ଓଡ଼ିଶା ସିଭିଲ ସର୍ଭିସରେ ୩୯୯ଟି ପଦବୀ ପାଇଁ ନିଯୁକ୍ତି ଘୋଷଣା କଲା ଓପିଏସସି
କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ (ଗ୍ରୁପ୍-ଏ ଓ ଗ୍ରୁପ୍-ବି)ର ବିଭିନ୍ନ ବର୍ଗରେ ୩୯୯ଟି ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀମାନେ ଜାନୁଆରୀ ୧୭, ୨୦୨୪ରୁ ଫେବୃଆରୀ ୧୬, ୨୦୨୪ ପର୍ଯ୍ୟନ୍ତ ଓପିଏସସି ୱେବସାଇଟ୍…