ସହ ୮୬ ରନର…