ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏ ସହିଦ ସପ୍ତାହ ପାଳନ ନେଇ ମାଓବାଦୀ ଲଗାଇଲେ ପୋଷ୍ଟର
ରାୟଗଡ଼ା: ଆସନ୍ତାକାଲି ଠାରୁ ସହିଦ ସପ୍ତାହ ନେଇ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡ଼ ଅନ୍ତର୍ଗତ ପାରସାଲିରେ ତିନିଟି ପୋଷ୍ଟର ଓ ଗୋଟିଏ ବ୍ୟାନର ଲଗାଇଛି ଲାଲବାହିନୀ ।
ସିପିଆଇ ମାଓବାଦୀ ବାଂଶଧରା ଘୁମୁସର ନାଗାବଳୀ…