Latest Odisha News

BREAKING NEWS

ଓଡ଼ିଶାର ନୂଆ ଡିଜିପି: କିଏ ହେବେ ସୁନୀଲ ବଂଶଲଙ୍କ ଉତ୍ତରାଧିକାରୀ?

ଭୁବନେଶ୍ୱର: ଏବେର ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଅବଧି ରାଜ୍ଯ ସରକାର ଆଉ ଛଅ ମାସ ବଢ଼ାଇ ଦେବା ପରେ ଏବେ ନୂଆ ଡିଜିପି କିଏ ହେବେ ସେ ନେଇ ଚର୍ଚ୍ଚା ଅଧିକ ବଢ଼ିଛି। କାରଣ ନୂଆ ଡିଜିପି…

ଶ୍ରୀରାମଙ୍କ ଦର୍ଶନ ପାଇଁ ଚଢିବାକୁ ହେବ କେତୋଟି ପାହାଚ, ପୂର୍ବ ପଟେ ପ୍ରବେଶ କରି ଦକ୍ଷିଣ ପଟେ କରିବେ ପ୍ରସ୍ଥାନ

ଉତ୍ତରପ୍ରଦେଶ: ଅଯୋଧ୍ୟାରେ ନିର୍ମିତ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ସନାତନ ପ୍ରେମୀଙ୍କ ପାଇଁ ବିଶେଷ ମହତ୍ଵ ବହନ କରୁଛି । ବର୍ତ୍ତମାନ ମନ୍ଦିରର ଉଦଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଉ ମାତ୍ର କିଛି ଦିନର ଅପେକ୍ଷା । ନିକଟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର…

ଦିଲ୍ଲୀରେ କୁହୁଡ଼ି ଯୋଗୁଁ ୮୦ରୁ ଅଧିକ ବିମାନ, ଅନେକ ଟ୍ରେନ୍ ବିଳମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଆଜି ମଧ୍ୟମ ଧରଣର କୁହୁଡ଼ି ସହ ଥଣ୍ଡା ଅନୁଭୂତ ହୋଇଛି। ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୧୦.୭ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଉତ୍ତର ଭାରତରେ ଘନ କୁହୁଡ଼ି ପାଇଁ ରେଡ୍ ଆଲର୍ଟ ଜାରି କରିଛି।…

ଖୁବ ଶୀଘ୍ର ଭୁବନେଶ୍ୱରରେ କୁକୁରଙ୍କ ପାଇଁ ହେବ ଶ୍ମଶାନ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରରେ କୁକୁରଙ୍କ ପାଇଁ ହେବ ଶ୍ମଶାନ । ଆଉ ରାସ୍ତା କଡରେ ପଡିବନି କୁକୁରଙ୍କ ମୃତଦେହ । କୁକୁରଙ୍କ ପାଇଁ ମଶାଣି ତିଆରି କରିବ ଭୁବନେଶ୍ୱର ମହାନଗର ନିଗମ । ଏଥିପାଇଁ ଜାଗା ଚିହ୍ନଟ ହୋଇ ସାରିଛି । ଖୁବ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା…

ବକେୟା ଦରମାକୁ ନେଇ ସ୍ମୃତି ଇରାନୀଙ୍କ ନିକଟରେ ଅଭିଯୋଗ କଲେ ଶିକ୍ଷକ, ତା’ପରେ…

ଲକ୍ଷ୍ନୌ: କେନ୍ଦ୍ରମନ୍ତ୍ରୀ ତଥା ଆମେଠି ସାଂସଦ ସ୍ମୃତି ଇରାନୀ ନିକଟରେ ତାଙ୍କ ସଂସଦୀୟ କ୍ଷେତ୍ର ଗସ୍ତ କରିଥିଲେ। ଏହି ସମୟରେ ବକେୟା ଦରମା ପାଇନଥିବା କହି ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ତାଙ୍କ ସମସ୍ୟା କହିଥିଲେ। ଏହାପରେ ତୁରନ୍ତ ପଦକ୍ଷେପ ନେଇଛନ୍ତି ପୂର୍ବତନ କେନ୍ଦ୍ରଶିକ୍ଷାମନ୍ତ୍ରୀ ତଥା…

ଏଥର ସାଧାରଣତନ୍ତ୍ର ଦିବସ ପରେଡ଼ରେ ସ୍ଥାନ ପାଇପାରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର: ଲଗାତାର ୩ ବର୍ଷ ଧରି ନିରାଶାର ସମ୍ମୁଖୀନ ହେବା ପରେ ଶେଷରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସମ୍ମାନଜନକ କର୍ତବ୍ୟ ପଥରେ ପ୍ରଦର୍ଶିତ ହେବାର ସମ୍ଭାବନା ଅଧିକ। ବିଶିଷ୍ଟ ମୂର୍ତ୍ତିଶିଳ୍ପୀ କୀର୍ତ୍ତି କିଶୋର ମହାରଣା ଓ ଚିତ୍ରଶିଳ୍ପୀ…

ଗାଜା ପଟ୍ଟିରେ ଇସ୍ରାଏଲର ଭୟଙ୍କର ଗୁଳିମାଡ; ୨୪ ଘଣ୍ଟାରେ ୨୦୦ ମୃତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଗାଜା ମଧ୍ୟରେ ଦୁଇ ମାସ ଧରି ଜାରି ରହିଥିବା ଯୁଦ୍ଧର ଅବସାନ ଏଯାଏ ଘଟିନି । ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଇସ୍ରାଏଲ ଗାଜା ପଟ୍ଟିକୁ ଟାର୍ଗେଟ କରିଛି । ରଏଟର୍ସ ରିପୋର୍ଟ ଅନୁସାରେ, ଶୁକ୍ରବାର ରାତିରେ ଗାଜା ପଟ୍ଟିରେ ଖାନ ୟୁନିସ ଉପରେ…

ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ ଅଭିଯୋଗ, ପୁରୀରେ ପାଣ୍ଡିଆନଙ୍କୁ କଂଗ୍ରେସର ବିରୋଧ

ପୁରୀ: ୫ଟି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳ ନେତା ଭିକେ ପାଣ୍ଡିଆନଙ୍କୁ ଶନିବାର ପୁରୀରେ କଂଗ୍ରେସ କର୍ମୀମାନେ ବିରୋଧ କରିଛନ୍ତି। ପାଣ୍ଡିଆନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଭୋର ପ୍ରାୟ ୫ଟାବେଳେ ଏହି ବିରୋଧ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ନେତା ଓ କର୍ମୀମାନେ କଳା…

ଆଦିତ୍ୟ ବିର୍ଲା ଗ୍ରୁପ୍ ରୁ ଏଚ୍ ଆର୍ ନିର୍ଦ୍ଦେଶକ ସନ୍ତୃପତ ମିଶ୍ରଙ୍କ ଅବସର ଘୋଷଣା

ମୁମ୍ବାଇ: ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏଚ୍ ଆର୍ ନିର୍ଦ୍ଦେଶକ ସନ୍ତ୍ରୁପତ ମିଶ୍ର କର୍ପୋରେଟ୍ କ୍ଷେତ୍ରରୁ ଅବସର ନେଇ ବିକଳ୍ପ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବୁଧବାର ଆଦିତ୍ୟ ବିର୍ଲାର ମୁଖ୍ୟଙ୍କ ଦ୍ୱାରା ଆଭ୍ୟନ୍ତରୀଣ ଇ-ମେଲ୍ ଜରିଆରେ ଶ୍ରୀ ମିଶ୍ରଙ୍କ ନିଷ୍ପତ୍ତି ସମ୍ପର୍କରେ…

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ହେଲେ ଡ. ମନୋରମା ମହାନ୍ତି

ଭୁବନେଶ୍ୱର: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଡ. ମନୋରମା ମହାନ୍ତି ।  ଡ. ମହାନ୍ତି ଗୁଜରାଟ ଅହମଦାବାଦସ୍ଥିତ ପାଣିପାଗ କେନ୍ଦ୍ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ପଦନ୍ନୋତି ସହ ତାଙ୍କୁ ଏହି ନୂତନ ନିଯୁକ୍ତି ମିଳିଛି। ଅନ୍ୟ…