ଜୀବନରେ ଚାପରୁ ମୁକ୍ତି ଓ ମନର ଶାନ୍ତି ପାଇଁ ତକିଆ ତଳେ ରଖନ୍ତୁ ୫ଟି ତୁଳସୀ ପତ୍ର
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ମହତ୍ବ ରହିଛି । ତୁଳସୀ ବିନା ଭଗବାନଙ୍କୁ ଭୋଗ ମଧ୍ୟ ଦିଆଯାଇନଥାଏ । ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଦୀପ ଜାଳିବା ବ୍ୟତୀତ ତୁଳସୀ ଗଛର ଔଷଧୀୟ ଗୁଣ ମଧ୍ୟ ରହିଛି । କିନ୍ତୁ ଆପଣ ଜାଣନ୍ତି କି ମନକୁ ଶାନ୍ତ କରିବା ପାଇଁ ତୁଳସୀକୁ ମଧ୍ୟ…